News
lipub
samparksetu

ମା ପାର୍ବତୀଙ୍କ ମନ୍ଦିରର ରତ୍ନମୁଦ ଉତ୍ସବ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ପଞ୍ଚାୟତ ଅନ୍ତର୍ଗତ ନାଟିମା ଗ୍ରାମରେ ଥିବା ବିଶେଶ୍ୱର ମହାଦେବ ମନ୍ଦିର ପରିସରରେ ମା ପାର୍ବତୀଙ୍କ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଗ୍ରାମର ବରିଷ୍ଠ କର୍ମକର୍ତ୍ତା ନାରାୟଣ ପ୍ରସାଦ ବେହେରା କହିବା ଅନୁଯାୟୀ ଏହି ବିଶେଶ୍ୱର ମହାଦେବ ମନ୍ଦିର

୫ଟି ସ୍କୁଲ ନିର୍ମାଣରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ,ରଙ୍ଗ ଲଗାଇ ଚଳୁ କରିନେଲେ ଲକ୍ଷାଧିକ ଟଙ୍କା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ବାରିହାପୁର ଉଚ୍ଚ ବିଦ୍ୟାଳୟରେ ହୋଇଥିବା ୫ଟି ସ୍କୁଲ୍ କାର୍ଯ୍ୟରେ ଅନିୟମିତତା ର ଅଭିଯୋଗ ଆଣିଲେ ଅଭିଭାବକ। ଓଡ଼ିଶା ସରକାର ବିଦ୍ୟାଳୟ ଗୁଡିକରେ କୋଟି କୋଟି ଟଙ୍କା ବ୍ୟୟ ରେ ନିର୍ମାଣ କରୁଛନ୍ତି ୫ଟି ସ୍କୁଲ୍ । କିନ୍ତୁ ଏଠି ୫ଟି ନାରେ ଟଙ୍କା

ଘରେ ପଶି ଲୁଟିଲେ ସୁନାଚେନ୍ !

ଭୁବନ ଏନଏସି ୱାର୍ଡ ନମ୍ବର ୩ ଅନ୍ତର୍ଗତ ଭୁବନ ସିଭିଲ କୋର୍ଟ ବାଉଣ୍ଡାରି ୱାଲ କୁ ଲାଗି RWSS ସେକ୍ସନ କମ୍ପାଉଣ୍ଡ କ୍ଵାଟର ଭିତରେ ପଶି କିଛି ଦୁର୍ବୃତ୍ତ ମହିଳାଙ୍କ ବେକରୁ ୧୭ ଗ୍ରାମର ଏକ ସୁନାଚେନ ଛିଡାଇ ନେଇଯିବାର ଅଭିଯୋଗ ହୋଇଛି । RWSS ସେକ୍ସନ ରେ କାର୍ଯ୍ୟରତ ଶ୍ରୀଯୁକ୍ତ ପ୍ରମୋଦ

କରୋନା ଏବଂ ଅନଲାଇନ ବ୍ୟବସାୟର ପ୍ରଭାବରେ ଉଠା ଦୋକାନୀ ଠାରୁ ଆରମ୍ଭ କରି ସଫିଂମଲ

ଢେଙ୍କାନାଳ ଜିଲ୍ଲାରେ କରୋନା ଏବଂ ଅନଲାଇନ ବ୍ୟବସାୟର ପ୍ରଭାବ ଉଠା ଦୋକାନୀ ଠାରୁ ଆରମ୍ଭ କରି ସଫିଂ ମଲ ପର୍ଯ୍ୟନ୍ତ ପଡିଛି । ଫଳରେ ଲକ୍ଷାଧିକ ଟଙ୍କା ଋଣ କରି ଏବେ ଦାଣ୍ଡର ଭିକାରୀ ସାଜିବା ସାରହୋଇଛି । ଏଭଳି କ୍ଷତି ସହିଥିବା ବ୍ୟବସାୟୀଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ସହାୟତା ପ୍ରଦାନ

ହରି ଭଇର ବାହାଘର

ଦୁଇଟି ହୃଦୟ ଗୋଟିଏ ଆତ୍ମାର ମିଳନ ନାମଟି ଅଟେ ଏହାର ବାହାଘରପବିତ୍ର ବନ୍ଧନ ଆଉ ଏ ପବିତ୍ର ମିଳନ ଆମ ହରି ଭାଈ ଓ ସ୍ମୃତିରେଖାର ll ପସନ୍ଦ ଏ ଯୋଗ୍ୟ ଅଟେ ଆମ ହରି

ଦୁର୍ଘଟଣାରେ ବ୍ୟବସାୟୀଙ୍କ ମୃତ୍ୟୁ,ଉତ୍ତ୍ୟକ୍ତ ଲୋକେ ବସ ରେ ଲଗାଇଲେ ନିଆଁ !

ଢେଙ୍କାନାଳ କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତାର ଜଡାପାଳ ନିକଟରେ ଯାତ୍ରୀବାହୀ ବସ ସହ ବାଇକ୍ ଦୁର୍ଘଟଣା ପରେ ଜଣେ ବ୍ୟବସାୟୀ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ ତୁମୁସିଙ୍ଗା ଥାନା ଅନ୍ତର୍ଗତ ଶ୍ରୀମୂଳା ଗାଁ ର ମୁକୁନ୍ଦ ସାହୁ(ମକରା) ଆଜି ସକାଳେ ବନ୍ଧୁ ଘର ରେକୁଳା ଯାଇଥିଲେ।

ବ୍ରାହ୍ମଣୀରେ ବୁଡି ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଧଳପୁର ଗ୍ରାମ ନିକଟ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀର ରଣେଶ୍ବର ମନ୍ଦିର ପାଖରେ ବୁଡ଼ି ଜଣେ ନାବାଳକ ପ୍ରାଣ ହରାଇଛନ୍ତି । ଗ୍ରାମର ହେମନ୍ତ କୁମାର ରାଉତଙ୍କ ଏକ ମାତ୍ର ପୁତ୍ର ଚିନ୍ମୟ ପ୍ରସାଦ ରାଉତ (୧୨) ଆଜି ପୂର୍ବାହ୍ନରେ ସାଙ୍ଗମାନଙ୍କ ସହିତ

ଢେଙ୍କାନାଳ ରେ ସ୍ମାର୍ଟ ପାର୍କ ସ୍ୱପ୍ନ !

ଢେଙ୍କାନାଳ ପୌରାଞ୍ଚଳରେ ସରକାରୀ ଜମି ଏବେ ଦେଖିବାକୁ ସ୍ୱପ୍ନ ପାଲଟିଛି । ସରକାରୀ ଜମି ଉପରେ ଘରୋଇ ମାଲିକଙ୍କ ରାଜ । ସହରରେ ପାର୍କ କିମ୍ବା ଖୋଲା ପଡିଆରେ ଘେରାଏ ବୁଲିଆସିବାକୁ ସହର ବାସୀଙ୍କ ପାଇଁ ଜମି ଖଣ୍ଡେ ମିଳିବା କଷ୍ଟକର ହୋଇ ପଡିଛି । ଗତ୨ ହଜାର ମସିହା ପୂର୍ବରୁ ପୌରା ଳରେ ଶହଶହ

ପାଣି ପମ୍ପ ଚୋର କୁ କାବୁ କରି ଥାନା ଜିମା ଦେଲେ ଗ୍ରାମବାସୀ

ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଗଣ୍ଡା ନାଳୀ ଗ୍ରାମରେ ସୋମବାର ବିଳମ୍ୱିତ ରାତିରେ ଦୁଇ ପାଣି ପମ୍ପ ଚୋର କୁ ଗ୍ରାମ ବାସୀ ମାନେ କାବୁ କରି ପୋଲିସ ଜିମା ଦେଇଥିବା ର ଜଣା ଯାଇଛି। ଖବରରୁ ଜଣାଯାଏ ଏହି ଗ୍ରାମର ସୁନୀଲ ସ୍ବାଇଁ ଙ୍କ କୂଅ ରେ ଲାଗିଥିବା ଏକ ପାଣି ପମ୍ପ କୁ ସୋମବାର ରାତି ପ୍ରାୟ
error: Content is protected !!