ଦାନ୍ତ ଚୋରୀ
ସକାଳୁ ସକାଳୁ ଗାଆଁ ସାରା ହଲ୍ଲା । ନୂଆ ବୋହୁ ଦାନ୍ତ ଚୋରି ହୋଇଯାଇଛି । ଚୋରି ତ ଚୋରି ପୁଣି ଦାନ୍ତ ଚୋରି । ଲୋକେ କହିଲେ..... କାନ ଉଠିବା ଦିନଠାରୁ ଏମିତି ଚୋରି କଥା ଆମେ ଜାଣି ନଥିଲୁ କି ଶୁଣି ନଥିଲୁ.... ଚୋର ସିନା ଧନ ସମ୍ପତ୍ତି ଚୋରି କରେ ଦାନ୍ତ ଚୋରି କେମିତି ହେଲା ।
ନୂଆ!-->!-->!-->…
ସ୍ମୃତି ଓ ବିସ୍ମୃତିରେ ୨୦୨୨
ଦି ହଜାର ବାଇଶି ବର୍ତ୍ତମାନ ଗଣି ହେଉଥିବା କିଛି ଘଣ୍ଟାର ଅତିଥି । ନୂଆଁ ବର୍ଷର ମହୋତ୍ସବ ସହ ପ୍ରଥମ ସ୍ୱାଗତ କରିବ ଅଷ୍ଟ୍ରେଲିଆରେ କିରିଟିମାଟି ଦ୍ୱୀପରେ ବର୍ଣ୍ଣାଢ୍ୟ ଉତ୍ସବ ସହକାରେ । ସକାଳେ ନୂତନ ଅରୁଣଙ୍କ ଆଭାରେ ଶାମ୍ବଦଶମୀ ସହ ଆମେ ହସ୍ତାକ୍ଷର ସ୍ଥାନରେ ତେଇଶି ଲେଖିବା । ଯଦିଓ ଅନେକ!-->…
ସ୍ବାଗତ ୨୦୨୩
ଦୁ --ଦୁଲୁକାଇ ମଞ୍ଚ ଯାଉଛି ଖସିଅତୀତ କୋଳକୁ ଧାଏଁ ବାଇଶିକେତେ ହସ କାନ୍ଦ ଭରି ଦେଇଛିସ୍ମୃତି ହେଇ ସବୁ ମନେ ରହିଛି ।
ଇ--ଇତି ବୃତ୍ତି କଥା ଘଟଣାବଳୀହୃଦୟ କୋଣରେ ହୁଅନ୍ତି ମେଳିଯୁଦ୍ଧ ବିଭୀଷିକା କଲା ଜଳକାଆଜି ବି ଯାଇନି ଭୟ ଆଶଙ୍କା ।
ହ--ହଟ ଚହଟାଇ କରୋନା କୀଟଘଡିକେ ମାଡ଼ୁଛି!-->!-->!-->!-->!-->…
ବୃଦ୍ଧ ଦମ୍ପତ୍ତିଙ୍କୁ ବନ୍ଧୁକ ଦେଖାଇ ଲୁଟ
ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମରେ ଜନୈକ ବୃଦ୍ଧ ସମ୍ପତ୍ତିଙ୍କୁ କେତେକ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୫ଲକ୍ଷ ଟଙ୍କା ସହ ସୁନାରୂପା ଗହଣା ଲୁଟି ନେଇଥିବାର ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ , ପିଙ୍ଗୁଆ ପଞ୍ଚାୟତ ପେଟ୍ରୋଲ ପମ୍ପ ନିକଟରେ ରହୁଥିବା!-->!-->!-->…
ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଢେଙ୍କାନାଳର ବ୍ରାହ୍ମଣୀ ପବ୍ଲିକ୍ ସ୍କୁଲର ଛାତ୍ରୀ ସୁଭଶ୍ରୀ ପଣ୍ଡା ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) କାର୍ଯ୍ୟକ୍ରମରେ ଅନ୍ୟତମ ବିଜେତା ଭାବେ ଘୋଷିତ ହେବା ସହିତ ଢେଙ୍କାନାଳ ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଢେଙ୍କାନାଳ!-->…
ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ର ଜଣେ ବ୍ୟକ୍ତି ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।ଖବରରୁ ପ୍ରକାଶ ଯେ , ଗତ ୨୫ ଡିସେମ୍ବର ସନ୍ଧ୍ୟାରେ ହିନ୍ଦୋଳ ଏନ ଏ ସି ୧୨ନଂ ୱାର୍ଡର ଶିବ ନାଏକଙ୍କ ପୁତ୍ର ନାଟବର ନାଏକ(୪୭) ନିଜଘର କାନ୍ଦରାଶୁଣିକୁ ଫେରୁଥିବା!-->…
ଗଁଦିଆ ବ୍ଲକ କୃଷକ ସାଥି ବୈଠକ ଅନୁଷ୍ଠିତ
ଗଁଦିଆ ବ୍ଲକର କୃଷକ ସାଥୀ ବୈଠକ୨୮ତାରିଖ ଦିନ ଗୁଣ୍ଡୁରାପଶି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଠାରେ ଅନୁଷ୍ଠିତ ହୋଇଯାଇଛି । ସଙ୍ଗଠନର ବରିଷ୍ଠ ସଦସ୍ୟ ଅଭିରାମ ପଣ୍ଡା ଙ୍କର ସଭା ପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ସଂଗଠନର ନୂତନ କର୍ଯ୍ୟକର୍ତା ନିର୍ବାଚନ କରାଯାଇଥିଲା ।!-->…
ଅର୍ଥ ସାଜିଛି ବାଧକ ,ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଦାବି
ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାଟଗାଁ ପଞ୍ଚାୟତର ନାଲମହନ ମହାରଣା ଙ୍କ ପୁଅ ବାବୁଲି ମହାରଣା ଙ୍କ କ୍ଷେତ୍ରରେ ଅର୍ଥ ସାଜିଛି ବାଧକ। ବାବୁଲି ଥିଲେ ଜଣେ ଦିନ ମଜୁରିଆ,ଦିନ ମଜୁରିଆ କାମ କରି ନିଜର ପରିବାର ପୋଷୁଥିଲେ ।
ଗାଁ ରେ କାମ ନ ମିଳିବାରୁ ନିଜ ଗାଁ ଠାରୁ କାମାକ୍ଷାନଗର!-->!-->!-->…
ରୁଙ୍ଗୁଟା କମ୍ପାନୀ ସମ୍ମୁଖରେ ଜମିହରା ପ୍ରଜାଙ୍କ ଆନ୍ଦୋଳନ
ହିନ୍ଦୋଳ ଉପଖଣ୍ଡ ରେ ଗଢିଉଠିଥିବା ରୁଙ୍ଗୁଟା କମ୍ପାନୀ ପ୍ରଜାମାନଙ୍କ ଠାରୁ ଜମି ନେଲା ପରେ ଜମିହରା ପ୍ରଜାଙ୍କୁ ଠକି ଦେଇଥିବା ନେଇ ଜମିହରା ପ୍ରଜାମାନେ ଆଜି ରୁଙ୍ଗୁଟା କମ୍ପାନୀ ସମ୍ମୁଖରେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି ।
ଘଟଣାରୁ ପ୍ରକାଶ ଯେ, ଆଜକୁ ୫ ବର୍ଷ ହେବ ରୁଙ୍ଗଟା!-->!-->!-->…
ପ୍ରଣମ୍ୟ ହେ ବୁଦ୍ଧ
ବେଦନା ବିଧୂର ବୋଧିସତ୍ତ୍ୱ ତୁମେଜ୍ଞାନାଲୋକେ ହେଲ ସିକ୍ତପୁନଶ୍ଚ ପୃଥିବୀ ଫେରି ପାଇଥିବାଦ୍ରୁପ୍ତ ଚେତନା ବ୍ରତ ll
ଶଇଳ ଶିଖରେ ସୀମନ୍ତିନୀ ସମଶାନ୍ତ କି ସୁଧାର ମୂର୍ତ୍ତିମାନବବାଦର ମହାମିଳନରେଭରିଛ ଅପାର ଶକ୍ତି ll
ସାଂସାରିକ କ୍ଷୁଧା କ୍ଷାନ୍ତ ହେ ପଥିକପରିତ୍ୟକ୍ତ କଲ!-->!-->!-->!-->!-->…