News
lipub
samparksetu

ଅନ୍ତହୀନ ଦିଗନ୍ତ

ଜୀବନର ଚୋରା ଚଇତାଳି ପରିଅଦିନିଆ ସମୟ ଗୁଡ଼ିକଚିତ୍କାର ପରେ ଚିତ୍କାରକରି ଉଠେ । କେତେବେଳେ ମୁଠାଏ ଭାତ,ବୁନ୍ଦାଏ ପାଣି, ଚିରୁଡ଼ାଏ କନା,ଟିକିଏ ଶାନ୍ତି ପାଇଁ ।ଉଛୁଳା ନଈ,ସମୁଦ୍ରର ଜୁଆର-ଭଟ୍ଟା ପରିଅହରହ ଜୀବନ । କେବେ ଅଟକି ଯାଏନା,କି ଥକି ବସିପଡ଼େନା,କ'ଣ ବା ଅଛିକେତେ ସମୟ ପାଇଁ

ନୂଆ ପୋଖରୀରେ ବୁଡ଼ି ଯୁବକ ମୃତ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଦ୍ଭାଗୀରଥି ସାଗର (ନୂଆ ପୋଖରୀ ) ରେ ବୁଡି ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଲେ ମାନସ ଦେହୁରୀ । ସୁଚନା ଅନୁଯାୟୀ , ଆଜି ନେହେରୁ ପାର୍କର କାର୍ଯ୍ୟରତ ମାଳୀ ମିନକେତନ ଦେହୁରୀଙ୍କ ବଡ ପୁଅ ମାନସ ଦେହୁରୀ ଭଗୀରଥୀ ସାଗରକୁ ଗାଧୋଇବାକୁ ଯାଇ ଆଉ

ପତ୍ନୀଙ୍କୁ ମାରି ଜାଳିଦେଲା ସ୍ୱାମୀ !

ପତ୍ନୀଙ୍କୁ ମାରି ଜାଳିଦେଲା ସ୍ୱାମୀ , ଏଭଳି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କେରଜୁଳି ପଞ୍ଚାୟତର ବାଲିସାହି ଗାଁରେ ଦେଖିବାକୁ ମିଳିଛି।ରବିବାର ଅପରାହ୍ନ ପ୍ରାୟ ୩ଟା ବେଳେ ନିରଞ୍ଜନ ଦାସ (୫୮) ତାଙ୍କ ପତ୍ନୀଙ୍କୁ ହତ୍ୟା କରି ଘର ପାଖରେ ନିଆଁ ଲଗାଇ ଜାଳି‌

ନିୟମ ଉଲଘଂନ କରି ଘାଟରେ ବେଧଡ଼କ ଚାଲିଛି ଡ଼ଙ୍ଗା ଚଳାଚଳ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଓଡ଼ପଡ଼ା ବ୍ଲକ ଖଡକ ପ୍ରାସାଦ ପଞ୍ଚାୟତର ଡଙ୍ଗା ଘାଟ ଓ ଚିନ୍ତା ପୋଖରୀ ପଞ୍ଚାୟତର ଘାଟରେ ସରକାରଙ୍କ ନିୟମ ଉଲଘଂନ କରି ଡ଼ଙ୍ଗା ଚାଲିଥିବ ଦେଖିବାକୁ ମିଳୁଛି । ଲୋକଙ୍କ ନିରାପଦ ପାଇଁ ସେଠାରେ ଆବଶ୍ୟକ ଟ୍ୟୁ ,ବେଲୁନ ,ସେଫ୍ଟି ବ୍ଲେଟ୍ ଇତ୍ୟାଦି ସରଞ୍ଜାମ

ବିପଦ ସଙ୍କୁଳ ବିଦ୍ୟୁତ ତାର, ଚାଷ ଜମିକୁ ଯାତାୟତରେ ବାଧା

ଢେଙ୍କାନାଳ ସହର କୋରିଆଁ ଠାରୁ ନରଣପୁର ପର୍ଯ୍ୟନ୍ତ ବିଦ୍ୟୁତ୍ ତାର ବିପଦ ସଙ୍କୁଳ ଭାବରେ ଝୁଲି ରହିଛି । ଫଳରେ ଚାଷୀ ମାନେ ଜମିକୁ ଯାତାୟତ କରିବାରେ ଅସୁବିଧା ହେଉଥିବାରୁ ଏହାର ପ୍ରତିକାର ନିମନ୍ତେ ଦାବି କରିଛନ୍ତି । ଗୁଣ୍ଡିଚାପଡ଼ା ଗ୍ରୀଡ ଠାରୁ ନରଣପୁର ପର୍ଯ୍ୟନ୍ତ ଉଚ୍ଚ ଶକ୍ତି

ଜନ ଗହଳି ସ୍ଥାନରେ ବିଦେଶୀ ମଦ ଦୋକାନକୁ ନେଇ ସାଧାରଣରେ ଅସନ୍ତୋଷ

ଗଁଦିଆ ର ମୁଖ୍ୟ ସ୍ଥାନରେ ଖୋଲା ଯାଇଥିବା ବିଦେଶୀ ମଦ ଦୋକାନକୁ ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳୁଅଛି । ଉକ୍ତ ଦୋକାନଟି ଏକ ଜନଗହଳି ପୂର୍ଣ୍ଣ ହାଟ ଛକ ନିକଟରେ ଖୋଲାଯାଇ ଥିବାର ଦେଖିବାକୁ ମିଳିଛି । ଢେଙ୍କାନାଳ ଠାରୁ ଗଁଦିଆ ବ୍ଲକ ଦେଇ ଭୁବନଓ ଚଡେଇଧରାକୁ ସଂଯୋଗ କରୁଥିବା ଏହି

ପୋଲିସ କୁ ଚୋର ଙ୍କ ଖୋଲା ଚ୍ୟଲେଞ୍ଜ ,ଅଧ୍ୟାପକ ଓ ବ୍ୟବସାୟୀ ଙ୍କ ଘରୁ ଚୋରି

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳ ରେ ଦିନକୁ ଦିନ ଚୋରି ବଢ଼ି ଚାଲିଛି । ଚୋର ମାନେ ନିଛାଟିଆ ଜାଗାରେ ଘର କରିଥିବା ବଡ଼ ବ୍ୟବସାୟୀ ଓ ସରକାରୀ ଚାକିରିଆ ଙ୍କୁ ଟାର୍ଗେଟ କରୁଥିବା ଦେଖାଯାଉଛି । ୨ ଦିନରେ ୨ ଟି ସ୍ଥାନ ରୁ ଚୋରି ହୋଇଥିବା ଥାନାରେ ଏତଲା ହୋଇଛି ।ଶୁକ୍ରବାର ରାତି ରେ

ବୋଉ , ମା , ମାମ୍ମା

ସେମାନେ ଖଣ୍ଡେ କାଗଜ ଧରେଇଦେଇ ମୋତେ କହିଲେ "ମା ର ପରିଭାଷା ଲେଖେ"। ମୁଁ ତାଙ୍କୁ ଅନେଇଲି । ଯେମିତି ଅନାଏ ଗୁଣ୍ଡୁଚିମୂଷାକୁ କିମ୍ବା ଆମ ମଶାଣିରେ ଫୁଟିଥିବା ମଲ୍ଲି ଫୁଲକୁ । "ମଶାଣୀ ଫୁଲ ର ବାସ୍ନା ତୁମେ କେବେ ଶୁଙ୍ଘିଛ କି"? ଏ ପ୍ରଶ୍ନ ରେ ସେ ହାତବାକ୍ ହେଲା ନାହିଁ

ମହାନଦୀର ମମତା

ଦେଖ ହେ କେମିତି ନୀରବେ କାନ୍ଦୁଛି ଆମ ମହାନଦୀ ମାତାକଲ୍ଲୋଳିନୀର ନାହିଁ କୋଳାହଳ, ସ୍ତବ୍ଧ ଖରସ୍ରୋତା ।କରୁଣାର ଧାରା ସଦା ପ୍ରବାହିତ ଉତ୍କଳ ମହାନଦୀଦେଖିଛ କି କେହି କେଉଁ କାଳ

ଦିଘୀ ପୂର୍ବତନ ସମିତି ସଭ୍ୟ ଙ୍କ ହତ୍ୟା ଘଟଣାରେ ୩ ଗିରଫ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଦିଘୀ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସର୍ବେସ୍ଵର ରାଉତଙ୍କୁ ଗତ ୭ ତାରିଖ ଦିନ ହତ୍ୟା କରାଯାଇଥିବା ବେଳେ । ତାଙ୍କ ହତ୍ୟା ଘଟଣାରେ ସୁରପତାପପୁର ଗ୍ରାମ ଓ ଦିଘୀ ଗ୍ରାମର ପ୍ରାୟ ୧୬ଜଣ ଅଭିଯୁକ୍ତ ସାମିଲ ରହିଥିବାର ଅଭିଯୋଗ ହୋଇଛି ।
error: Content is protected !!