News
lipub
samparksetu

ସୈନିକଙ୍କ ପରିଚୟ ଦେଇ ସାଇବର ଠକାମୀର ନୂଆ ତରିକା, ଉପସ୍ଥିତ ବୁଦ୍ଧି ଯୋଗୁଁ ସାଇବର ଠକେଇରୁ ବର୍ତ୍ତିଲେ ହୋଟେଲ ମାଲିକ

ସୈନିକଙ୍କ ପରିଚୟ ଦେଇ ନୂଆ ତରିକା ଆପଣାଇଛନ୍ତି ସାଇବର ଠକ। ତେବେ ଉପସ୍ଥିତ ବୁଦ୍ଧି ଯୋଗୁଁ ଠକାମୀରୁ ବର୍ତ୍ତି ଯାଇଛନ୍ତି ହୋଟେଲ ମାଲିକ। ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନରେ। ଭୁବନ କାଳୀବଜାର ସ୍ଥିତ ହୋଟେଲ ରୟାଲ ଗାଡେନକୁ ଗତକାଲି ମଧ୍ୟାର୍ନ୍ନରେ ଖାଦ୍ୟ ଅର୍ଡର

ଅଗ୍ନିକାଣ୍ଡ ରେ ୫ଟି ପରିବାରର ପ୍ରାୟ ୧୦ ବଖରା ପୋଡି ନଷ୍ଟ

କାମାକ୍ଷାନଗର ଥାନା ଅନ୍ତର୍ଗତ ବାଲିଗୋରଡ ପଞ୍ଚାୟତର ଖଟଖୁରା ଗାଁ କଟାତଇଲା ବସ୍ତିରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ୫ଟି ପରିବାରର ପ୍ରାୟ ୧୦ ବଖରା ଘର ଜଳି ପାଉଁଶ ହୋଇଯାଇଛି l ଏନେଇ ଅଗ୍ନିଶମ ବିଭାଗ ଖବର ପାଇବା ପରେ ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ

ପୋଖରୀରେ ବୁଡି ମହିଳାଙ୍କ ମୃତ୍ୟୁ

ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତର ପଦ୍ମ ପୋଖରୀ ଗ୍ରାମ ର ରାଧା ଦେହୁରୀ (୫୫) ପୋଖରୀରେ ବୁଡି ମୃତ । ସୂଚନା ମୁତାବକ ରାଧା ନିଜ ଘର ପାଖ ବେଣାପାଟିଆ ପୋଖରୀ କୁ ଶନିବାର ଭୋର ୩.୩୦ ଘଟିକା ସମୟରେ ଶୈଚ ନିମନ୍ତେ ଯାଉଥିଲେ । ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ

ତୃତୀୟ ଦିବସ ରେ ପ୍ରାକୃତିକ ବିପର୍ଯ୍ୟୟ ଶିବିର

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ର ଏକମାତ୍ର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ତୃତୀୟ ଦିବସ ରେ ପ୍ରାକୃତିକ ବିପର୍ଯ୍ୟୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ତୃତୀୟ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ପ୍ରକଳ୍ପ ଉପନିର୍ଦ୍ଦେଶକ ଡା. ସରୋଜ କୁମାର

କ୍ରସର ବନ୍ଦ ଦାବି ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କଷ୍ଟୀପାଳ ଏବଂ ବେଗା ପଞ୍ଚାୟତ ଶ୍ରୀ ମନ୍ତପରୁ ପଡା ଗ୍ରାମରେ ଚାଲିଥିବା ଜଗବନ୍ଧୁ କ୍ରସରକୁ ବନ୍ଦ କରିବା ପାଇଁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡଛି । ଗଁଦିଆ ବ୍ଲକ ନିହଲପ୍ରସାଦ ପଞ୍ଚାୟତ ନୂଆ କଷ୍ଟିପାଳ ଏବଂ ବେଗା ପଞ୍ଚାୟତ

୨୭ଟି ସମସ୍ୟାର ସମାଧାନ ଦାବି ;ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଢେଙ୍କାନାଳ ଜିଲ୍ଲା ଭାରତୀୟ ଜୀବନ ବୀମା ନିଗମରେ କାର୍ଯ୍ୟରତ ଏଜେଣ୍ଟ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଏଲଆଇସି ଏଜେଣ୍ଟ ଫେଡେରେସନ ତରଫରୁ ଜିଲ୍ଲା ଶାଖା ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଜିଲ୍ଲାରେ କାର୍ଯ୍ୟରତ ଏଲଆଇସି ଏଜେଣ୍ଟ ଏବଂ

ଭୋକ ଉପାସରେ ୪ ମା’ ଛେଉଣ୍ଡ ଶିଶୁ

ଗରିବ ଅସହାୟଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା। ହେଲେ ପରିଚାଳନାଗତ ତ୍ରୁଟି ଓ ତୃଣମୂଳ ସ୍ତରରେ ସରକାରୀ କର୍ମଚାରୀଙ୍କ ଇଚ୍ଛାଶକ୍ତିର ଅଭାବ ପାଇଁ ହିତାଧିକାରୀଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚି ପାରୁନି । ଏହାର ଏକ ନଗ୍ନ ଚିତ୍ର ଓଡ଼ାପଡ଼ା ବ୍ଲକ ବଳରାମ ପ୍ରସାଦ ପଞ୍ଚାୟତ

ଜାତୀୟ ଶିକ୍ଷା ଦିବସ ପାଳିତ

ଢେଙ୍କାନାଳ ୨ନମ୍ବର ୱାର୍ଡରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅଦ୍ଯ ତା୧୧.୧୧.୨୦୨୨ ରିଖ ଶୁକ୍ରବାର ରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ

ମହିମା ମହାବିଦ୍ୟାଳୟରେ “ଡ୍ରଗ୍ସ ର ବ୍ୟବହାର ଓ ଅପବ୍ୟବହାର ସଚେତନତା” ନେଇ ଆଲୋଚନା ଚକ୍ର

ଯୋରନ୍ଦା ମହିମାଗାଦି ସ୍ଥିତ ମହିମା ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ଆନୁକଲ୍ୟରେ ଏକ ସମ୍ପାନ " ଡ୍ରଗ୍ସ ର ବ୍ୟବହାର ଓ ଅପବ୍ୟବହାର ସଚେତନତା"(Awarness of use of Drugs and its Abuse") ସମ୍ବନ୍ଧ ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ

ଧନ୍ୟ ହେ ମଣିଷ, ଧନ୍ୟ ତୋର ମନ

ଗତ କାଲି ରାତି ଥାଉ ଥାଉ,ପାହାନ୍ତି ପହରେ,ସରୋବର ଆଉ ନଦୀ କୂଳେ,ଜମିଥିଲା ଭିଡ ଖାଲି,ପୂଣ୍ୟ ଅରଜିବା ପାଇଁ,କଦଳୀ ପାଟୁକା ଓ ଶୋଲ ନିର୍ମିତ,ରଙ୍ଗ ବେରଙ୍ଗର, ଡଙ୍ଗା ସବୁ ମାଳମାଳ,ଧର୍ମ ମାସେ ସଭିଏଁ ବ୍ୟାକୁଳ,କର୍ଣ୍ଣେ ଗୁଞ୍ଜରିତ କୀର୍ତ୍ତନର ସ୍ୱର,ଆଉ ତା ସାଙ୍ଗକୁ ଖୋଳ କରତାଳ। ମସ୍ତକରେ
error: Content is protected !!