ହାତୀ ଉପଦ୍ରବରେ ଜନଜୀବନ ଅସ୍ତବ୍ୟସ୍ତ , ଘର ଭାଙ୍ଗିଲା ଦନ୍ତା
ଢେଙ୍କାନାଳ ଜିଲ୍ଲାରେ ହାତୀ ସମସ୍ୟା ଥମିବାର ନାମ ନେଉନି।ହାତୀ ଆକ୍ରମଣରେ ମୃତ୍ୟୁବରଣ କରିବା ଓ ହାତୀ ଉପଦ୍ରବ କରିବା ନିତିଦିନିଆ ଘଟଣାରେ ପରିଣତ ହୋଇଛି।
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ୱାର୍ଡ ନଂ-୧୫ ଅନ୍ତର୍ଗତ ବରଗୋଜ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଚାରି ପାଞ୍ଚଟିକିଆ!-->!-->!-->…