News
lipub
samparksetu

ଥମୁନି ହାତୀ ଆତଙ୍କ ; ଭାଙ୍ଗିଲେ ଘର ,ନଷ୍ଟ କଲେ ଧାନ

ଥମୁନି ହାତୀ ଆତଙ୍କ ,ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳରେ ମାତିଛନ୍ତି ଏଗାର ଟିକିଆ ହାତୀପଲ । ଅମଳ ହେବା ପାଇଁ ଥିବା ଧାନକୁ ନଷ୍ଟ କରିବା ସହିତ ଭାଙ୍ଗିଲେ ଘର । ସୂଚନା ଅନୁଯାୟୀ , ଗତକାଲି ରାତିରେ ଏଗାର ଟିକିଆ ହାତୀ ପଲ ବାଲିଝାଟି ମୁରୁଗା ସଂରକ୍ଷିତ ଜଙ୍ଗଲରୁ ବାହାରି ବାରୁଆଁ

ନବ ବର୍ଷ ଆସି ପାଦ ଥାପିଲାଣି

ପୂରୁବ ଆକାଶେ ସୀମନ୍ତିନୀ ହସେନବ ଅରୁଣିମା ସାଥେସୁନେଲି ଚାଦର ଆହାକି ସୁନ୍ଦରଭବ୍ୟ ଉନ୍ମାଦନା ମର୍ତ୍ତ୍ୟେ ll ବିଦାୟ ନେଲାଣି ପୁରୁଣା ବରଷବହୁ ସ୍ମୃତି କୀର୍ତ୍ତି ଧରିନବ ବର୍ଷ ଆସି ପାଦ ଥାପିଲାଣିଧରଣୀର ବକ୍ଷ ଚିରି ll ଭୁଲି ଦୁଃଖ ଶୋକ ଯାତନା ଅନେକମନୁ ଫିଙ୍ଗି ଆବର୍ଜନାପ୍ରଶାନ୍ତ

ଦ୍ରୁତଗାମି ଗାଡ଼ି ନେଲା ଗୁଡୁର ଜୀଵନ

ଢେଙ୍କାନାଳ ସଦର ଥାନା ବେଲଟିକିରି କଲେଜ ଛକରେ ଦ୍ରୁତଗାମି କାର ଧକ୍କାରେ ଜଣେ ନାବାଳକଙ୍କର ମୃତ୍ୟୁ ଘଟିଛି । ମୃତ ନାବାଳକ ହେଲେ ବେଲଟିକିରି ଉପରସାହିର ସିନୁ ପଟ୍ଟନାୟକଙ୍କ ପୁଅ ଅଭିଜିତ ପଟ୍ଟନାୟକ(୮) ବା ଗୁଡୁ ବୋଲି ଜଣାଯାଇଛି । ସେ ବେଲଟିକିରି ସରସ୍ୱତୀ ଶିଶୁ ମନ୍ଦିରର ୨ୟ ଶ୍ରେଣୀର

ବାରି ଖଳାରୁ ଧାନ ବିଡା ଖାଇଗଲେ ହାତୀପଲ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଲଦା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣବେଡିଆ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଘର ଖଳାରୁ ହାତୀପଲ୍ଲ ପଶି ରାସ ବିହାରି ସାହୁଙ୍କର ୪୦ରୁ ଉର୍ଦ୍ଧ୍ୱ ଧାନବିଡା ,ସନ୍ୟାସୀ ସାହୁଙ୍କର ୪୦ ବିଡା ,ପଙ୍କଜ ସାହୁଙ୍କ ୧୦ ବିଡା ଖାଇ ଦେଇଥିବା ବେଳେ ଏହି ଗାଁର

ଜରାଜୀର୍ଣ୍ଣ ଅବସ୍ଥାରେ ଘୋଡ଼ାଡ଼ିଆଁ ନାଳ ପୋଲ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ହାତୀଲୁଚାଣି ଛକ ନିକଟରେ ଆଜକୁ ୪୦ ବର୍ଷରୁ ଉର୍ଦ୍ଧ୍ବ ହେବ ଏକ ଘୋଡ଼ାଡ଼ିଆଁ ନାଳ ପୋଲ ନିର୍ମାଣ କରାଯାଇ ସେଥିରେ ବିଭିନ୍ନ ଦିଗକୁ ଛୋଟ ବଡ ଭାରିଯାନ ଠାରୁ ଆରମ୍ଭ କରି ଯାତ୍ରୀବାହୀ ବସ୍ ସମେତ ଅନ୍ୟ ଗାଡ଼ି ଯାତାୟାତ କରିବାରେ ସହାୟକ ହୋଇଛି । ବର୍ତ୍ତମାନ

ଅଚେତ ହେଲେ ୨ବିଦ୍ୟାଳୟର ୭ ଛାତ୍ରୀ

ଆଜି ଦୁଇଗୋଟି ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ବିଦ୍ୟାଳୟ ରୁ ମୋଟ ୭ଜଣ ଛାତ୍ରୀ ଅଚେତ ହୋଇ ଯାଇଥିବାର ଜଣାପଡିଛି । ଗଁଦିଆ ବ୍ଲକର ବିଶ୍ୱନାଥପୁର ଠାରେ ଥିବା ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ୪ଜଣ ଛାତ୍ରୀ ଗଣିତ ପାଠ ଉପରେ ଥିବା ସମସ୍ୟାର ସମାଧାନ ପାଇଁ

ପୁରୁଷ

ତୁମ ଲୁହକୁ ଦେଖନ୍ତି ସମସ୍ତେମୋ ଲୁହକୁ ଦେଖିଛି କିଏ ?ମୋ ଲୁହ ଯେତେ ହୃଦୟର କୋହକହିପାରେନା କାହାରି ମୁହେଁ। ସଂସାର ବୋଝକୁ ମୁଣ୍ଡରେ ବୋହିନିତି ବାଟ ମୁହିଁ ଚାଲୁଥାଏ,କହନ୍ତି ନାହିଁ କେହି ଆହାଃ ପଦୁଟିଏବୋଝତଳେ ଧରାଶାୟୀ ଯେବେ ହୁଏ। ମୋତେ ମାପନ୍ତି ଧନସମ୍ପଦ ନିକିତିରେତୁମକୁ ମାପନ୍ତି

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଜିଲ୍ଲା ସମ୍ମିଳନୀ ,ଭାଷା ବିଜ୍ଞାନର ଗବେଷଣା ଆବଶ୍ୟକ

ଢେଙ୍କାନାଳ ସହରସ୍ଥିତ କୁଞ୍ଜକାନ୍ତ ଠାରେଥିବା ମତ୍ସ୍ୟବିଭାଗ ସମ୍ମିଳନୀ କକ୍ଷରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଜିଲ୍ଲା ଶାଖାର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ସମଗ୍ର ବିଶ୍ୱକୁ ଫୋନିଟିକ୍ସର ବାର୍ତ୍ତା ଦେଇଥିବା ଭାଷା ବିଜ୍ଞାନୀଙ୍କ କାର୍ଯ୍ୟଉପରେ ଗବେଷଣା ସହିତ ଅଧିକ ଆଲୋଚନା

ପ୍ରାର୍ଥନା ସଭାରେ ଟଳିପଡି ଛାତ୍ର ମୃତ୍ୟୁ ଘଟଣା ,ଶୋକସଭା ଚାଲିଥିବା ବେଳେ ୨ଛାତ୍ରୀ ଅଚେତ

ବୋରାପଦା ଠାରେ ଥିବା ସରକାରୀ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ)ରେ ଗତକାଲି ଜଣେ ଛାତ୍ର ପ୍ରାର୍ଥନା ସଭାରେ ଟଳିପଡି ମୃତ୍ୟୁବରଣ କରିଥିବା ବେଳେ , ଆଜି ପୁଣି ଦୁଇ ଛାତ୍ରୀ ଅଚେତ ହୋଇ ପଡିଥିଲେ । ଶନିବାର ଦିନ ବିଦ୍ୟାଳୟରେ ଶୋକସଭା ଚାଲିଥିବା ବେଳେ ଦୁଇ ଛାତ୍ରୀ ଅଚେତ ହୋଇପଡିଥିଲେ ।

ଜିଲ୍ଲା ଶିକ୍ଷାଧିକାରୀଙ୍କ ବିଚିତ୍ର ନିତୀ ,ମୃତ ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି

ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ବିଚିତ୍ର ନିତୀ ଦେଖିବାକୁ ମିଳିଛି । ଜଣେ ମୃତ୍ୟୁ ବରଣ କରିଥିବା ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ମିଳିବା ସହିତ ତାଙ୍କର ସମ୍ପତି ତାଲିକା ପ୍ରଦାନକରିବାକୁ ନିର୍ଦ୍ଦେଶଦିଆଯାଇଥିବାର ଜଣାପଡିଛି । ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟ।ଳୟ ତରଫରୁ ପତ୍ର
error: Content is protected !!