ଭତ୍ତାରୁ ବଞ୍ଚିତ ଦିବ୍ୟାଙ୍ଗ ବେଣୁଧର
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ବେଣୁଧର ନାଏକ (୬୨ବର୍ଷ) । ୬୦ ପ୍ରତିଶତ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ତାଙ୍କୁ ଆଜି ପର୍ଯ୍ୟନ୍ତ ଭତ୍ତା ମିଳିପାରି ନାହିଁ ।
କୌଣସି ଅଜଣା ରୋଗ ହେତୁ ତାଙ୍କ ଗୋଡ ଅଚଳ ହୋଇଯାଇଛି, ବାଡ଼ି ଖଣ୍ଡିଏ ଏବେ ସାହାରା ପାଲଟିଛି!-->!-->!-->…