ଶିତୁଆ
ଶିତୁଆ ଚାହା ର ମଜା ନାତି କରେ ଆଇ ସହ ଅଜାଶିତୁଆ କପିଂ ର ଆନନ୍ଦ ଯେମନ୍ତ ସତେ ମକରନ୍ଦଶିତୁଆ ଜଳପାନ ଖିଆ
ପେଟ କୁ କରେ ସିଏ ଥଣ୍ଡାଶିତୁଆ ଗରମ ପୋଷାକଶିତକୁ ଛାଡେ ନିମିଷେକଶୀତୁଆ ପାଟିର ଧୂଆଁସତେକି କଳ ର ନିଆଁଶିତୁଆ ଟୋପିର ଉଷ୍ମତାଶିଶୁ ର ମା ଓ ମମତା
ଶିତୁଆ!-->!-->!-->!-->!-->…
ଭାରତୀୟ ସୌନିକଙ୍କୁ ସମ୍ମାନ ଉଦେଶ୍ୟରେ ସାଇକେଲ ଯୋଗେ ଭାରତ ଯାତ୍ରା
ଭାରତୀୟ ସୌନିକଙ୍କୁ ସମ୍ମନ ଉଦେଶ୍ୟରେ ଯୁବକଙ୍କ ସାଇକେଲ ଯୋଗେ ଭାରତ ଭ୍ରମଣ ଯାତ୍ରା। ଆସାମ ରାଜ୍ୟ ଧେମାଜି ଜିଲ୍ଲାର ଜଙ୍ଗା ବାହାଦୁର ଛେତ୍ରି ଗତ ନଭେମ୍ବର ମାସ ୨୧ ତାରିଖରୁ ଅରୁଣାଚଳପ୍ରଦେଶ ର ସୀମାରୁ ଯାତ୍ରା ଆରମ୍ଭ କରିଥିଲେ।
ଆଜିକୁ ୨୪ ଦିନ ମଧ୍ୟରେ ସେ ୭ ଟି ରାଜ୍ୟ ପାରିକ୍ରମା କରି!-->!-->!-->…
ଆୟୁଷ ପଡିଛି ବନ୍ଧା
ଏ ପାଖେ ଜୀବନସେପାଖେ ମରଣମଝିରେ ଆୟୁଷ ବନ୍ଧାସୁଖ ଦୁଃଖ ମଧ୍ୟେକିଏ ଆପଣାରବିଚାରିବା ଅସୁବିଧା l
ଜୀବନ ଟାଣୁଛିଆଗେ ଚାଲିବାକୁମରଣ ଖୋଳୁଛି ଗାତଆୟୁଷ ହିସାବଚିତ୍ରଗୁପ୍ତ କରେକର୍ମ ଫଳ ସଂଗତ l
ମଣିଷ ଜୀବନପାଣି ଫୋଟକା ସମଏଇ ଅଛି ଏଇ ନାହିଁସବୁ ଜାଣି ବୁଝିମିଛ ଆସକ୍ତିରେଗୋଟାପଣେ!-->!-->!-->!-->!-->…
ରଘୁନାଥଜୀୟୁ ସଂଗିତ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
କାମାକ୍ଷାନଗର ରଘୁନାଥଜୀୟୁ ସଂଗିତ ବିଦ୍ୟାଳୟର ବାର୍ଷିକ ଉତ୍ସବ ସାରଙ୍ଗଧର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି।ଗୋବର୍ଧନ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖଣି,ଇଷ୍ପାତ ଓ ପୂର୍ତ୍ତ ବିଭାଗର ମନ୍ତ୍ରି ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇଥିବା ବେଳେ ସମାନିତ ଅତିଥି!-->…
ରୟାଲ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ରଞ୍ଜା ସ୍ଥିତ ରୟାଲ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ବାର୍ଷିକ ବିଜ୍ଞାନ, ଗଣିତ ଓ ହସ୍ତକର୍ମ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ମହାବିଦ୍ୟାଳୟ ପ୍ରଜ୍ଞା ବିହାର ବିହାର, ସିମିନଇ, ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର!-->…
ଖୋଲୁନି ଧାନମଣ୍ଡି ,ହନ୍ତସନ୍ତ ଚାଷୀ ; ଦାବିପତ୍ର ଦେଲେ ହାଇକୋର୍ଟ ଓକିଲ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର ନେତା ତଥା ହାଇକୋର୍ଟ ଓକିଲ ରମେଶ ଚନ୍ଦ୍ର ବେହେରାଙ୍କ ବିବୃତିରେ ଢେଙ୍କାନାଳ ଜିଲ୍ଲା ଚାଷୀକୁଳ ବର୍ତ୍ତମାନ ନିରାଶ ଏବଂ ହତାଶ ହୋଇପଡିଛନ୍ତି।କାରଣ ଠିକ୍ ଏହି ସମୟରେ ପ୍ରତିବର୍ଷ ସରକାରଙ୍କ ତରଫରୁ ବିଭିନ୍ନ ସବଡିଭିଜନ ଅଧୀନସ୍ଥ ପ୍ରତ୍ୟେକ!-->…
ପୋଡ଼ି ପାଉଁଶ ହେଇଗଲା ୨ବଖରା ଘର
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୁଲେଇ ପଞ୍ଚାୟତ ବସୁଲେଇ ଗ୍ରାମର ବାବୁଲି ଭୂତିଆଙ୍କର ୨ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶରେ ପରିଣତ ହୋଇଥିବା ଜଣାପଡିଛି ।
ସୋମବାର ରାତି ପ୍ରାୟ ୧୧ ଟା ପାଖାପାଖି ସମୟରେ ହଠାତ୍ ନିଆଁ ଲାଗିଥିଲା । ଶୀତର ପ୍ରକୋପ ଯୋଗୁଁ ବିଶେଷ କରି ଗ୍ରାମାଞ୍ଚଳର!-->!-->!-->…
ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର
ପାରିବାରିକ କଳହ ଏବଂ ପରକ୍ରିୟା ପ୍ରୀତି ସନ୍ଦେହ କରି ସ୍ତ୍ରୀ କୁ କଟୁରୀରେ ହାଣିଲା ସ୍ବାମୀ। ଗୁରୁତର ଅବସ୍ଥାରେ ୧୦୮ ଯୋଗେ ମୁଖ୍ୟ ଚିକିତ୍ସlୟଲରେ ଭର୍ତ୍ତି ହୋଇଛନ୍ତି ସ୍ତ୍ରୀ । କଟୁରୀ ଜବତ କରି ସ୍ବାମୀକୁ ଗିରଫ କରିଛି ଗଁଦିଆ ପୋଲିସ ।
ସୂଚନା ଅନୁଯାୟୀ , ଢେଙ୍କାନାଳ ଜିଲ୍ଲା ଗଁଦିଆ!-->!-->!-->…
ବଞ୍ଚିବା
ଆମ ତ ଓଡିଆ ଶରୀର ଓଡିଆ ପାଳିବୁନି ଖ୍ରୀଷ୍ଟ ମାସ,ପଣା ସଂକ୍ରାତି ଠୁ ଆରମ୍ଭ ଆମରି ସେଇ ତ ବୌଶାଖ ମାସ॥୧ସନାତନି ହିନ୍ଦୁ ପ୍ରବାହ!-->…
ମାଟିତଳୁ ବାହାରିଲା ଯୁବକଙ୍କ କଙ୍କାଳ
ଦୀର୍ଘ ୯ ବର୍ଷ ପରେ ପୋଲସି ସୁନ୍ଦରୀ ଖାଲ ନିକଟରେ ଥିବା ସୂର୍ଯ୍ୟ ନର୍ସରୀ ରୁ ହାଡ କଙ୍କାଳ ଉଦ୍ଧାର କରିବା ସହତି ଘଟଣାରେ ସଂପୃକ୍ତ ତିନି ଜଣକୁ ଗିରଫ କରି କୋର୍ଟ ଫରୱାର୍ଡ କରିଛି ।
ସଦର ଥାନା ଅନ୍ତର୍ଗତ ସୁନ୍ଦରୀଖାଲ ଅଲେଖପୁରର ସଚିଦାନନ୍ଦ ବେହେରା ଗତ ୨୦୧୩ମସିହା ଜୁଲାଇ ୨୩ତାରିଖ ଦିନ!-->!-->!-->…