ବେକରେ ରଶି ଲଗାଇ ଆତ୍ମହତ୍ୟା
କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଅନ୍ତର୍ଗତ ସୋଗର ଗାଁ ନୂଆସାହିର ନୃସିଂହ ଚରଣ ସାହୁଙ୍କ ପୁଅ ପ୍ରଶନ କୁମାର ସାହୁ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି।
ସେ ପେଶାରେ ଜଣେ ଡ୍ରାଇଭର ହୋଇଥିଲା ବେଳେ ଅଧିକାଂଶ ସମୟ କାମ ନକରିବା ଯୋଗୁଁ ପତିପତ୍ନୀ ମଧ୍ୟରେ ଅନେକ!-->!-->!-->…