News
lipub
samparksetu

ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ

ଝରଣା ର ଝର, ଶୁଷ୍କ ହୋଇଗଲା,ଆଉତ ଝରିବ ନାହିଁ,କୋକିଳ କଣ୍ଠର, ସୁମଧୁର ସ୍ୱର,ସ୍ତବ୍ଧ ସବୁଦିନ ପାଇଁ।ଷାଠିଏ ଦଶକେ, ଅଭିନୟାରମ୍ଭ,ବୟସ ଥିଲା ପନ୍ଦର,ଦକ୍ଷ ଅଭିନେତ୍ରୀ, ପାଇଥିଲେ ସେହି,ଜୟଦେବ ପୁରସ୍କାର। ଅଭିନୟ ସହ, ଶାସ୍ତ୍ରୀୟ ନୃତ୍ୟରେ,ପାରଙ୍ଗମ ସିଏ ଥିଲେ,ଦୁରଦର୍ଶନରେ, ସହ

ଘରୋଇ ଆବାସିକ ମହାବିଦ୍ୟାଳୟର ବସ୍ ଧକ୍କାରେ ମହିଳାଙ୍କ ଚାଲିଗଲା ଜୀଵନ !

ଢେଙ୍କାନାଳ ଥାଉନ ଥାନା ଅନ୍ତର୍ଗତ ଗୁଡିଆନାଳି ଛକରେ ଏକ ଘରୋଇ ଆବାସିକ ମହାବିଦ୍ୟାଳୟର ବସ୍ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ଘଟିପିରି କଳାଙ୍ଗ ଗ୍ରାମର ରୀନା ସାମଲ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ , ରୀନା ଗୁଡିଆନାଳିରେ ନିଜ ସମ୍ପର୍କୀୟଙ୍କ ସହ ଭଡାରେ ରହି

ରିଜିଓନାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡସ୍ ଦିବସ ପାଳିତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ତ ରିଜିଓନାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ରେ ୧ ତାରିଖ ଗୁରୁବାର ଅଧ୍ୟକ୍ଷ ରଣଜିତ୍ ଅମାନ୍ତଙ୍କ ପୌରହିତ୍ୟରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଦିବାକର ପଟନାୟକ

ଜିଲ୍ଲା ସ୍ଥରୀୟ ସରଗି ଫୁଲ୍ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଆଲୁଅ ଝରଣ ସେବାଶ୍ରାମ ସ୍କୁଲ ରେ ଅନୁସୁଚିତ ଜନଜାତ ଓ ଅନୁସୁଚିତ ଜାତି ଉନ୍ନୟନ ବିଭାଗ ତରଫରୁ ଜିଲ୍ଲାର ସମସ୍ତ ସେବାଶ୍ରମ ରଛାତ୍ର, ଛାତ୍ରି ମାନଙ୍କର ଆଜି ଜିଲ୍ଲା ସ୍ତରୀୟ ସରଗି ଫୁଲ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତ ଦୁଇ ର୍ବଷ ହେବ

ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କଡାସୋଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ବ୍ଲକ ର ୩୦ଟି ହାଇସ୍କୁଲ ଓ ୫୫ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

ଆଖି କଥା କହେ

ମାଁ ର ଆଖି ମମତାରେ ଭରା,ଭଉଣୀର ଆଖି ସେନେହରେ। ବାପାଙ୍କ ଆଖି କର୍ତ୍ତବ୍ୟରେ ଭରା,ଭାଇର ଆଖି ଦାୟିତ୍ୱରେ। ସ୍ତ୍ରୀର ଆଖି ପ୍ରେମରେ ଭରା,ସ୍ୱାମୀର ଆଖି ସୁରକ୍ଷାରେ। ପ୍ରେମିକର ଆଖି ସ୍ୱାର୍ଥରେ ଭରା,ପ୍ରେମିକାର ଆଖି ଛଳନାରେ। ଧନୀର ଆଖି ଗର୍ବରେ ଭରା,ଗରିବର ଆଖି ଆଶାରେ।

ରାସ୍ତା ପାର ହେବା ସମୟରେ ଚାପିଦେଲା ବସ ; କ୍ଷତି ପୁରଣ ଦାବିରେ ରାସ୍ତାରୋକ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ବି ଆର ଜି ନିକଟରେ ଏକ ବସ ଧକ୍କା ରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଆଜି ସକାଳ ସମୟରେ କୁରୁଣ୍ଟି ଗ୍ରାମର ଯାତ୍ରୀ ସାହୁ (୫୫)ବି ଆର ଜି ଛକ ରାସ୍ତା ଉପର ପାର୍ଶ୍ଵ କୁ ପାର ହେବା ସମୟରେ

ଭୁବନ ଥାନା ର ଗାଡ଼ି ପାର୍କିଂ ହେତୁ ସଡ଼କ ଦୁର୍ଘଟଣା

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ର ଗାଡ଼ି ପାର୍କିଂ ଜାଗା ଅଭାବ ହେତୁ ବର୍ତ୍ତମାନ ୫୩ ନମ୍ବର ଜାତୀୟ ରାଜପଥ ର ଭୂଷଳ ଛକ ପାଲଟିଛି ଗାଡ଼ି ଚାଳକଙ୍କ ପାଇଁ ଦୁର୍ଘଟଣା ର ମୁଖ୍ୟସ୍ଥଳ । ଆଜି ଭୁଷଳ ପଞ୍ଚାୟତ ଅନ୍ତର୍ଗତ ଚଣ୍ଡୀପାଳ ଗ୍ରାମର ରବି ବେହେରା ବୟସ ପାଖାପାଖି କୌଣସି ବ୍ୟକ୍ତିଗତ କାମରେ

କାର ଓ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ ,ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ ଏ ସି ରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ , ଖୋର୍ଦ୍ଧା ଜିଲ୍ଲା ବୋଲଗଡଥାନା ମାଣିକଜୋଡା ଅଞ୍ଚଳର ଦୁଇ ଯୁବକ ଶେଖ ଅଲିମ(୩୫) ଓ ଦୌଲତ ଖାଁ(୩୦) ଏକ

କାଉନସିଲରଙ୍କ ଅକାଳ ବିୟୋଗ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ର ଜଣେ କାଉନସିଲରଙ୍କ ଆଜି ଅକାଳ ବିୟୋଗ ଘଟିଛି । ସୂଚନା ଅନୁଯାୟୀ , ହିନ୍ଦୋଳ ଏନଏସି ୮ନଂ ୱାର୍ଡ ର ବିଜେଡି କାଉନସିଲର ତଥା ପଟଣା ଗ୍ରାମର କାଳିଆ ସାହୁଙ୍କ ଧର୍ମପତ୍ନୀ ଶ୍ରୀମତୀ ରଶ୍ମିତା ସାହୁ ଙ୍କର ଆଜି ଭୋର ସମୟରେ ପରଲୋକ ହୋଇଯାଇଛି ।
error: Content is protected !!