News
lipub
samparksetu

ହାତୀ ଆକ୍ରମଣରେ ଚାଲିଗଲା ମହିଳା ଙ୍କ ଜୀଵନ

ଢେଙ୍କାନାଳ ବନଖଣ୍ଡ ସଦର ବନାଞ୍ଚଳ ମେରାମଣ୍ଡଳୀ ସେକସନ ଅନ୍ତର୍ଗତ ମୋଟଙ୍ଗା ଥାନା ତାଳଡଙ୍ଗା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳ।ଙ୍କର ମୃତ୍ୟୁ ଘଟିଛି । ତାଳଡଙ୍ଗା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ପତ୍ନୀ ଦିପ୍ତିମୟୀ ସାହୁ (୫୨)ଏବଂ ପ୍ରଭାସିନୀ ସାହୁ ଆଜି ସନ୍ଧ୍ୟା ସମୟରେ ଘର ପଛ

ରାସ୍ତା ନିର୍ମାଣକୁ ବିରୋଧ ,ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ସପ୍ତଶଯ୍ୟା ମାଝୀ ସାହିରେ ସରକାରଙ୍କ ତରଫରୁ ନିର୍ମାଣ ହେଉଥିବା ରାସ୍ତା କାର୍ଯ୍ୟକୁ ଇଣ୍ଡିଆନ ଅଏଲ କର୍ପୋରେସନ ତରଫରୁ ବିରୋଧ କରାଯାଉଥିବାର ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । କଙ୍କଡାହାଡ ଠାରୁ ସପ୍ତଶଯ୍ୟା ଗଜମରା ପର୍ଯ୍ୟନ୍ତ

ଗ୍ରାସରୁଟ ହକି ଚାମ୍ପିଆନ ସିପ୍ ଉଦଯାପିତ

ଢେଙ୍କାନାଳ ସହର ସ୍ଥିତ ମୁଖ୍ୟ ଷ୍ଟାଡିୟମରେ ଟାଟା ନାଭାଲ ସେଣ୍ଟର ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଚାଲିଥିବା ୧୪ ବର୍ଷରୁ କମ୍ ଗ୍ରାସରୁଟ ଚାମ୍ପିଆନସିପ ହକି ଟୁର୍ଣ୍ଣ।ମେଣ୍ଟ ଉଦଯାପିତ ହୋଇଯାଇଛି । ବୁଧବାର ଅନୁଷ୍ଠିତ ଦ୍ଵିତୀୟ ରନର୍ସଅପ ମ୍ୟାଚ ସମ୍ବଲପୁର ମଝିପଡା ଏବଂ ସୁନ୍ଦରଗଡ କାଦବାହାଲ

ପୋଖରୀରେ ବୁଡି ଜଣେ ମୃତ

ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା ବନ୍ଦାଣୀଆ ଗାଁରେ ପୋଖରୀରେ ବୁଡି ଜଣେ ମୃତ ।ଗାଁର କରିଆ ହଂସଦା ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ କୌଣସି କାରଣ ପାଇଁ ଅସାବଧାନତାରେ ପାଣିରେ ବୁଡି ଯାଇଥିଲେ । ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲ ଆଣିଥିଲେ ମଧ୍ୟ ଏଠାରେ ଡାକ୍ତର

ରୋଟ୍ରାକ୍ଟ କ୍ଲବ୍ ଢେଙ୍କାନାଳ ପକ୍ଷରୁ କମ୍ବଳ ବଣ୍ଟନ

ରୋଟ୍ରାକ୍ଟ କ୍ଲବ୍ ଢେଙ୍କାନାଳ ପକ୍ଷରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସହର ମଧ୍ୟରେ ରହୁଥିବା ଅସହାୟ ଲୋକମାନଙ୍କୁ କ୍ଲବର ସଦସ୍ୟମାନେ ବୁଲିବୁଲି କମ୍ବଳ ବାଣ୍ଟିଛନ୍ତି। ଗତ କିଛି ବର୍ଷ ଧରି ଏହି ପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଆଗକୁ ମଧ୍ୟ ଏହା ଜାରି ରହିବ

ମୋ ନାଲି ରଙ୍ଗ

ମୁଁ ରକ୍ତ ରଞ୍ଜିତା ବୋଲି ସହେ ଅସ୍ବୀକାରମୋ ନାଲି ପାଇଁ ମନା ମତେଦେବ ମନ୍ଦିର ଓ ରୋଷେଇ ଘର ।ବାପା ଙ୍କ କୋଳରେ ଖେଳୁ ଥିବାମୁଁ ଆଜି ବି ସେ ଝୁମ୍ପୁଡି ବାୟାଣୀ ,କିନ୍ତୁ ସେ ନାଲି ରଙ୍ଗ ମତେ ଶୁଣେଇ ଦେଲା -ଝିଅ ଆମର ବଡ଼ ହେଲାଣି,ଆଉ ହେଲାଣି ସେ ସିଆଣି l ମୋ ଯନ୍ତ୍ରଣା ଲୋକ ମତେ ସାମାନ୍ୟ

ସିରିଜ୍ ଦୁର୍ଘଟଣା ଘଟାଇଲା କାର , ଭିତରେ ଥିଲା ଲକ୍ଷାଧିକ ଟଙ୍କାର ଦେଶୀ ମଦ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଜୁବୁଲି ଟାଉନ କଦମ ଛକରେ ସିରିଜ୍ ଦୁର୍ଘଟଣା। ଏକ ମଦ ଭର୍ତ୍ତି କାର୍ ୪ ଜଣଙ୍କୁ ଦୁର୍ଘଟଣା ଘଟାଇ ଫେରାର୍ ହେବାକୁ ବସିଥିବା ବେଳେ ସ୍ଥାନୀୟ ଲୋକେ କାର୍‌ଟିକୁ କାବୁ କରିଛନ୍ତି। ତେବେ ଗାଡି ଚାଳକ ଓ ମଦ ମାଫିଆ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଛନ୍ତି।

ବେଆଇନ ପଥର ଖନନ,କ୍ରସର ଓ ମୋରମ ଚାଲାଣ ବନ୍ଦ ଦାବି ନେଇ ଜିଲ୍ଲାପାଳ ଙ୍କ ଅଫିସ ଘେରିଲେ

ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ନିହଲପ୍ରସାଦ ରେ ବେଆଇନ ଭାବରେ ଗଢିଉଠିଥିବା କ୍ରସର ,ପଥର ଖନନ ଏବଂ ମୋରମ ଚାଲାଣକୁ ବନ୍ଦ କରିବାକୁ ଗ୍ରାମବାସୀ ମାନେ ଜିଲ୍ଳାପାଳଙ୍କ ନିକଟରେ ଦାବି କରଛନ୍ତି ।ସାତ ଦନି ମଧ୍ୟରେ ପଦକ୍ଷେପ ଗ୍ରହଣ କରାନଗଲେ ଯାଜପୁର-ଢେଙ୍କାନାଳରାସ୍ତା ଅବରୋଧ କରିବାକୁ

ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ନାରୀ ଶିକ୍ଷା ଓ ସୁରକ୍ଷା ଉପରେ ସେମିନାର ଅନୁଷ୍ଠିତ

ଆଜିର ସମାଜରେ ନାରୀ ଶିକ୍ଷା ଓ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅବସରରେ ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଏକ ସେମିନାର କାର୍ଯ୍ୟକ୍ରମ ସୋରିଶିଆପଦା ଗ୍ରାମ ପଂଚାୟତଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଉକ୍ତ ସେମିନରରେ ଅଂଶ ଗ୍ରହଣ କରି ଥିବା ଶିକ୍ଷା

ବେଆଇନ ଜଙ୍ଗଲ ଜମି ଅକ୍ତିଆର ଓ ଜଙ୍ଗଲ ନଷ୍ଟ ଅଭିଯୋଗରେ କମ୍ପାନୀକୁ ରେକୁଳା ଗ୍ରାମବାସୀଙ୍କ ବିରୋଧ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁ ଜଡ଼ାପାଳ ସ୍ଥିତ ଖେମକା ରିଫାକ୍ଟୋରି ପ୍ରାଇଭେଟ ଲିମିଟେଡ଼ କମ୍ପାନୀକୁ ବିରୋଧ କରିଛନ୍ତି ରେକୁଳା ଗ୍ରାମବାସୀ । ବେଆଇନ ଜଙ୍ଗଲ ଜମି ଅକ୍ତିଆର ,ଏକର ଏକର ଜଙ୍ଗଲ ନଷ୍ଟ ସହିତ ଜଙ୍ଗଲରୁ ମାଟି ନେଇ ବିରାଟ ବିରାଟ ପୋଖରୀ ଖୋଲିବା ଭଳି
error: Content is protected !!