News
lipub
samparksetu

ଦେଓଗାଁ ପ୍ରାଥମିକ କୃଷି ସମବାୟ ସମିତିରେ ଧାନ ମଣ୍ଡି ଶୁଭ ଉଦଘାଟନ

ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ର ଦେଓଗାଁ ପ୍ରାଥମିକ କୃଷି ସମବାୟ ସମିତିରେ ଧାନ ମଣ୍ଡି ଶୁଭ ଉଦଘାଟନ ହୋଇଯାଇଛି । ଚଳିତ ବର୍ଷ ପ୍ରଥମ କରି ଖୋଲାଯାଇଥିବା ଧାନ ମଣ୍ଡି ରେ ୧୧ ଜଣ ଚାଷୀକୁ ଧାନ ବିକ୍ରି କରିବାରେ ସୁଯୋଗ ଦିଆଯାଇଥିଲା । ଏହି ଧାନ ମଣ୍ଡି କୁ ଶୁଭ ଉଦଘାଟନ କରିଥିଲେ ଗଁଦିଆ

କୁରୁମୁଣା କଲେଜ୍ ରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

କାମାକ୍ଷାନଗର ଅନ୍ତର୍ଗତ କୁରୁମୁଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଦ୍ୟାଳୟ ଅଧ୍ୟକ୍ଷ ନୃସିଂହ ପ୍ରସାଦ ପାତ୍ର ଙ୍କ ଅଧ୍ୟକ୍ଷତା ରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି।କାମାକ୍ଷାନଗର ସହକାରୀ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ମଦନ ମୋହନ ଜେନା ଉପସ୍ଥିତ ରହି ଶିବିର କୁ ଉଦଘାଟନ

ଆସ ବୁଲିଯିବା ସରାଙ୍ଗ ଅନନ୍ତଶୟନ

ଢେଙ୍କାନାଳ ଠାରୁ ୬୭ କିମି ଦୂର ଓ ଅନୁଗୁଳ ଠାରୁ ୨୩ କିମି ତଥା ତାଳଚେର ଠାରୁ ୩ କିମି ଦୂରରେ ସରାଙ୍ଗ ଅବସ୍ଥିତ।ଏହି ସରାଙ୍ଗ ଗ୍ରାମରେ ଐତିହାସିକ ଅନନ୍ତଶାୟୀ ବିଷ୍ଣୁଙ୍କ ପ୍ରତିକୃତି ଅବସ୍ଥିତ । ବ୍ରାହ୍ମଣୀ ନଦୀ କୂଳର ମୁଗୁନି ପଥର ଚଟାଣରେ ପଥରକୁ କଟାଯାଇ ତିଆରି କରାଯାଇଥିବା ପୁରାଣ କଥିତ

ଜିଲ୍ଲାରେ ବଢି ଚାଲିଛି ଲୁଟ

ଢେଙ୍କାନାଳ ଜିଲ୍ଲାରେ ବଢି ଚାଲିଛି ଲୁଟ ମାରଣାସ୍ତ୍ର ରେ ଆକ୍ରମଣ କରି ଲୁଟୁଛନ୍ତି ଲୁଟେରା । ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ନୂଆ ଓଡ଼ାପଡ଼ାର କ୍ରଶର ମାଲିକ ଯୁବରଞ୍ଜନ ପଣ୍ଡା (୪୪) ଏବଂ ସୁବ୍ରତ କୁମାର ନାୟକଙ୍କ ଉପରେ ସୋମବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି। ଉଭୟେ

ଆମ ସୁନି ଆଈ
            

ସୁନି ଆଈ ଆମନଇଁ ନଇଁ ଚାଲେଧରି ସେ ବଙ୍କୁଲି ବାଡ଼ି ଖଳ ଲୋକ କିଛି ସହିପାରନ୍ତିନିପାଖରୁ ଦିଅନ୍ତି ତଡ଼ି || ସୁନି ଆଈ ଟାର ପିଲା ପିଲି ନାହିଁହୁଅଇ ତା ପାଇଁ କାଳ କୁହନ୍ତି ସଭିଏଁ ଅଲକ୍ଷଣି ତାକୁଶୂନ୍ୟ ବୋଲି

ନକଲି ମଦ ତିଆରି ଅଭିଯୋଗରେ ଜଣେ ପୋଲିସ କନେଷ୍ଟବଳ, ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ଜଣେ ଗିରଫ

ନକଲି ମଦ ତିଆରି ଅଭିଯୋଗରେ ଜଣେ ପୋଲିସ କନେଷ୍ଟବଳ, ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ଜଣେ ଗିରଫ ନକଲି ମଦ ତିଆରି ବେଳେ ଅବକାରୀ ବିଭାଗର ଚଢ଼ାଉ ୩ ଜଣଙ୍କୁ ଗିରଫ କରିଥିବା ବେଳେ ମଦ ତିଆରି ସାମଗ୍ରୀ ଜବତ । ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ୩ ନମ୍ବର ଜୋନ୍

ହାଇୱା ସହ ବସ ମୁହାଁମୁହିଁ ଧକ୍କା ,୭କଲେଜ ଛାତ୍ରଛାତ୍ରୀ ଆହତ

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ମାଟିଆସାହି ଠାରେ ବସ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣ କଲେଜ ଛାତ୍ର ଛାତ୍ରୀ ଆହତ ହୋଇ ଚିକିତ୍ସିତହେଉଥିବାର ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜେଣ ଛାତ୍ରୀ ଗୁରୁତର ହୋଇଥିବା ବେଳେ ତାକୁ ଜିଲ୍ଲା ମୁଖ୍ୟ

କଙ୍କଡ଼ାହାଡ଼ ରେ ଧାନ ମଣ୍ଡି ଶୁଭ ଉଦଘାଟନ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କରଗୋଳା ପଞ୍ଚାୟତ ସଶାପଶି ଗ୍ରାମରେ ଧାନ ମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର ଯୋଗ ଦେଇ ଥିବା ବେଳେ କରଗୋଳା ପଞ୍ଚାୟତ ସରପଞ୍ଚ ତାପସ ପାଣି, ଗୋଷ୍ଠୀ ପ୍ରକଳ୍ପ ସଂଯୋଜିକ ବିଭାବରୀ
error: Content is protected !!