News
lipub
samparksetu

ତୁମେ ଆଉ ତୁମେ ହେଇ ନାହଁ

ତୁମେ ପରା ସେହି ମୋ ମନ ମୋହିନୀମୋର ପ୍ରେମର ପ୍ରେୟସୀ,ଯିଏ ଦିନେ ମୋର ଶୁଖିଲା ଓଠରେଭରିଥିଲା କେତେ ଖୁସି ! ତୁମେ ଥିଲ ସେହି ମଧୁର ରାତ୍ରୀରପିରତି ଭରା ନାୟୀକା,ହାତ ଛାଡ଼ି ଆଜି ହେଇଗଲ ତୁମେଆଉ କାହାର ପ୍ରେମିକା। ତୁମେ ପ୍ରିୟା ଆଉ ତୁମେ ହେଇ ନାହଁବଦଳିଲ କୁହ କାହିଁ ?ଏ ବଦଳିବା ଦେଖି

ବିଦ୍ୟୁତ ଆଘାତରେ ଲାଇନ ମ୍ୟାନ ମୃତ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କୋରେଇ ଗାଡ଼ିଆ ନିକଟରେ ବିଦ୍ୟୁତ ଆଘାତରେ ଜଣେ ଲାଇନ ମ୍ୟାନର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, କୋରେଇ ଗାଡ଼ିଆ ଗ୍ରାମ ନିକଟରେ ବିଦ୍ୟୁତ କାର୍ଯ୍ୟ ଚାଲିଥିଲା ,ସେଠାରେ କାର୍ଯ୍ୟରତ ଅବସ୍ଥାରେ ଜଣେ ଲାଇନ ମ୍ୟାନ ବିଦ୍ୟୁତ ଆଘାତରେ ଗୁରୁତର ହୋଇ ଜିଲ୍ଲା

ହୃଦଘାତ ରେ ଯୁବକ ମୃତ

ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଇଶ୍ୱରା ପାଳ ଗ୍ରାମର ଜଣେ ଯୁବକ ଆଜି ହୃଦ୍ ଘାତ ରେ ମୃତ୍ୟୁ ବରଣ କରିଥିବାର ଜଣାଯାଇଛି। ଖବର ରୁ ଜଣା ଯାଏ ଏହି ଗ୍ରାମର ବିରଞ୍ଚି ଦେହୁରୀ ଙ୍କ ପୁଅ ଅର୍ଜ୍ଜୁନ ଦେହୁରୀ (୧୮) ଆଜି ସକାଳେ ସାଇକେଲ ଯୋଗେ ନିକଟସ୍ଥ ଫାର୍ମ କୁ ଯାଉଥିବା ବେଳେ ହଠାତ ତଳେ ପଡି ଅଚେତ

ହୋ ଭାଷାକୁ ଓଡ଼ିଶାର ଦ୍ୱିତୀୟ ରାଜଭାଷାର ମାନ୍ୟତା ପାଇଁ ଜୋର ଧରିଛି ଦାବି

ହୋ ଭାଷାକୁ ଓଡ଼ିଶାରେ ଦ୍ୱିତୀୟ ରାଜ ଭାଷାର ମାନ୍ୟତା ପ୍ରଦାନ ନିମନ୍ତେ ଦାବି ଜୋର ଧରିଛି । ଏହାର ଜ୍ଜ୍ୱଳନ୍ତ ପ୍ରତିଫଳନ ଦେଖିବାକୁ ମିଳିଛି ଗଁଦିଆ ବ୍ଲକରେ ସର୍ବ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ଓଡ଼ିଶା ଶାଖା ର ନିଷ୍ପତି କ୍ରମେ ଆଜି ଉକ୍ତ ବ୍ଲକରେ ଆଦିବାସୀ ଜନଜାତି

ରକ୍ଷଣାବେକ୍ଷଣା ଅଭାବରୁ ପିଚୁ ରାସ୍ତା ଏବେ ମାଟି ରାସ୍ତା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ତୋର ଠାରୁ ରେଙ୍ଗାଳି ବାମ ପାର୍ଶ୍ୱ ମୁଖ୍ୟ କେନାଲରୁ ଏକ ଶାଖା କେନାଲ ବାହାରି ପରଜଙ୍ଗ ,ଜହ୍ନାପଡା, ଖଣ୍ଡୁଆଳମୁଣ୍ଡା , କନ୍ଦରସିଂହା, ଲୋଧଣୀ ପ୍ରଭୃତି ଗ୍ରାମପାଖ ଦେଇ ସାଆନ୍ଦା ଦେଇ କାମାକ୍ଷାନଗର ବ୍ଲକ ପଣ୍ଡୁଆ ଅଞ୍ଚଳକୁ ଯାଇଛି । ଉକ୍ତ ଶାଖା

ବିନା ଲାଇଫ ଜ୍ୟାକେଟରେ ନୌକା ବିହାର

କପିଳାସ ଚିଡ଼ିଆଖାନାରେ ଥିବା ନୌକାବିହାର ଚିଡ଼ିଆ ଖାନା ଆସୁଥିବା ସମସ୍ତ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିଥାଏ । ଢେଙ୍କାନାଳ କୁ ଜିଲ୍ଲା ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ବାବା ଚନ୍ଦ୍ରଶେଖର ଙ୍କ ଦର୍ଶନ ସାଙ୍ଗକୁ କପିଳାସ ଚିଡିଆଖାନା ବୁଲି ଦେଖିଥାନ୍ତି, ତେବେ କପିଲାସ ଚିଡ଼ିଆଖାନା

ବଜରଙ୍ଗ କ୍ଲବ୍ ପକ୍ଷରୁ ୪୧୪ ୟୁନିଟ୍ ରକ୍ତ ସଂଗୃହୀତ

ଢେଙ୍କାନାଳ ଜିଲ୍ଲାରେ ରକ୍ତର ଆବଶ୍ୟକତା ଓ ଅଭାବକୁ ଦେଖି ଢେଙ୍କାନାଳ ସହରର ଅଗ୍ରଣୀ ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ୍ ତରଫରୁ ୨୮ତମ ଆଦର୍ଶ ରକ୍ତଦାନ ଶିବିର ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଅଛି । ବଜରଙ୍ଗ କ୍ଲବ୍ ଦ୍ୱାରା ଆୟୋଜିତ ଏହି ଶିବିରରେ ମୋଟ୍ ୪୧୪ ୟୁନିଟ୍

ହାତୀ ପାଇଁ ରାତି ଅନିଦ୍ରା ,ଫସଲକୁ ବଞ୍ଚାଇବାକୁ ମଞ୍ଚାରେ ଚାଷୀ

ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜ ଓ ବନାଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଧାନ ଅମଳ ସମୟ ହୋଇଥିବାରୁ ଚାଷୀ ମାନେ ଗଛରେ ମଞ୍ଚା ବାନ୍ଧି ରାତିସାରା ଜଗିରହିବା ସହିତ ଫସଲକୁ ହାତୀ ଦାଉରୁ ବାଜା ବଜାଇ ବାଣ ଫୁଟାଇ ସୁରକ୍ଷା ଦେଉଥିବାର ଜଣାପଡିଛି । ହିନ୍ଦୋଳ

ଆଳୁଅଝରଣ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କ୍ରୀଡା ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ ଆଳୁଅଝରଣ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କ୍ରୀଡା ଅନୁଷ୍ଠିତ ହୋଇଯାଇଛି ।ଏଠାରେ କ୍ରିକେଟ ,ଖୋଖୋ ଭଳି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ।ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଉଭୟ ଛାତ୍ର ଓ ଛାତ୍ରୀ ମାନେ ଭାଗ ନେଇଥିଲେ ।ଏଠାରେ ବ୍ଲକ ଶିକ୍ଷା ଅଧିକାରୀ

ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ

କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କାନପୁରା ସ୍ଥିତ ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବ ରେ ବ୍ଲକ ରୁ ବାର ଗୋଟି ବିଦ୍ୟାଳୟ ରୁ ତେୟାଅଶି ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ଥିଲେ ।
error: Content is protected !!