କାମାକ୍ଷାନଗର ରେ ସଚେତନତା ରଥ ପରିକ୍ରମା
କାମାକ୍ଷାନଗର ସିଡିପିଓ ଅଫିସ ପରିସରରେ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବାଲ୍ୟ ବିବାହ ଓ ମହିଳା ଙ୍କ ଉପରେ ହେଉଥିବା ନିର୍ଯାତନା ଉପରେ ବ୍ଲକ ର ବିଭିନ୍ନ ଗ୍ରାମ ରେ ସଚେତନ କରିବା ପାଇଁ ରାଜ୍ୟ ସରକାର ଙ୍କ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l
ମୁଖ୍ୟ!-->!-->!-->…
ସବୁଠୁ ସୁନ୍ଦର
ଆକାଶ କେତେ ସୁନ୍ଦର ଦିଶେତା ଦେହେ ଯେବେ ତାରା ଟି ହସେ... ଟିକିଟିକି ହେଇ ସେ ପୁଟନ୍ତି..ମିଟିମିଟି କରି ଚାହଁ ଥାଆନ୍ତି! ଆକାଶେ ହେବେ ଜହ୍ନ ଉଏଁରେ କଇଁ ଭଲପାଏ ତାକୁ କେତେରେ!ଜହ୍ନକୁସମସ୍ତେ ଡାକନ୍ତି ମାମୁଁସଭିଏଁ ଚିହଁନ୍ତି ପିଲାଟି ଦିନୁ!
!-->!-->!-->…
ଜୟ ଜଗନ୍ନାଥ
ଯେତେ ଦୁଃଖ ଦିଅ ତୁହିରେ "କାଳିଆ" ରହିଥିବି ତୋର ସଙ୍ଗେଭାବର ଠାକୁର ମୋ ପାଇଁ ପଥର ସୁନା ସଂସାର ମୋ ଭାଙ୍ଗେ।(୧)ଯେଉଁ ଦିନ ତୋତେ ଦେଖିଲି!-->…
ଭଙ୍ଗା ପୋଲ ଉପରେ ରାସ୍ତା ପଲଟିଛି ବିଦ୍ୟୁତ୍ ଖୁଣ୍ଟ !
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଦୟଣାବିଲି ଗ୍ରାମରେ ପୋଲ ଭାଙ୍ଗିଯିବାରୁ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି ଗ୍ରାମବାସୀ I ଡମଶାଳ ନଦୀର କୁ ଯିବାଆସିବା,ଚାଷ ପାଇଁ ବିଲ କୁ ଯିବାଆସିବା ଏବଂ ପାର୍ଶ୍ଵରେ ଏକ ମନ୍ଦିର ଥିବାରୁ ଏହି ପୋଲ ଉପରେ ଦୈନିକ ଗ୍ରାମବାସୀ ଛୋଟରୁ ବୁଢ଼ା!-->…
ହାଇୱା ଧକ୍କାରେ ଜଣେ ବାଇକ ଆରୋହୀ ମୃତ, ଜଣେ ଗୁରୁତର !
ଆଜି ଅପରାହ୍ନ ପ୍ରାୟ ୫ ଘଟିକା ସମୟରେ ଗୁଡିଆକାଟେଣି -ହିନ୍ଦୋଳ ରାସ୍ତାର ହାଣ୍ଡିଫୁଟା ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣା ରେ ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇ ଜଣେ ମୃତ୍ୟୁ ବରଣ କରିଥିବା ବେଳେ, ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନା ଚିକିତ୍ସିତ ହେଉଥିବା ଜଣାପଡିଛି ।
ସୂଚନା!-->!-->!-->…
ରାଧାକୁଞ୍ଜ ସାହିରେ ରାସ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ
କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ଜିରିଡାମାଳି ଗ୍ରାମ ର ରାଧାକୁଞ୍ଜ ସାହି ରେ ଦୀର୍ଘ ୩୫ ବର୍ଷ ହେବ ରାସ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଆସୁଅଛି। ବିଗତ ୨ ବର୍ଷ ହେଲା କରୋନା ପାଇଁ ନିରାଡମ୍ୱର୍ ଭାବେ ବିଧି ପାଳନ ମୁତାବକ ପୂଜା କରାଯାଉଥିଲା।
କରୋନା କଟକଣା ହଟି ଯିବାରୁ ଚଳିତ ବର୍ଷ ଧୁମ୍!-->!-->!-->…
ଭାରତୀୟ ମଜଦୂର ସଂଘର ବୈଠକ
ଆଜି ଢେଙ୍କାନାଳ ଜିଲ୍ଲା ର ଭାରତୀୟ ମଜଦୂର ସଂଘର ଅଲ୍ ଓଡିଶା ମହିଳା ଅଙ୍ଗନୱାଡ଼ି ୱାର୍କର ଆସୋସିଏସନ୍ ର ବୈଠକ ଢେଙ୍କାନାଳ ସ୍ଥିତ ବଳରାମ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଅଛି ।
ଏଥିରେ ଓଡ଼ିଶା ମହିଳା ଆସୋସିଏସନ୍ ର ସଭାପତି ସୁମିତ୍ରା ମହାପାତ୍ର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା!-->!-->!-->…
ରାସ୍ତା ମଝିରେ ଜଳିଗଲା ଟ୍ରକ !
ଆଜି ସକାଳ ଘ୯,୩୦ ମି ସମୟରେ ୫୫ ନଂ ଜାତୀୟ ରାଜପଥ ଵଣିଆପଡା ରାସ୍ତାରେ ଏକ OD06 A 3086 ନଂ ଟ୍ରକ ସଟ୍ ସର୍କିଟ ଯୋଗୁଁ ଜଳି ଯାଇଥିବା ଜଣାପଡିଛି ।
ଖବର ନେବାରେ ଜଣାଯାଏ କି ,ଗୁଡିଆକାଟେଣି ଆଡୁ ଢେଙ୍କାନାଳ ଆଡ଼କୁ ଯାଉଥିବା ଚିପ୍ସ ବୋଝେଇ ଟ୍ରକ ଟିରେ କୈାଣସି କାରଣରୁ ନିଆଁ ଲାଗି!-->!-->!-->…
ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ବୌଦ୍ଧିକ କାର୍ଯ୍ୟକ୍ରମ
କାମାକ୍ଷାନଗର ସନ୍ନିକଟ କାନପୁରା ସ୍ଥିତ ପଞ୍ଚାୟତରାଜ ରାଜ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତଙ୍କ ଅଧ୍ୟକ୍ଷତାରେ ଏକ ବୌଦ୍ଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀ ମାନଙ୍କ ସାମଗ୍ରିକ ବିକାଶ ପାଇଁ ବର୍ଷର ଅନେକ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ!-->…
ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଢେଙ୍କାନାଳ- କପିଳାସ ରାସ୍ତାର କୁକୁଡାଝର ନିକଟରେ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ବଞ୍ଚାଇବାକୁ ଯାଇ ଆକ୍ରମଣ ର ଶିକାର ହୋଇଛନ୍ତି ।
ସୂଚନା ଅନୁଯାୟୀ , ଗତ ପଞ୍ଚାୟତ ନିର୍ବାଚନରେ ୨ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଜନୈକ!-->!-->!-->…