ଏସଟିଏଫ ହାତରେ ଧଳା ଜହର ବେପାରୀ : ୨ ଗିରଫ ଏବଂ ୧ କେଜି ୯୦ ଗ୍ରାମ ବ୍ରାଉନସୁଗାର ଜବତ
ଢେଙ୍କାନାଳରୁ ୨ ବେପାରୀଙ୍କୁ ଗିରଫ କରିବା ସହ ୧ କେଜି ୯୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏସଟିଏଫ । ତେବେ ଜବତ ବ୍ରାଉନସୁଗାର ର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି । ଢେଙ୍କାନାଳ ଜିଲ୍ଲା ଘଟିପିରି ଗାଁ ରାସ୍ତା କଡରେ ଡିଲ ସମୟରେ ୨ ବେପାରୀ!-->!-->!-->!-->!-->…