ଫୁଲଟିଏ ମୋତେ କର
ଫୁଲଟିଏ ମୋତେ କର....ଗଢିବାକୁ ଯଦି ଭାବି ଅଛ ପ୍ରଭୁ. ଫୁଲଟିଏ ମୋତେ କର ..ସଦା ଫୁଟିବି ମୁଁ ତୁମରି କାନନେ..ହେବି ତୁମ ଗଲା ର ହାର..ଫୁଲଟିଏ ମୋତେ କର ..
ଯାହା ରଖ ପଛେ ନାମ ମୋର ପ୍ରଭୁ....ଦିଅ ମୋତେ ଯେଉଁ ରଙ୍ଗ..ଏକାକୀ ଫୁଟିବି ତୁମରି ପାଇଁ ହେ..ଲୋଡ଼ା ନାହିଁ ମୋର!-->!-->!-->…