ଅଂଶୁଘାତରେ ଛାତ୍ରୀ ଅସୁସ୍ଥ ,ଶ୍ରୀମୂଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା
ଢେଙ୍କାନାଳ ରେ ଦିନକୁ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ପାରଦ ବୃଦ୍ଧି ପାଉଥିବା ବେଳେ ଜିଲ୍ଲାର ବିଭିନ୍ନଗୋଷ୍ଠୀ ଓ ପ୍ରାଥମକି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତ ଚିକିତ୍ସାର କୌଣସି ବ୍ୟବସ୍ଥା ନାହିଁ ।
ଶନିବାର ଦନି ଜଣେ ଛାତ୍ରୀ ନବୋଦୟ ପ୍ରବେଶିକ। ପରୀକ୍ଷା ଦେଇ ଫେରୁଥିବା ବେଳେ!-->!-->!-->…