ବିଦ୍ୟାଳୟରେ ଶିକ୍ଷକ ଅଭାବ , ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଦୁର୍ଗାପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଭିଭାବକ ଏବଂ ଗ୍ରାମାବାସୀ ମାନେ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବାର ଜଣାପଡିଛି ।
ଦୁର୍ଗାପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟଳୟରେ ୮ଟି ଶ୍ରେଣୀରେ ୧୭୨ଜଣ!-->!-->!-->…
ଫେରିଆ ସମୟ
ରେ ସମୟ ନ ହୋଇ ଅଝଟିଆଆଉ ଥରେ ଆ ଫେରିଜୀବନକୁ ମୋର ସଜାଡ଼ି ନେବିରେତୋ ଅନୁସାରେ ଧରି l
ସଂସାର ର ବୋଝ ମୁଣ୍ଡେଇଲି ସିନାନିଜକୁ ଗଲି ତ ଭୁଲିହସ ଟିକେ ଫୁଟୁ ସଭିଁଙ୍କ ଓଠରେସମସ୍ତଙ୍କୁ ଆବୁରିଲି l
ମୋ ଚାରିପଟେ ଘଟଣା କ୍ରମରେକଣ ସବୁ ଘଟୁଥିଲାବୁଝିବାକୁ ଟିକେ ତର ବି ନଥିଲା(ଯାହା) କାଳ!-->!-->!-->!-->!-->…
ଉତ୍କଳ ବିଶ୍ବବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ , ଟପ୍ ଟେନ୍ ତାଲିକାରେ ପରଜଙ୍ଗ କଲେଜର ୫ ଛାତ୍ରୀ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପରଜଙ୍ଗ ମହାବିଦ୍ୟାଳୟର ୫ଜଣ ଛାତ୍ରୀ ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ସ୍ନାତକ (ବିଏ) ୨୦୨୨ ମସିହାରେ ଦେଇଥିବା ପରୀକ୍ଷାରେ ଟପ୍ ଟେନ୍ ସ୍ଥାନ ଅଧିକାର କରିଥିବା ଜଣାପଡିଛି ।
ଏହି ତାଲିକାରେ ଓଡ଼ିଆ ବିଭାଗରେ ସ୍ଥାନ ପାଇଥିବା ୧୦ ଜଣଙ୍କ ମଧ୍ୟରେ!-->!-->!-->…
ଜାତୀୟ ରାଜପଥ ନେଲା ପୁଣି ଦୁଇ ଜୀବନ !
ଢେଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥରେ ଏକ ବାଇକ ଉପରେ ଚଢ଼ିଗଲା କୋଇଲା ବୋଝେଇ ଟ୍ରକ ,ଘଟଣା ସ୍ଥଳରେ ୨ମୃତ ।
ସୂଚନା ଅନୁଯାୟୀ , ଆଜି ଦିବା ପ୍ରାୟ ୧୧ଟା ସମୟରେ ଏକ ବାଇକ ଯୋଗେ (OD06 H7445) ଢେଙ୍କାନାଳ ଆସୁଥିବା ଦୁଇ ବାଇକ ଆରୋହୀ କୁ ଗୋବିନ୍ଦପୁର ଛକ ନିକଟରେ କଟକ ଯାଉଥିବାଏକ!-->!-->!-->…
ଟାଟା ପାୱାର ଏଜେଣ୍ଟଙ୍କୁ ମରଣାନ୍ତକ ଆକ୍ରମଣ ; ଲୁଟିନେଲେ ଟଙ୍କା ସହ ସୁନାଚେନ ଓ ମୋବାଇଲ
ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ତାଳବରକୋଟ ଗ୍ରାମ ନିକଟସ୍ଥ ସିଆରିଆ ନିକଟରେ ଟାଟା ପାୱାର ର ଜଣେ ଏଜେଣ୍ଟଙ୍କୁ କେତେକ ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରି ୧୦ହଜାର ଟଙ୍କା ସହିତ ମୋବାଇଲ ଓ ସୁନା ଚେନ ଲୁଟି ନେଇଥିବାର ଜଣାପଡିଛି ।
ସିଆରିଆ ଗାଁ ର ପ୍ରତାପ ସ୍ୱାଇଁ!-->!-->!-->…
ଏଟିଏମ ଲୁଟ ଘଟଣା ; ୩ ଅଭିଯୁକ୍ତ ଗିରଫ,୪ ଫେରାର
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ବରପଦା ଶ୍ରୀ ରାମଚନ୍ଦପୁର ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ନିକଟରେ ଠିଆବ ଏଟିଏମ ଲଟୁ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହିତ ଦୁଇଜଣକୁ ଗିରଫ କରିଛି ।
ଏହି ଘଟଣାରେ କାର ସହିତ ମୋଟରସାଇକେଲ ଏବଂ ନଗଦ ୨.୫୬ ହଜାର ଟଙ୍କା ଜବତ କରାଯାଇଥିବା ବେଳେ!-->!-->!-->…
ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ,ମୃତ୍ୟୁର କାରଣ ଅସ୍ପଷ୍ଟ !
ଭୁବନ ଥାନା ବାରୁଆଁ ପଞ୍ଚାୟତ ମେଡିକାଲ ପଛ ପଟ କାଜୁ ବୁଦାରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଭୁବନ ଥାନା ଅନ୍ତର୍ଗତ ପଳାଶପିଠିଆ ଚମ୍ପାନାଳୀଆ ଗ୍ରାମ ନାୟକ ସାହିର ବସନ୍ତ ନାୟକ (୪୮) ବୋଲି ଜଣାପଡିଛି । ସେ ପରଜଙ୍ଗ ଥାନା କନ୍ତୁର ଗାଁ ର ବାସିନ୍ଦା ହୋଇଥିବା ବେଳେ ଭୁବନ ରେ!-->…
ହିନ୍ଦୋଳ ଏନଏସି ରେ ମା’ ବାଙ୍କୀମୁଣ୍ଡି ଙ୍କ ନୂତନ ପିଢ଼ ପ୍ରତିଷ୍ଠା
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ରେ ଆଜି ପ୍ରସିଦ୍ଧ ମା' ବାଙ୍କୀମୁଣ୍ଡିଙ୍କ ନୂତନ ପିଢ଼ ପ୍ରତିଷ୍ଠା ହୋଇଯାଇଛି । ହିନ୍ଦୋଳ ଏନଏସି ୱାର୍ଡ ନଂ -୧୫ ଅନ୍ତର୍ଗତ ସିଙ୍କୋଲ ଠାରେ ଥିବା ଚାରିପିଢା ମା' ବାଙ୍କୀମୁଣ୍ଡି, ମା' ପିତ୍ତାବଳି, ମା' ବ୍ରାହ୍ମଣି ଦେବୀ ଓ ମା' ରଣାମୁହଁ ଙ୍କ ନୂତନ!-->…
ପୁରୁଷୋତ୍ତମ ପୁରରେ ମା’ ଶ୍ୟାମା କାଳୀ ପୂଜା
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଏକତାଳି ପଂଚାୟତ ର ପୁରୁଷୋତ୍ତମପୁର ଗ୍ରାମ ପୂଜା ମଣ୍ଡପରେ ବହୁ ଆଡମ୍ବରରେ ପୂଜା ପାଉଛନ୍ତି ମା' ଶ୍ୟାମା କାଳୀ ।
କରୋନା ପରେ ବଡ଼ ଧୂମଧାମ ରେ ପାଳନ କରିବା ପାଇଁ ଗ୍ରାମ କମିଟି ପକ୍ଷରୁ ପ୍ରେସିଡେଣ୍ଟ ଅସିତ ମିଶ୍ର ସେକ୍ରେଟାରୀ ରଞ୍ଜନ ମିଶ୍ର କୋଷାଧ୍ୟକ୍ଷ!-->!-->!-->…
ଢେଙ୍କାନାଳ ଓ ଅନୁଗୋଳରେ ଅନୁଷ୍ଠିତ ହେବ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’
ସର୍ବଭାରତୀୟ ଫୁଟବଲ ସଂଘ ସହଯୋଗରେ ଆମେ ଓଡ଼ିଆ ଫାଉଣ୍ଡେସନ ଟ୍ରଷ୍ଟ ଦ୍ୱାରା ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ହେଉଛି । ନଭେମ୍ବର ୩ ରୁ ନଭେମ୍ବର ୮ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ ।
ଏହି ପ୍ରତିଯୋଗିତାରେ ୮ଟି ରାଜ୍ୟରୁ ୮ଟି ଫୁଟବଲ ଟିମ୍ ଅଂଶଗ୍ରହଣ କରିବେ ,ନଭେମ୍ବର ୩ରେ ଢେଙ୍କାନାଳ!-->!-->!-->…