News
lipub
samparksetu

ମହିଳାଙ୍କ ପ୍ରତି ଆକ୍ସିସ ବ୍ଯାଙ୍କ କର୍ମଚାରୀଙ୍କ ଅଶାଳୀନ ବ୍ୟବହାର ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ରାଜୁଆ ପାଟଣା ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଆଜି ସାମାଜିକ ସୁରକ୍ଷା ଋଣ ପାଇଁ ଆକ୍ସିସ୍ ବ୍ୟାଙ୍କ ଆସିଥିଲେ । ତେବେ ଏହି ସମୟରେ ବ୍ୟାଙ୍କ କର୍ମଚାରୀ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି l ଗ୍ରାମର ଲକ୍ଷ୍ମୀପ୍ରିୟା ରାଜ,ରମେଶ

ଜଳକ୍ଲିଷ୍ଟ ସହର ଢେଙ୍କାନାଳ ; ୫୦ବର୍ଷ ଧରି ଲାଗିରହିଛି ପାନୀୟ ଜଳ ସମସ୍ୟା

ଢେଙ୍କାନାଳ ସହରରେ ୫୦ ବର୍ଷ ଧରି ପାନୀୟ ଜଳ ସଙ୍କଟ ଲାଗିରହିଛି । ପାଣି ଟୋପେ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବା ବେଳେ ଟ୍ୟାପରେ କେତେବେଳେ ପାଣି ଆସୁଛିତ କେତେବେଳେ ନାହିଁ । ଯାହା ଆସୁଛି ତାହା ସମୁଦ୍ର କୁ ଶଙ୍ଖେ । ସହର ତଳି ବସ୍ତି ସମସ୍ୟା ବି କହିଲେ ନସରେ । ପାନୀୟ ଜଳ ସଙ୍କଟ

ମଦ ମୁକ୍ତ ଗାଁ ପାଇଁ ଗ୍ରାମବାସୀଙ୍କ ଶୋଭାଯାତ୍ରା

ଗଁଦିଆ ବ୍ଲକ ନେଉଳପୋଇ ପଞ୍ଚାୟତ ଛାଟିଆ ଗ୍ରାମ ଠାରେ ମଦ ମୁକ୍ତ ଗାଁ ଅଭିଯାନ, ସଚେତନତା ରାଲି ଆରମ୍ଭ ହୋଇଛି। ଗ୍ରାମର ଆଦିବାସୀ ଓ ହରିଜନ ମହିଳାମାନଙ୍କ ଆହ୍ବାନ କ୍ରମେ ଗ୍ରାମର ଶତାଧିକ ମହିଳା ଏକ ରାଲିରେ ସାମିଲ ହୋଇ ମଦ ମୁକ୍ତ ଗ୍ରାମ କରିବା ପାଇଁ ସ୍ଲୋଗାନ ଦେଇଥିଲେ। ଗ୍ରାମରେ ମଦ

ଗଁଦିଆ ବ୍ଲକରେ ବୁଲିଲା କୃଷିରଥ

ଗଁଦିଆ ବ୍ଲକରେ କୃଷି ବିଭାଗ ପକ୍ଷରୁ କୃଷକ ସଚେତନତା ଅଭିଯାନ ପରିପେକ୍ଷିରେ ଉକ୍ତ ବି ବିଭାଗ ପକ୍ଷରୁ ୮ ତାରିଖରୁ ଉକ୍ତ ରଥ ବ୍ଲକର ବି ବିଭିର୍ଣ୍ଣ ଅଂଚଳ ବୁଲିବା ଆରମ୍ଭ କରିଛି । ଏହି ସଚେତନତା ଅଭିଯାନ ୭ ଦିନ ଧରି ଚାଲିବ ଏହି ପରିପେକ୍ଷିରେ ଗଁଦିଆ ଓ ପୋରୁହଖୋଜ ଗ୍ରାମ ପଂଚାୟତ ରେ ଏହି ରଥ

ଦଶୀପୁର ପଞ୍ଚାୟତ ରେ ହୋଇଥିବା ଆବାସ ଘର କଲେଙ୍କାରୀ ଘଟଣା ଉପରେ ବ୍ଲକ ତରଫରୁ ତଦନ୍ତ ଆରମ୍ଭ

କଙ୍କଡାହାଡ଼ ବ୍ଲକ ଦଶୀପୁର ପଂଚାୟତରେ ଆବାସ କଲେଙ୍କାରୀ ର ଗୋଟିଏ ପରେ ଗୋଟିଏ ଦୁର୍ନୀତି ଏବେ ପଦାକୁ ଆସୁଛି ।ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହେଲାପରେ ଆଜି କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଏହା ଉପରେ ବ୍ଲକ କୁ ରିପୋର୍ଟ ମାଗିଛନ୍ତି ଯାହାକୁ ନେଇ ଆଜି

ବାଳିକା ମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

କଙ୍କଡାହାଡ଼:କଙ୍କଡ଼ାହାଡ଼ ବ୍ଲକ କଙ୍କଡ଼ାହାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ପୁର୍ବାହ୍ନରେ ବାଳିକା ମାନଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଆତ୍ମରକ୍ଷା କୌଶଳ

ରୁଷ ଏବଂ ୟୁକ୍ରେନ୍ ଯୁଦ୍ଧ ପରିସମାପ୍ତି ପାଇଁ ମୋଦୀ -ବାଇଡେନ୍ ଆଲୋଚନା

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଗତକାଲି ଆଭାସୀ ଆଲୋଚନା ହୋଇଯାଇଛି l ସମ୍ପ୍ରତି ରୁଷ ଓ ୟୁକ୍ରେନ୍ ମଧ୍ଯରେ ଚାଲିଥିବା ଯୁଦ୍ଧ ଏହି ଆଲୋଚନାର ମୁଖ୍ୟ ବିଷୟ ଥିଲା l ଏଥିରେ ବାଇଡେନ୍ ରୁଷ୍ ଉପରେ ଆର୍ଥିକଚାପ ସୃଷ୍ଟି

ଲେମ୍ବୁ

ପରିବା ଦୋକାନୀଙ୍କୁଯାଇ ପଚାରେ ଗ୍ରାହକଦୋକାନେ ତମଅଛି କି ସୁନା...ଏପଟେ ବ୍ୟାଙ୍କ୍ ରେ ଚାଲିଛି" ଲେମ୍ବୁ ଲୋନ୍ ମେଳା I " କିନ୍ତୁ ଜିଓ ଭାଇଙ୍କୁଲୋନ୍ ମିଳେନା...ସହର ସୁନ୍ଦରୀଲେମ୍ବୁ ସହ ଉଠାଇ ସେଲ୍ଫିଲାଇକ୍ ସେୟାରକମେଣ୍ଟସ୍ ଗଣି ପାରେନା...ଲଙ୍କା ସହ ମିଶିନଜର କାଟୁଥିବାଲେମ୍ବୁ

ଛାତ୍ରୀ ମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାପରୁ କୋଇଲି ପଙ୍ଗି ସ୍ଥିତ ଦେବେନ୍ଦ୍ର ଶତପଥୀ ସ୍ମାରକୀ ଉଚ୍ଚ ମାଧ୍ୟମକି ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ତରଫରୁ ଛାତ୍ରୀ ମାନଙ୍କ ଆତ୍ମରକ୍ଷା ତାମିଲ ଶିବିର ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ
error: Content is protected !!