ମେଡ଼ିକାଲ୍ ରେ ସନ୍ଧ୍ୟା
ଭବିଷ୍ୟ କୁ ଆଖିରେ ରଖିଖୋଲା ପଲକ ରେ ଦେଖିଥିବା ସ୍ବପ୍ନ ସବୁଉଡ଼ି ଯାଆନ୍ତି ମେଡ଼ିସିନ୍ ଗନ୍ଧ ରେ...ଇଞ୍ଜେକ୍ସନ ବୋତଲ ଭଙ୍ଗା ହେବାର ଶବ୍ଦ ଶୁଣୁଶୁଣୁହୃଦୟ ଭାଙ୍ଗି ଛଅ ଫାଳ ହୁଏ ବିନା ଶବ୍ଦ ରେ...
କେହି ସିନା ବୁଝନ୍ତି ନି ସିରିଞ୍ଜ ଫୋଡା ହେବା ର ବାଧା ଟା..!ସେ ମା ଆଖି ର ଲୁହ , ବାପ!-->!-->!-->…