News
lipub
samparksetu

ଟ୍ରକ ଧକ୍କାରେ ଜେଲର ଗୁରୁତର

ଜାତୀୟ ରାଜପଥ ୫୩ର ଭୁବନ ବେଠିଆପାଳ ଠାରେ ଏକ ଚଉଦ ଚକିଆ ଟ୍ରକ ରାସ୍ତା କଡ଼କୁ ମାଡି ଯିବାରୁ ମଟର ସାଇକେଲ ଆରୋହୀ ଗୁରୁତର ହୋଇ ପ୍ରଥମେ ଭୁବନ ପରେ କଟକ ସ୍ଥାନାନ୍ତର ହୋଇଛନ୍ତି।

ଗୁରୁତର ଜଣକ ଯାଜପୁର ଜିଲ୍ଲା ରଗଡି ର ଜେଲର ପ୍ରଫୁଲ୍ଲ ମହାରଣା (୩୭) ଅଟନ୍ତି । ତାଙ୍କ ଘର କଙ୍କଡ଼ାହାଡ଼ ବ୍ଲକ ବାଟ ଗାଁ ହୋଇଥିବା ବେଳେ ଭୁବନ ବ୍ଲକ ଗଡ଼ଗଁପୁର ଗ୍ରାମକୁ ଶଶୁର ଘର କୁ ଆସିଥିଲେ ପ୍ରଫୁଲ୍ଲ । ଟାଂମୁ ପ୍ରଥମେ ଭୁବନ ଡାକ୍ତରଖାନା ଓ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।

new life
You might also like
error: Content is protected !!