ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ଜଣେ ମୃତ ଜଣେ ଆହତ
ଜାତୀୟ ରାଜପଥ ୫୩ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଚାଳକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ପରଜଙ୍ଗ ଥାନା ଅନ୍ତର୍ଗତ ହାତୀଲୁଚାଣୀ ଛକ ନିକଟରେ ତାଳଚେରରୁ ଏକ କୋଇଲା ବୋଝେଇ ଟ୍ରକ(ଓଡି -୩-ସି-୫୦୫୮ ) ଆସୁଥିବା ବେଳେ ଅନ୍ୟ ଖାଲି ଟ୍ରକଟି!-->…