ପ୍ରକଳ୍ପକୁୂ ପାଟରପଦା ଗ୍ରାମବାସୀଙ୍କ ବିରୋଧ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ବଳିଗାଡିଆ ତଏଲାରେ ହେବାକୁ ଥିବା ସିଏଚଡବ୍ଲ୍ୟୁଟିଏସ ଏଣ୍ଡ ଡିଏଫ ପ୍ରକଳ୍ପକୁ ବିରୋଧ କରି ଗ୍ରାମବାସୀ ମାନେ ବିରୋଧ କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିଥିଲେ । ବଳିଗାଡିଆ ତଏଲାରେ ସିଏଚଡବ୍ଲ୍ୟୁଟିଏସ ଏଣ୍ଡ ଡିଏଫ!-->…
୭୨ ଜଣକୁ ଜମି ଦେବା ନାମରେ ଠକାମୀ ,୧୩ ବର୍ଷ ପରେ ବି ପୋଲିସ ନିରବ ଦ୍ରଷ୍ଟା
ଢେଙ୍କାନାଳ ଜିଲ୍ଲା ରେ ଜମି ଦେବା ନାମରେ ୭୨ ଜଣକୁ ଠକାମୀ କରିଥିବା ବ୍ୟକ୍ତିକୁ ପୋଲିସ ଗିରଫ କରୁନଥିବାର କ୍ଷତିଗ୍ରସ୍ତ ପ୍ରଜାମାନେ ପ୍ରକାଶ କରିଛନ୍ତି । ଗତ ୨୦୦୯ ମସିହାରେ ପ୍ରଭାକର ପଣ୍ଡାଙ୍କ ପୁଅ ରମେଶ ଚନ୍ଦ୍ର ପଣ୍ଡା ୭୨ ଜଣ ହିତାଧିକାରୀ ଜମି କିଣିଥିଲେ । କିନ୍ତୁ ହିତାଧିକାରୀ!-->…
ଦୁଇଆଖି ହରାଇ ଅନ୍ଧ ହେଲେବି ସ୍ବାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ
ଦୁଇଟି ଆଖି ହରାଇ ଅନ୍ଧ ହେଲେବି ସ୍ବାବଲମ୍ବୀ ପାଲଟିଛନ୍ତି ୭୦ ବର୍ଷର ବୃଦ୍ଧ। ବାର୍ଦ୍ଧକ୍ୟ ସତେଯେପରି ତାଙ୍କ ପାଖରେ ହାର ମାନିଯାଇଛି। ଦୁନିଆ ଦେଖି ପାରୁନଥିଲେ ମଧ୍ୟ ନିଜ ହାତରେ ଦଉଡି ଓ ପଘା ତିଆରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ନିଜର ପିଲାଛୁଆ କେହି ନଥିବା ବେଳେ ଦଉଡି ଓ ପଘା ବଟି!-->…
ଶୀତତୁମ୍ଭେ ଆସିବ
ଶରତ ହେମନ୍ତ ଶୀତ ବସନ୍ତରେ ଭାସି ଆସେ ମହି କୋଳେଧରା କାନନରେ ହସିଉଠେ ଭୁଇଁ ଶୀତର ଲହରୀ ଖେଳେ ।(୧)ବରଷକ ବାର ମାସଲୋ ବଉଳ ଅଟେ ପରା ଛଅ!-->…
ଆଞ୍ଚଳିକ ସଙ୍କୀର୍ତ୍ତନ ମଣ୍ଡଳୀ ସମାବେଶ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କଡାସୋଢା ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଆଞ୍ଚଳିକ ସଙ୍କୀର୍ତ୍ତନ ମଣ୍ଡଳୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳର ଯୁବ ସଂଗଠକ ଅଶୋକ କୁମାର ଦଳବେହେରା ଓ ଅଭୟ ସାହୁଙ୍କ ଆହ୍ଵାନ କ୍ରମେ ସମାବେଶର ଆୟୋଜନ କରାଯାଇ ଏକ!-->…
ବଡ଼ସୁଆଳ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଅନୁଷ୍ଠିତ
ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବଡ଼ସୁଆଳ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି ।ଆଜିର ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଡ଼ସୁଆଳ ପଂଚାୟତ ସରପଂଚ ରାସେଶ୍ୱରୀ ବେହେରା ଉପସ୍ଥିତ ରହିଥିବା ବେଳେ ଅନ୍ୟତମ ଅତିଥି ଭାବରେ ସିଆରସିସି ମୀନକେତନ ସାହୁ ଉପସ୍ଥିତ!-->…
ଲୁହର ନୀରବତା
ନିଶୂନ୍ ରାତିର ଛତ୍ରଛାୟାରେଆଶ୍ରୟ ନେଇଥାଏକିଛି ତରଳ ଲାଭାଶୀତଳତାର ଆଶାରେହେଲେ ଏଠି ତଆକାଶ କଇଁଆ ଚିଲିକା ମାଛ !!
ବରଫ ଭଳି ଜମାଟ ବାନ୍ଧିଛିଅସରାଏ ଝଡ଼ ତୋଫାନଏଇ ସର୍ବହରା ଆଖି କୋଣେଏ ଆଖି ସହିଛି କେତେ କେତେକୋହର ଅଭିମାନଆଉ ଶୁଣିଛି କେତେ ଯେ ଅଭିଯୋଗତଥାପି ସେ ମଉନଅନ୍ୟର ଖୁସିରେ ଖୁସି!-->!-->!-->…
କଲ୍ୟାଣ ମଣ୍ଡପକୁ ନାହିଁ ରାସ୍ତା କିନ୍ତୁ ହେଉଛି କୋଟି କୋଟି ଟଙ୍କାର ଟେଣ୍ଡର
ହିନ୍ଦୋଳ ଏନଏସି ମାନ୍ୟତା ପାଇବାର ଦୀର୍ଘ ୧୦ ବର୍ଷ ବିତିଯାଇଥିଲେ ସୁଦ୍ଧା ବାଟବଣା ହୋଇଛି ବିକାଶ।ସ୍ପଷ୍ଟ ଦିବାଲୋକରେ ଏନଏସି କର୍ତ୍ତୃପକ୍ଷ ହିନ୍ଦୋଳ ଜନସାଧାରଣଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲକ୍ଷ ଲକ୍ଷ ଟଙ୍କାର ଘୋଟାଲା କରିଚାଲିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ,୨୦୧୭ ମସିହାରେ ହିନ୍ଦୋଳ!-->!-->!-->…
ନର୍ସରୀ କେୟାରଟେକର ଙ୍କ ସନ୍ଦେହ ଜନକ ହତ୍ୟା
ଭୁବନ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀ କୂଳରେ ଥିବା ସାଇ ନର୍ସରୀ ର କେୟାରଟେକର ଅଲେଖ ସେନାପତି (୨୫) ଙ୍କୁ କେହି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ଆଜି ସନ୍ଧ୍ୟା ପ୍ରାୟ ୭ ଟା ବେଳକୁ ଏହି ହତ୍ୟା କାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି ।
ନର୍ସରୀ ବନ୍ଦ କରି ଶ୍ରମିକ ମାନେ!-->!-->!-->…
ଟାଟା ଷ୍ଟିଲ ଫାଉଣ୍ଡେସନ୍ ଦ୍ୱାରା ଗୃହଲକ୍ଷ୍ମୀ ସମବାୟ ସଂସ୍ଥାର ତୃତୀୟ ବାର୍ଷିକ ସାଧାରଣ ସଭା
ଟାଟା ଷ୍ଟିଲ ଫାଉଣ୍ଡେସନ୍, ମେରାମଣ୍ଡଳୀର ଅନ୍ୟତମ ପ୍ରମୁଖ ଜୀବିକା କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣ ଏବଂ ଉଦ୍ୟମିତା ପ୍ରକଳ୍ପ (ଡବ୍ଲୁଇଇ) ଅନ୍ତର୍ଗତ ଗୃହଲକ୍ଷ୍ମୀ ସମବାୟ ସଂସ୍ଥା ପକ୍ଷରୁ ଏହାର ତୃତୀୟ ବାର୍ଷିକ ସାଧାରଣ ସଭା ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ର କୁଶୁପଙ୍ଗା ଗ୍ରାମରେ!-->…