ଭୁବନ ଥାନା ଅଞ୍ଚଳରେ ବଢ଼ିଚାଲିଛି ଚୋରି
ଭୁବନ ବ୍ଲକ ବାଲିବୋ ପଂଚାୟତ ଅନ୍ତର୍ଗତ କାନଖାଇ ଗ୍ରାମର ଚାଷୀ ମାନସ କୁମାର ସାହୁ ଙ୍କ ର କାନଖାଇ ମୌଜା ରେ ଥିବା ଧାନ ଜମିରୁ କେହି ଦୁର୍ବୃତ୍ତ ଉଠା ଜଳ ସେଚନ ବିଭାଗ ଦ୍ୱାରା ପ୍ରଦତ୍ତ ପାଣି ମେସିନ କୁ ଚୋରି କରି ନେଇଥିବା ଭୁବନ ଥାନାରେ ଏତଲା ଦେଇଛନ୍ତି l
ଅନ୍ୟପଟେ ଭୁବନ ବ୍ଲକ ମହୁଲପାଳ!-->!-->!-->…