News
lipub
samparksetu

ରାଜପଥରେ ଚାଲିଗଲା ସହକାରୀ ଯନ୍ତ୍ରୀଙ୍କ ଜୀବନ !

ଢେଙ୍କାନାଳ ୫୫ନଂ ଜାତୀୟ ରାଜପଥରେ ଆଜି ଗଲା ଆଉ ଏକ ଜୀବନ l ଟ୍ରକ ଧକ୍କାରେ ଢେଙ୍କାନାଳ ଉଠା ଜଳସେଚନ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ଶଶିକାନ୍ତ ପଣ୍ଡାଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ,ଶଶିକାନ୍ତ ମେରାମଣ୍ଡଳି ଉଠା ଜଳସେଚନ ସେକ୍ସନରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ

ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା ଉଦଯାପିତ

ଢେଙ୍କାନାଳ ଜିଲ୍ଲା ଡେଙ୍ଗବୋରେଇ ଗ୍ରାମରେ ଗତ କାଲି ଠାରୁ ଆରମ୍ଭ ହୋଇଥିବା ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତାର ଆଜି ଥିଲା ଉଦଯାପନୀ ମ୍ୟାଚ୍। ଆଜି କ୍ବାଟର ଫାଇନାଲ, ସେମିଫାଇନାଲ, ଫାଇନାଲ , ମ୍ୟାଚ୍ ଖେଳାଯାଇଥିଲା । ଭୁବନେଶ୍ୱର ଓ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଫାଇନାଲ ମ୍ୟାଚ

ଧୁମଧାମରେ ଚାଲିଛି ଜିରାଳ କାର୍ତ୍ତିକ ମହୋତ୍ସବ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ଠାରେ କାର୍ତ୍ତିକେଶ୍ୱର ମହୋତ୍ସବ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସଂସାଦ ମହେଶ ସାହୁ, କାମାକ୍ଷାନଗର ଏସଡିପିଓ ରଞ୍ଜନ ଦେ, ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ ଯୋଗ ଦେଇଥିଲେ I ଏହି ମହୋତ୍ସବ ଆଠ ଦିନଧରି ଚାଲିବ ,କରୋନା ସଂକ୍ରମଣ

ଆମେ ହେବୁ ଖାଣ୍ଟି ଓଡ଼ିଆ

ସକାଳ ହେଲା କା କାକରି କାଉ ରାବିଲାନିଦୁଆ ନିଦୁଆ ଅଳସ କଥାରେ"ବାବା..କ୍ରୋ..'କ୍ରୋ.."କହି ପୁଅ ରଡ଼ିଲା । ଥଣ୍ଡାପାଣି କିଛି ଛିଞ୍ଚି ମୁହଁରେପୁଅକୁ ଧରିଲି ଯତନେପତ୍ନୀ ହସ ହସ ମୁହେଁ କହିଗଲେ"ନିଅ… ତୁମ ବେଡ଼୍ ଟିଆଉ ପୁଅର ମେଡ଼ିସିନ୍ ପାନେ । ଶୌଚ ସ୍ନାନାଦି ସମାପ୍ତ କରିଣପୂଜାରେ

ମାତିଛନ୍ତି ରାଜପଥ ଲୁଟେରା ; ଡ୍ରାଇଭରଙ୍କୁ ମାଡ଼ମାରି ଲୁଟିଲେ ଟଙ୍କା ଓ ମୋବାଇଲ

ମାତିଛନ୍ତି ରାଜପଥ ଲୁଟେରା। ମଧ୍ୟରାତ୍ରୀରେ ରାଜପଥକୁ କରିଛନ୍ତି ଆଡ୍ଡାସ୍ଥଳୀ। ଟ୍ରକ ଡ୍ରାଇଭରଙ୍କୁ ମରଣାନ୍ତକ ମାଡମାରି କରୁଛନ୍ତି ଲୁଟ। ଏପରି ଘଟଣା ଦେଖିବାକୁ ମିଳିଛି ୫୩ ନଂ ଜାତୀୟ ରାଜପଥ ଭୁବନ ଅଞ୍ଚଳରେ। ଗତକାଲି ବିଳମ୍ବିତ ରାତ୍ରୀରେ ଭୁବନ ଥାନା ରାମକୃଷ୍ଣପୁର ଛକ ନିକଟରେ ଏକ

ସହକର୍ମୀଙ୍କ ଆକ୍ରମଣରେ ଅମିନ ଗୁରୁତର

ଢେଙ୍କାନାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଅନୁଗୁଳ -ସୁକିନ୍ଦା ରେଳଲାଇନ ଭୂ-ଅର୍ଜନ କାର୍ଯ୍ୟାଳୟ ପରିସରରେ ଜନୈକ ସହକର୍ମୀଙ୍କ ଆକ୍ରମଣରେ ଜାର୍ଯ୍ୟରତ ଅମିନ ଗୁରୁତର ଆହତ ହୋଇଥିବାର ଜଣା ପଡ଼ିଛି । ବୁଧବାର ଅପରାହ୍ନ ୪.୩୦ ସମୟରେ ଅନୁଗୁଳ- ସୁକିନ୍ଦା ରେଳଲାଇନ ଭୂ-ଅର୍ଜନ

ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତଗର୍ତ ଡେଙ୍ଗବୋରେଇ ଗ୍ରାମରେ ରାଜ୍ୟ ସ୍ତରୀୟ କବାଡି ପ୍ରତିଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଓଡାପଡା ବ୍ଲକ ଅଧ୍ୟକ୍ଷା ସସ୍ମିତା ମହାନ୍ତି ପ୍ରମୁଖ ଯୋଗ

କିକ୍ ବକ୍ସିଂରେ ସଫଳତା

ଢେଙ୍କାନାଳ ଡାଇମଣ୍ଡ କିକ ବକ୍ସିଂର ୪ଜଣ ଖେଳାଳୀ ଦିଲ୍ଲୀରେଅନୁଷ୍ଠିତ ଦ୍ଵିତୀୟ ୱାକୋ ଇଣ୍ଡିଆ ଓପନ ଆନ୍ତର୍ଜାତିକ କିକ ବକ୍ସିଂ ଟୁର୍ଣ୍ଣାମେଣ୍ଟ ରେ ସଫଳତା ହାସଲ କରଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ରେ ଆମାଚର କିକ ବକ୍ସିଂ ଆସୋସିଏସନ ଓଡିଶାର ୨୩ ଜଣ ଖେଳାଳୀ ଅଂଶ ଗ୍ରହଣ କରିଥିବା ବେଳେ

ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆସା ଉଦଘାଟିତ

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ରିଡିଂ ରୁମ ଏବଂ ଆଇକ୍ୟୁଏସି ସହଯୋଗରେ ସିମ୍ପୋନିୟମ ଆସା ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜିତ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ଉଦଘାଟନ କରିବ। ସହିତ ଏହାର ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ । ଏଭଳି କାର୍ଯ୍ୟକ୍ରମ ଦ୍ୱାରା

ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଜରଡl ପଞ୍ଚାୟତ ଅନ୍ତର୍ଗତ ଠେଙ୍ଗା ଗ୍ରାମରେ ଆଜି ସକାଳେ ଜଣେ ଅବିବାହିତl ଯୁବତୀ ନିଜ ବାଡ଼ି କୂଅରେ ପଡି ମୃତ୍ୟୁ ବରଣ କରିଥିବା ଜଣା ଯାଇଛି। ଖବର ନେବାରେ ଜଣl ଯାଏ ଯେ ,ଗ୍ରାମର ବାଲିଆ ବିଶ୍ୱାଳ ଙ୍କ ଅବିବାହିତl ଝିଅ ରିତା ବିଶ୍ୱାଳ
error: Content is protected !!