ମା ର ପୁରୁଣା ଲୁଗା
ମା ର ସେଇ ପୁରୁଣା ଲୁଗା ଖଣ୍ଡିଏସିନ୍ଧୁକରେ ସାଇତା ଅଛି,ଲୁଗା ନୁହେଁ ସେ ତ ସ୍ମୃତିର ପରଦାମୋ ବାଳୁତ ଛବିଟି ଦିଶୁଛି।
ଖାଇସାରି ସେଇ ଲୁଗା ପଣତରେହାତକୁ ପୋଛିଚି ମୋର,ମୁହଁକୁ ପୋଛିଚି ଖେଳକୁଦ ସାରିହୋଇ ଝାଳ ସରସର।
ଲୁଚି ଯାଇଛି ଲୁଗା ପଣତରେବାପାଙ୍କ ଗାଳିକୁ ଡରି,ଶୀତୁଆ ସଞ୍ଜରେ ଉଷୁମ!-->!-->!-->!-->!-->…
ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ବିରାଡ଼ିଆ ଜଙ୍ଗଲରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବିରାଡ଼ିଆ ହରିଜନ ସାହିର ଝୁନୁ ନାଏକ ।
ଦନ୍ତା ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁବରଣ କରିଥିବାର ଜଣାପଡିଛି । ସୂଚନା ଅନୁଯାୟୀ , ଆଜି ସକାଳେ ସେ ଛେଳି ଚରାଇବାକୁ ପାଖ ଜଙ୍ଗଲକୁ!-->!-->!-->…
ମଶା ଦୌରାତ୍ମ୍ୟରେ ସହରବାସୀ ଅତିଷ୍ଠ ;ଧୂଆଁ ନାହିଁ କି ତେଲ ନାହିଁ, ଖର୍ଚ୍ଚ କିନ୍ତୁ ଲକ୍ଷାଧିକ
ଢେଙ୍କାନାଳ ସହରରେ ଏମେ ମଶା ଭଣଭଣ। ରାସ୍ତାରେ ଚାଲିଲେ ବି ମଶା ଗୋଡ଼ାଇଲା ଭଳି ସ୍ଥିତି। ମଶା ନିପାତ ପାଇଁ ପୋୖରପାଳିକା ପକ୍ଷରୁ ପ୍ରତି ସଂଧ୍ୟାରେ ଧୂଆଁ ଦେବାର ବ୍ୟବସ୍ଥା କରାଯାଇଥିବା ଦାବି କରାଯାଉଛି। ମାତ୍ର ସହରରେ ମଶାଙ୍କ ସଂଖ୍ୟା ଦେଖିଲେ ମଶା ଧୂଆଁ ଯୋଜନାକୁ ନେଇ ସନ୍ଦେହ ସୃଷ୍ଟି!-->…
ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚୋରୀ , ଲୁଟିନେଲେ ମୂଲ୍ୟବାନ ସାମଗ୍ରୀ
ଗତକାଲି ବିଳମ୍ବିତ ରାତିରେ ଦେଓଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଲୁଟେରା ମାନେ କବାଟ ଭାଙ୍ଗି ଗୋଟିଏ ଫ୍ରିଜ ଗୋଟିଏ ଫ୍ରିଜ଼ର ଗୋଟିଏ ଇନଭଟର ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବହୃତ ଅନ୍ୟାନ୍ୟ ସରଞ୍ଜାମ ଗୋଟିଏ ଗାଡ଼ିରେ ନେଇ ଯାଇଥିବାର ଅଭିଯୋଗ ହୋଇଛି ।
ଆଜି ସକାଳୁ ସ୍ୱସ୍ଥ୍ୟକେନ୍ଦ୍ର!-->!-->!-->…
ଜେସିବି ଅପରେଟରଙ୍କ ସନ୍ଦେହ ଜନକ ମୃତ୍ୟୁ , କମ୍ପାନୀ ଆଗରେ ଶବ ରଖି ବିକ୍ଷୋଭ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଜଟିଆ ଛକ ନିକଟରେ ନୂତନ ଭାବେ ନିର୍ମିତ ହେଉଥିବା ବ୍ରାହ୍ମଣୀ ନଦୀ ପୋଲ ଓ ଉକ୍ତ ପୋଲ ଠାରୁ ସରାଙ୍ଗ , ପିତିରି,ପରଜଙ୍ଗ ଅଞ୍ଚଳ ଦେଇ ନୂତନ ଭାବେ ୪ଲେନ ବିଶିଷ୍ଟ ୫୩ ନମ୍ବର ଜାତୀୟ ରାଜପଥକୁ କୁନାଲ ନାମକ କମ୍ପାନୀ ଦ୍ଵାରା ନିର୍ମାଣା ଚାଲିଛି ।
ଏହି କମ୍ପାନୀରେ!-->!-->!-->…
ମହିମାଗାଦି ଉଚ୍ଛେଦକୁ ନେଇ ଶୋଭାଯାତ୍ରା ,ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦିରେ ବେଆଇନ ଭାବରେ ଉଚ୍ଛେଦକୁ ନେଇ କୌପୁନୀ ଧାରୀ ମହିମା ସମାଜ ତରଫରୁ ବିକ୍ଷୋଭ ଏବଂ ଶୋଭାଯାତ୍ରା ସହିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।
ସମ୍ପତ୍ତି ଉପରେ ଉଭୟ ସାଧୁ ଗୋଷ୍ଠୀର ସମାନ ଅଧିକାର ଥିବା ବେଳେ ଦଶ ଦିନ!-->!-->!-->…
ମନ୍ଦିରରୁ ଲୁଟିନେଲେ ଲୁଟେରା
ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ସ୍ଥିତ ଗଣେଶ ମନ୍ଦିରରୁ ବିଳମ୍ବିତ ରାତିରେ ଚୋରୀ ହୋଇଯାଇଛି l ଘଟଣl ରୁ ପ୍ରକାଶ ଯେ ,ଗ୍ରାମର ଶିବ ମନ୍ଦିର ପାଖରେ ଥିବା ଗଣେଶ ମନ୍ଦିର ରୁ ବିଳମ୍ବିତ ରାତିରେ କେତେ ଜଣ ଦୁର୍ବୃତ୍ତ ଆସି ଠାକୁରଙ୍କ ସୁନା ଆଖି, ସୁନା ଟିକିଲି, ରୁପା ମୁକୁଟ ଯାହାରକି!-->…
ତୁମକୁ ଦେଖିବା ପରେ
ଏକାନ୍ତରେ ଯଦିତୁମକୁ ଦେଖିଦେମୋ ଭିତରେ ହଜିଯାଏକଳ୍ପନାର ସୂତାଗୋଡେଇ ତୋଡେଇଭାବୁକ ଟେ କରିଦିଏ l
କେବେ ଘୁରିବୁଲେଚାନ୍ଦର ରାଇଜେପକ୍ଷୀରାଜେ କେବେ ଉଡ଼େସାଗର ବେଳାରଶାମୁକା ସାଉଁଟିତାଜମହଲ ଟେ ଗଢେ l
ଫୁଲରୁ ଫୁଲ କୁଡେଇଁ ଡେଇଁ କେବେପ୍ରଜାପତି ମନ ନେଇପ୍ରେମ!-->!-->!-->!-->!-->…
ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର
ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଞ୍ଚାୟତ କୁସୁମୁଣ୍ଡିଆ ଗାଁ ର ପୋଖରୀ ହିଡ ପାଖରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଦୀର୍ଘ ବର୍ଷ ହେବ ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିରହିଛି।
ଟ୍ରାନ୍ସଫର୍ମର ହାରାହାରି ୧୦ ବର୍ଷ ବିତିଯାଇଥିଲେ ମଧ୍ୟ , ଏବେ ଯାଏଁ ଲାଗିନି ଟ୍ରାନ୍ସଫର୍ମର!-->!-->!-->…
କୂଅରେ ପଡ଼ି ଛାତ୍ର ମୃତ,ପ୍ରଧାନଶିକ୍ଷକ ନିଲମ୍ବିତ
ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ ବ୍ରହ୍ମପୁର ବରସାହି ପ୍ରାଥମିକ ବିଦ୍ୟାଳୟର ଛାତ୍ର ଖୋଲା କୂଅରେ ପଡ଼ି ମୃତ୍ୟୁ ବରଣ କରିଥିବା ବେଳେ । ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।
ସୂଚନା ଅନୁଯାୟୀ , ଉକ୍ତ ବିଦ୍ୟାଳୟ ୨ୟ ଶ୍ରେଣୀ ଛାତ୍ର!-->!-->!-->…