News
lipub
samparksetu

ବାହାନଗା ରେଳ ଦୁର୍ଘଟଣା ରେ ଢେଙ୍କାନାଳ ଜିଲ୍ଲାର ଜଣେ ମୃତ

ବାହାନଗା ଟ୍ରେନ ଦୁର୍ଘଟଣା ରେ ଢେଙ୍କାନାଳ ଜିଲ୍ଲା ଭୁବନ ଗାଁର ଜଣେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି ।ମୃତକ ହେଲେ ସ୍ବର୍ଗତ ମହାବୀର ପ୍ରସାଦ ଅଗ୍ରୱାଲ ଙ୍କ ବଡ଼ ପୁଅ କ୍ରିଷ୍ଣା କୁମାର ଅଗ୍ରୱାଲ(କାହ୍ନୁ ଭାଇ) ।କାହ୍ନୁ ଭାଇ ହେଉଛନ୍ତି ବରିଷ୍ଠ ଏୟାର ଫୋର୍ସ ଅଧିକାରୀ କମଳ ଅଗ୍ରୱାଲ ଓ

ପୋଡି ପାଉଁଶ ହୋଇଗଲା ରହିବା ଘର ସହ ଗାଈ ଗୁହାଳ

କଥାରେ ଅଛି ଘର ପୋଡି ଠାରୁ ବିପତ୍ତି ନାହିଁ । ଆଜି ଏମିତି କିଛି ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ ଅନ୍ତର୍ଗତ କନ୍ଦର ସିଂହା ଗ୍ରାମରେ । ଦିବା ପ୍ରାୟ ୧ ଘଟିକା ସମୟରେ କୌଣଷି କାରଣରୁ ପ୍ରଥମେ ମାୟାଧର ଜେନାଙ୍କ ଗାଈ ଗୁହାଳ ରେ ନିଆଁ ଲାଗି କ୍ରମେ ତାଙ୍କ

ରାତି ଅଧରେ କଲେଜ ରୁ ଲୁଟ

ପରଜଙ୍ଗ ବ୍ଲକ କୁଆଳୁ ପଞ୍ଚାୟତରେ ଥିବା ଅଷ୍ଟଶମ୍ଭୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଫାଟକ ତାଲା ଭାଙ୍ଗି କମ୍ପ୍ୟୁଟର , ସିସିଟିଭି, ଇନଭର୍ଟର ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି କରି ନେଇଛନ୍ତି। କର୍ମଚାରୀ ମାନେ ଚୋରି ସଂକ୍ରାନ୍ତରେ

ସାଆନ୍ଦା ଗ୍ରାମରେ ପାନୀୟ ଜଳ ସମସ୍ୟା ,ଜଳ ପ୍ରକଳ୍ପ ଅଚଳ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ସାଆନ୍ଦା ଗ୍ରାମରେ ସରକାର ଙ୍କ ବସୁଧା ଯୋଜନା ଥାଇ ମଧ୍ୟ ପାଣି ପାଇଁ ହଟ ହଟା ହେଉଛନ୍ତି ଗ୍ରାମବାସୀ ଗ୍ରାମରେ ଥିବା ଜଳ ଯୋଗାଣ ପ୍ରକଳ୍ପ (ବସୁଧା) ଯୋଜନାରେ ରହିଥିବା ପାଣି ଟାଙ୍କି ଟି ପ୍ରାୟ ୮ ଦିନ ହେବ ଅଚଳ ହୋଇ ପଡିଥିବାର ଜଣା ପଡିଛି ।

ଛାତରୁ ପଡ଼ି ଯୁବକ ମୃତ

ଛାତରୁ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି , ମୃତକ ହେଲେ ଭୁବନ ବ୍ଳକ ଜୟପୁର ଗାଁର ସତ୍ୟଜିତ ମାଝୀ (୨୭) । ସୂଚନା ଅନୁଯାୟୀ ,ଗୁରୁବାର ସତ୍ୟଜିତ ନିଜ ଘର ଛାତରେ ବୁଲୁଥିବା ସମୟରେ ଅସାବଧାନତା ହେତୁ ତାଙ୍କ ଗୋଡ଼ ଖସି ଯାଇଥିଲା । ସାରା ରାତି ପଡି ରହି ଥିବା ବେଳେ ସକାଳୁ ତାଙ୍କ ଦାଦା

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍ ଆଖୁପାଳ ଗାଁରେ ଜଣେ ବୃଦ୍ଧ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ବୃଦ୍ଧ ଜଣକ ଉକ୍ତ ଗାଁର ବିର ମୁଣ୍ଡା ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ , ସେ ନିଜ ଘର ପାଖ ପୋଖରୀ କୁ ଯାଇଥିବା ସମୟରେ ସେଠାରେ ତାଙ୍କୁ ଭାଲୁ ଆକ୍ରମଣ

ସାମୂହିକ ଛୁଟିରେ ଗଲେ ଅମଲା

ଢେଙ୍କାନାଳ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ଜିଲ୍ଲା ଶାଖା ତରଫରୁ ରାଜ୍ୟ ସଙ୍ଘର ଆହ୍ୱାନ କ୍ରମେ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ସମୀକରଣ ଦାବି କରି ଜିଲ୍ଲାରେ ଥିବା ସମସ୍ତ ଅମଲା ମାନେ ଗୁରୁବାର ଠାରୁ ସାମୂହିକ ଛୁଟିରେ ଯାଇଛନ୍ତି । ଫଳରେ ଜିଲ୍ଲାରେ ଥିବା ସମସ୍ତ ସରକାରୀ କାର୍ଯ୍ୟଳୟ

ଗ୍ରୁପ ଟଙ୍କା ହଡପ କରି ପତି ପତ୍ନୀ ଫେରାର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମହୁଲପାଳ ପଞ୍ଚାୟତର ବିଜାଡ଼ିହି ଗୋଡିସାହିରେ ଏକ ଅଭାବନୀୟ ଘଟଣା ଦେଖିବ।କୁ ମିଳିଛି । କା଼ମାକ୍ଷାନଗର ଉପଖଣ୍ଡରେ ବିଭିନ୍ନ ବ୍ଲକ ଅଞ୍ଚଳରେ କିଛି ଅର୍ଥ ଲଗାଣ କାରି ସଂସ୍ଥାର ବ୍ରାଞ୍ଚ ଖୋଲି ବିଭିନ୍ନ ଗ୍ରାମାଞ୍ଚଳରେ ମହିଳା ମାନଙ୍କୁ ୫

କୁନୁଆଁରେ ରାସନ ପ୍ରଦାନରେ ମହାଦୁର୍ନୀତି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କୁନୁଆଁ ପଞ୍ଚାୟତ ରେ ରାସନ ସାମଗ୍ରୀ ପ୍ରଦାନରେ ବ୍ୟାପକ ଦୁର୍ନୀତି ଦେଖିବାକୁ ମିଳିଛି ହିତାଧିକାରୀଙ୍କୁ ଭୟଭୀତ କରାଇ ଏସଏସଜି ଗ୍ରୁପର ମହିଳା ମାନେ ଚାଉଳ ହଡପ କରିଥିବା ଭଳି ଅଭିଯୋଗ ହୋଇଛି ।କୁନୁଆଁ ଗ୍ରାମ ପଞ୍ଚାୟତ ରାସନକାର୍ଡ ଧାରୀମାନେ ସରସ୍ୱତୀ

ପୁଣି ଏକ ହାତୀର ଚାଲିଗଲା ଜୀବନ

ଢ଼େଙ୍କାନାଳରେ ପୁଣି ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି ।ଆଜି ସଦର ରେଞ୍ଜ ବୋରାପଦା ଖମାର ନିକଟରେ ଏକ ଆମ୍ବ ତୋଟାରେ ହାତୀର ମୃତଦେହ ଉଦ୍ଧାର ହୋଇଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ଘଟିଥିବାର ଅନୁମାନ କରାଯାଉଛି।ହାତୀଟିର ବୟସ ୧୫ ବର୍ଷ ହେବ,ସଦର ରେଞ୍ଜ ବନବିଭାଗ
error: Content is protected !!