ଦଳିତ ବସ୍ତିରେ ପଶି ଦଳିତଙ୍କୁ ମାଡ଼ମାରି ଭାଙ୍ଗିଲେ ଘର , ଥାନାରେ ମାମଲା
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ଥାନା ଅନ୍ତର୍ଗତ କନ୍ଦର ସିଙ୍ଗା ଗ୍ରାମପଞ୍ଚାୟତର କନ୍ଦରସିଙ୍ଗା ଗ୍ରାମରେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଚନ୍ଦନ ଯାତ୍ରାରେ ପରିବେଷଣ ହେଉଥିବା ଯାତ୍ରା ଦେଖିବାକୁ ପଡୋଶି ଗ୍ରାମ କଟର ପଦା ଗ୍ରାମର ଜୈନିକ ଯୁବକ ବସିବାକୁ ପାଲ ପକାଇଥିଲେ!-->…