News
lipub
samparksetu

ଅଧ୍ୟାପକ ଙ୍କ ଘରୁ ଚୋରି !

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କଲେଜ ରୋଡ ନିକଟରୁ ଜଣେ ଅଧ୍ୟାପକ ଙ୍କ ଘରୁ ଝରକା ତାଡି ଚୋରି ହୋଇଥିବା ଥାନା ରେ ଅଭିଯୋଗ ହୋଇଛି । ଖବର ଅନୁଯାୟୀ , ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ର ଅଧ୍ୟାପକ ଶ୍ରୀପତି ଚିନାରା ଓ ଶିକ୍ଷୟିତ୍ରୀ ରେଣୁବାଳା ସାହୁ ଙ୍କ ବାସ ଭବନ ରୁ ଗତକାଲି

ପାଇପରୁ ବାହାରୁଛି କଳା ମଚ ମଚ ପାଣି, ୧୫ ଦିନ ହେବ ଅସୁବିଧା ଭୋଗୁଛନ୍ତି ତୁମୁସିଙ୍ଗା ଗ୍ରାମବାସୀ

ପାଇପରୁ ବାହାରୁଛି କଳା ମଚ ମଚ ପାଣି। ପିଇବା କଥା ଛାଡ଼ନ୍ତୁ, ଦେଖିଲେ ନାକ ଟେକି ହୋଇ ଯାଉଛି। ହେଲେ ନିରୂପାୟ କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ପଞ୍ଚାୟତ ର ତୁମୁସିଙ୍ଗା ଗାଁ ବାସୀ ଏ ପାଣି ପିଇବାକୁ ବାଧ୍ୟ। କାରଣ, ସେମାନଙ୍କ ପାଖରେ ନାହିଁ କୌଣସି ବିକଳ୍ପ। ଗାଁ କୁ ପାନୀୟ ଜଳ

ଦଳିତ ବସ୍ତିରେ ପଶି ଦଳିତଙ୍କୁ ମାଡ଼ମାରି ଭାଙ୍ଗିଲେ ଘର , ଥାନାରେ ମାମଲା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ଥାନା ଅନ୍ତର୍ଗତ କନ୍ଦର ସିଙ୍ଗା ଗ୍ରାମପଞ୍ଚାୟତର କନ୍ଦରସିଙ୍ଗା ଗ୍ରାମରେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଚନ୍ଦନ ଯାତ୍ରାରେ ପରିବେଷଣ ହେଉଥିବା ଯାତ୍ରା ଦେଖିବାକୁ ପଡୋଶି ଗ୍ରାମ କଟର ପଦା ଗ୍ରାମର ଜୈନିକ ଯୁବକ ବସିବାକୁ ପାଲ ପକାଇଥିଲେ

ସୁରକ୍ଷା ବାଡ଼ ଭାଙ୍ଗି ବିଲରେ ପଡ଼ିଲା ଟ୍ରକ , ଅଳ୍ପକେ ବର୍ତ୍ତିଲେ ଚାଳକ

ଡ୍ରାଇଭରକୁ ନିଦ ଲାଗିବାରୁ ସୁରକ୍ଷା ବାଡ଼ ଭାଙ୍ଗି ବିଲକୁ ଖସିଲା ଟ୍ରକ ,ଅଳ୍ପକେ ବର୍ତ୍ତିଲେ ଚାଳକ । ଘଟଣା ଟି ଘଟିଛି ୫୩ ନଂ ଜାତୀୟ ରାଜପଥ ଭୁବନ ଥାନା ଶାମଳ ଗ୍ରାମ ନିକଟରେ । ସୂଚନା ଅନୁଯାୟୀ , ଆଜି ମଧ୍ୟାହ୍ନରେ କାମାକ୍ଷାନଗର ପଟୁ ନିଜ ଗାଁ କେଉଁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳ

ଆକ୍ରମଣରେ ୫ ଝାଡ଼ୁ ବେପାରୀ ଆହତ !

ମହିଷାପାଟ ଠାରେ ରହି ଝାଡୁ ବିକ୍ରି କରୁଥିବା ବାହାର ରାଜ୍ୟର ବେପାରୀଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବାର ଜଣା ପଡ଼ିଛି । ଯେଉଁଥିରେ ୫ ଜଣ ଝାଡୁ ବେପାରୀ ଗୁରୁତ ଭାବେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ , କିଛି ମାସ ହେଲା

ମହିମାଗାଦୀ ପାଇଁ ୧୦ କୋଟି ଟଙ୍କା ଅନୁମୋଦନ ,ପୀଠକୁ ଆକର୍ଷଣୀୟ କରିବାକୁ ଉଦ୍ୟମ

ଢେଙ୍କାନାଳ ଜିଲ୍ଲା ତଥା ମହିମା ଧର୍ମର ଆଦିପୀଠ ଯୋରନ୍ଦା ମହିମା ପୀଠକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ପୀଠକୁ ଅଧିକ ଆକର୍ଷଣୀରକରାଯିବ ବୋଲି ଜଣାପଡିଛି । ଯୋରନ୍ଦା ମହିମା ଗାଦୀ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ

ପାଣି ପାଇଁ ଗରା ବାଲଟି ଧରି ରାସ୍ତାରେ ବସିଲେ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ ଶାନ୍ତି ନଗର ସାହି ବାସିନ୍ଦା ପାଣି ପାଇଁ କଲେ ରାସ୍ତା ଅବରୋଧ । ଭାଲୁମୁଣ୍ଡା - ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର ଶାନ୍ତି ନଗର ସାହି ନିକଟରେ ଶହ ଶହ ମହିଳାମାନେ ଗରା ବାଲଟି ଧରି ରାସ୍ତା ଅବରୋଧ କରିଥିଲେ । ସୂଚନା ଥାଉକି ,ଉକ୍ତ

ମନ୍ଦିରରେ ଶୋଇଥିବା ସମୟରେ ଯୁବକଙ୍କୁ ହତ୍ୟା

ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନା ପୁରୁଣା ଅମାଙ୍ଗ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ । ଗାଁ ଶିବ ମନ୍ଦିରରେ ଶୋଇଥିବା ଅବସ୍ଥାରେ ତାଙ୍କୁ କହି ଦୁର୍ବୃତ୍ତ ହାଣି ପକାଇଥିବା ସୂଚନା । ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର

ମହିଳା ମାନେ ଚେକ ଡ୍ୟାମ ଭାଙ୍ଗିବା ପ୍ରସଙ୍ଗ ,ପ୍ରଶାସନ ଦ୍ୱାରା ମହୁଲପାଳ ଗାଁରୁ ସଂଗ୍ରହ ହେଲା ପାଣି ନମୁନା

ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗର ଭୁଲ ନିଷ୍ପତ୍ତି ହେତୁ ଦୀର୍ଘ ବର୍ଷ ଧରି ମଇଳା ପାଣି ରେ ଘାଣ୍ଟି ହେଉଥିବା ମହୁଲପାଳର ମହିଳା ମାନେ । ତେଣୁ ଏକଜୁଟ ହୋଇ ଗତ ଅପ୍ରେଲ ୩୦ ତାରିଖରେ ପୂର୍ତ୍ତ ମନ୍ତ୍ରୀ ଙ୍କ ଦ୍ୱାରା ନିର୍ମିତ ହୋଇଥିବା ଚେକ ଡ୍ୟାମକୁ ହାମର ସାହାଯ୍ୟରେ ପିଟି ଭାଙ୍ଗିଥିଲେ ।
error: Content is protected !!