ମହୁମାଛି ଆକ୍ରମଣରେ ବୃଦ୍ଧ ଗୁରୁତର
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ମହୁମାଛି ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବୃଦ୍ଧ ଜଣଙ୍କ କାମାକ୍ଷାନଗର ଥାନା କାନପୁରା ପଞ୍ଚାୟତ ଅନ୍ତର୍ଗତ ଏକତାଳି ଗାଁର ଈଶ୍ୱର ଚନ୍ଦ୍ର ବିଶ୍ୱାଳ (୬୫ବର୍ଷ) ।
ଈଶ୍ୱର କାମାକ୍ଷାନଗର ସ୍ଥିତ ଅରବିନ୍ଦ ବିଦ୍ୟାଳୟରୁ ନିଜ!-->!-->!-->…
ବାଛନ୍ଦ ଅଭିଯୋଗ ବିରୁଦ୍ଧରେ ଉପଜିଲ୍ଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରୁ ବାଛନ୍ଦ ଅଭିଯୋଗ କୁ ଖଣ୍ଡନ କରି ମହିଳା ଙ୍କ ବିରୁଦ୍ଧରେ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ । ଖବରରୁ ପ୍ରକାଶ ଯେ , ହିନ୍ଦୋଳ ଏନ ଏ ସି ୱାର୍ଡ ନଂ -୧୫ ଶିଙ୍କୋଳ ଗ୍ରାମର ବାସିନ୍ଦା ପ୍ରଭାସିନୀ ବିଶ୍ୱାଳଙ୍କ ସ୍ୱାମୀ ଦୀର୍ଘଦିନ ତଳେ!-->…
କଙ୍କଡ଼ାହାଡ଼ ସିଡିପିଓ କାର୍ଯ୍ୟାଳୟ ଠାରେ ଅଙ୍ଗନୱାଡ଼ି କର୍ମୀ ଙ୍କ ଧାରଣା
ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କସ୍ ଆସୋସିଏସନ୍ ଡାକରାରେ ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ସିଡିପିଓ ଙ୍କ କାର୍ଯ୍ୟାଳୟ ଠାରେ ଅଙ୍ଗନୱାଡ଼ି କର୍ମୀ ମାନେ ଆଠ ଦଫା ଦାବି ନେଇ ଧାରଣା ଦେଇଛନ୍ତି। ବିଭିନ୍ନ!-->…
ଅଜଣା ଗାଡ଼ି ଧକ୍କା ରେ ବାଇକ ଆରୋହୀଙ୍କ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର -କଙ୍କଡ଼ାହାଡ଼ ପୂର୍ତ୍ତ ବିଭାଗ ରାସ୍ତା ବାଙ୍କ ମଞ୍ଜରୀ ନିକଟରେ ରେ ଏକ ଅଜଣା ଗାଡ଼ି ଧକ୍କା ରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି |ମୃତକ ଜଣଙ୍କ ହେଉଛନ୍ତି କାମାକ୍ଷାନଗର ଥାନା ପୁରୁଣା ରେକୁଳା ଗ୍ରାମର ସଞ୍ଜୟ ଖୁଣ୍ଟିଆ ।
ସଞ୍ଜୟ ନିଜ ବାଇକ ରେ!-->!-->!-->…
ନିରୀହ ଚାହାଣି
ଦୂରଗାମୀ ଯାତ୍ରା କରିଲା ବେଳକୁପଡ଼ିଲା ମୋର ନଜର,ନିରୀହ ଚାହାଣି ରେ ଚାହିଁଥିଲା ସେବାଟରୁ ଅନେକ ଦୂର ।ପାଖକୁ ଯାଇ ମୁଁ ପଚାରି ବୁଝିଲିକଣ ହୋଇଛି ତୁମର ?ଗୋଡକୁ ତାହାର ଦେଖିଲା ବେଳକୁବହିଯାଉଛି ରୁଧିର।
ତିଳେହେଁ ତାହାକୁ ଖାତର ନକରିଛିଡା ହୋଇଥିଲା ଏକା,ସତେକି ଯେପରି ଚାହିଁ ରହିଛି!-->!-->!-->…
ଡ୍ରେନ ନିର୍ମାଣ ପାଇଁ ୱାର୍ଡ ବାସୀଙ୍କ ଦାବି
ଢେଙ୍କାନାଳ ପୌରାଞ୍ଚଳ ଅନ୍ତଗର୍ତ କଲେଜ ବାଇପାସ ଠାରୁ କୁଞ୍ଜକାନ୍ତ ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ କରିବା ପାଇଁ ପୌରସଂସ୍ଥା ଅନ୍ତର୍ଗତ ଏକ ନମ୍ବର ଏବଂ ୨ ନମ୍ବର ୱାର୍ଡ ବାସିନ୍ଦା ମାନେ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ନିବେଦନ କରିଛନ୍ତି ।
ଅଭିଯୋଗ ଅନୁସାରେ କଲେଜ ବାଇପାସ ଇଛାଦେଇପୁର କଲେଜ!-->!-->!-->…
ନଳିତାଙ୍କ ପାଇଁ ଆବାସ ଯୋଜନା ସାତ ସପନ ,ଭଙ୍ଗା କୁଡ଼ିଆ ରେ ବିତୁଛି ଜୀବନ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ନାଏକ ସାହିର ନଳିତା ନାଏକ ,ଦିନେ ଖାଇଲେ ଦିନେ ଓପାସ । ନଡା ଛପର ଘରେ ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଦେଖାଯାଏ ।ବର୍ଷା ଦିନ କଥା ନକହିବା ଭଲ ,ଅସରାଏ ବର୍ଷା ହେଲେ ଘର ଭିତରେ ଆଣ୍ଠୁଏ ପୁଣି, ତା ଉପରେ ଦୁଇ ଝିଅ ଙ୍କ ବୋଝ ।
ବଡ ଝିଅ!-->!-->!-->…
ବ୍ୟବସାୟ ଙ୍କ ଠାରୁ ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ଆକ୍ରମଣ କରି ୧ ଲକ୍ଷ ଟଙ୍କା ଲୁଟ !
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ ଲୁଟେରାଙ୍କ ପ୍ରାଦୃଭାବ ବଢ଼ି ଚାଲିଛି,ହେଲେ ପୋଲିସ ହାତ ଖାଲି ,ପରଜଙ୍ଗ ଅଞ୍ଚଳରେ କିଛି ଦିନ ଧରି ବିଭିନ୍ନ ରାସ୍ତା ହେଉ କିମ୍ବା ଘର ହେଉ ଲୁଟେରା ମାନଙ୍କ ଶିକାର ହେଉଛନ୍ତି ବ୍ୟବସାୟୀ ଓ ଘରୋଇ ମାନେ ।ଏପରି ସ୍ଥଳେ ଥାନା ନିକଟବର୍ତ୍ତୀ ପରଜଙ୍ଗ ବଜାରରେ!-->…
ମାଟିରେ ମିଶିଲା ଧୂନୀ ମନ୍ଦିର
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦି ଠାରେ ଆଜି ମାନ୍ୟବର କୋର୍ଟ ରାୟ ପରିପ୍ରେକ୍ଷୀରେ ଗାଦୀମନ୍ଦିର ତୃତୀୟ ବେଢା ମଧ୍ୟରୁ ଚି଼ହ୍ନଟ ଓ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ୧୮ ତାରିଖ ଠାରୁ ବିବାଦୀୟ ସ୍ଥଳରେ ୧୪୪ ଧାରା ଜାରି ହୋଇଥିଲା ଓ ପୋଲିସ ମୃତୟନ ହୋଇଥିଲେ ।
ଆଜି ସକାଳ ୧୦!-->!-->!-->…
ଆରୋଗ୍ୟମ୍ ଯୋଗ ଓ ୱେଲଫେୟାର ଆସୋସିଏସନ୍ ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ
ନଭେମ୍ବର ୧୮ତାରିଖ ଶୁକ୍ରବାର ଦିନ ଢେଙ୍କାନାଳ ସହର ଗଣେଶ ବଜାର ସ୍ଥିତ ଟାଉନ ହଲ୍ ରେ ଆରୋଗ୍ୟମ୍ ଯୋଗ ଓ ୱେଲଫେୟାର ଆସୋସିଏସନ୍ ତାର ଅନୁଷ୍ଠାନ ର ଶୁଭ ଉଦଘାଟନ ଆରମ୍ଭ କରିଛି ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଉଦୟ କୁମାର ମହାପାତ୍ର ଅତିରିକ୍ତ ଜିଲ୍ଲାପାଳ ଓ ସମ୍ମାନିତ ଅତିଥି!-->…