Author
Dhenkanal Update 4393 posts 0 comments
କୂଅରେ ପଡ଼ି ହରିଣର ମୃତ୍ୟୁ
ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ଅଁଳାବେରେଣୀ ବନପାଳ ଅଧିନ ଅଁଳାବେରେଣୀ ପଞ୍ଚାୟତ ଖୁଣ୍ଟାବାଟ୍ଟୀ ଗ୍ରାମ ନିକଟରେ ରେ ଗୋଟିଏ ହରିଣ କୁକୁର ଆକ୍ରମଣରେ ଶିକାର ହୋଇ କୂଅରେ ପଡି ମୃତ୍ୟୁ ବରଣ କରିଛି।
ଆଜି ସକାଳୁ ହରିଣଟି ଖାଦ୍ୟ ଅନ୍ୱେଷଣରେ ବସ୍ତିମୁହାଁ!-->!-->!-->…
ସୁପ୍ତ ତୁମେ କୁହ କାହିଁ
କୋଟି ଭୁଭୁକ୍ଷୁର ଆର୍ତ୍ତ ଚିତ୍କାରଶୁଭୁନାହିଁ ଶୁଭୁ ନାହିଁନିଘୋଡ଼ ନିଦ୍ରାରେ ରତ୍ନ ପଲଙ୍କରେକେମିତି ପାରୁଛ ଶୋଇ ll
ହା ଅନ୍ନରେ ଭୋକର ଭୂଗୋଳବଦଳୁଛି ବାରମ୍ବାରପେଟ ପାଇଁ ନାଟ କି ଅବା ଚାଲିଛିକରିବକି ସୁବିଚାର ll
ରାଜଗାଦୀ ପରେ ଚକା ମାଡ଼ି ତୁମେବସିଛ ଏ ଜାତି ପାଇଁଭୁଲିକି ଯାଉଛ ଜାତିର!-->!-->!-->!-->!-->…
ମେସିନ୍ ରେ NRGS କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ ପିଟ୍, ଥାନାରେ ପୃଥକ୍ ପୃଥକ୍ ଦୁଇ ମାମଲା ରୁଜ୍ଜୁ
ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଜରଡା ପଞ୍ଚାୟତ ରେ NRGS କାମ ଖୁଲମ୍ ଖୋଲା ଭାବେ ସ୍ପଷ୍ଟ ଦିବାଲୋକରେ ହେଉଥିବାର ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଆଜି ଏହି ଗ୍ରାମର ପ୍ରତାପ ସାହୁ ଦିନ ପ୍ରାୟ ଏଗାରଟା ବେଳେ ପଂଚାୟତ କାର୍ଯ୍ୟାଳୟରେ EO ଙ୍କୁ ଭେଟି ଅଭିଯୋଗ କରିଥିଲେ।
ଗ୍ରାମର ଜବ୍ କାଡ୍!-->!-->!-->…
ବଧୂହତ୍ୟା ଅଭିଯୋଗ ,ସ୍ବାମୀ ଅଟକ
ସବୁବେଳେ ଦେଉଥିଲେ ନିର୍ଯ୍ୟାତନା ଆଉ ଶେଷରେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ । ଏଭଳିଆ ଅଭିଯୋଗ ଆସିଛି ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଉଁଶପାଳ ଗ୍ରାମ ପୁରୁଣାପାଣି ସାହିରୁ।
ପ୍ରାୟ ୧୦ବର୍ଷ ହେବ ପୁରୁଣାପାଣି ସାହିର ଘନଶ୍ୟାମ ବିଶ୍ୱାଳଙ୍କ ପୁଅ ସୂର୍ଯ୍ୟମଣି!-->!-->!-->…
ପଞ୍ଜିକରଣ କରିବାକୁ ଯାଇଥିବା ଚାଷୀଙ୍କୁ ଖଣ୍ଡାରେ ଆକ୍ରମଣ
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସୁରପ୍ରତାପପୁର ସେବା ସମବାୟ ସମିତିକୁ ଧାନ ବିକ୍ରୀ ନିମନ୍ତେ ପଞ୍ଜିକରଣ କରିବାକୁ ଯାଇଥିବା ଜଣେ ଚାଷୀକୁ ସଭାନେତ୍ରୀଙ୍କ ସମ୍ପର୍କୀୟ ଖଣ୍ଡାରେ ଆକ୍ରମଣ କରିଥିବା ନେଇ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଖବର ନେବାରେ ଜଣାଯାଇଛି ଯେ ସୁରପ୍ରତାପପୁର!-->!-->!-->…
ଗାଡି ଡିକି ଭାଙ୍ଗି ୨.୫ ଲକ୍ଷ ଟଙ୍କା ଲୁଟ୍
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଉପ ନିବନ୍ଧଙ୍କ କାର୍ଯ୍ୟାଳୟ ପାଖ ହୋଟେଲ ପାଖରୁ ଏକ ଗାଡିର ଡିକି ଭାଙ୍ଗି ୨.୫ ଲକ୍ଷ ଟଙ୍କା ଲୁଟି ନେଲେ ଡକାୟତ ଦଳ । ସୂଚନା ମୁତାବକ ପରଜଙ୍ଗ ଗ୍ରାମର ସତ୍ୟାନନ୍ଦ ବାଡିଆ (୪୬) ୟୁକୋ ବ୍ୟାଙ୍କ, ପରଜଙ୍ଗ ଶାଖା ଜରିଆରେ ବାରିହାପୁର ପଞ୍ଚାୟତର ବାଣିଜ୍ୟ ସହଯୋଗ!-->…
ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଉପଖଣ୍ଡ ସ୍ତରୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶିବାନନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ହିନ୍ଦୋଳ ତହସିଲ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନ ୩ଟା ରେ!-->!-->!-->…
ପିତୁଳା
ରକ୍ତ ମାଂସେ ଏଠି ଗଢା ଯେ "ପିତୁଳା"ଜୀବନ୍ତ ମଣିଷ ରୂପୀ ।।ମିଛମାୟା ସଂସାରେ ହଜିତ ଯାଇଛିପିତୁଳା" ବେନିମୟ ରେ ।।ଯଶୋଦା କାନ୍ଦିଲେ ଗୋପପୁର ଛାଡ଼ି ମୋରଗଲା ଯେ ନୟନ "ପିତୁଳା" ।।
କେବେ ଯେ ଆସିବ ଦେଖିବି ନୟନେମନ ମୋର ହୁଏ ବାଉଳା ।।ନୟନ ଧାରାରେ ଲୋତକ "ପିତୁଳା"ମୁକ୍ତା ଆକାଶ ତଳ ଖରା!-->!-->!-->…