ଜାତୀୟ ରାଜପଥର ଦୂରାବସ୍ଥା ନେଇ ଜନ ଅସନ୍ତୋଷ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଡ଼ାପଡ଼ାର ରସାସିଂହ ଠାରୁ କଣ୍ଟାବଣିଆ ପର୍ଯ୍ୟନ୍ତ ୫୫ ନଂ ଜାତୀୟ ରାଜପଥ ସଂମ୍ପସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ , ରାସ୍ତା ରେ ଥିବା ଖାଲଖମଣ କୁ ମରାମତି ନ କରିବା , ରାସ୍ତା ରେ ପ୍ରଚୁର ଧୁଳି ଉଡ଼ିବା, ଫଳରେ ଦୈନଦିନ ଦୃଘଟଣା!-->…