News
lipub
samparksetu

ଶୀତର ସକାଳ ଜୀବନ ମହ୍ଲାର

ଶୀତର ସକାଳ ଜୀବନ ମହ୍ଲାରପ୍ରସ୍ଫୁଟିତ ଯେବେ ହୁଏ,ସୁଲୁସୁଲୁ ବାଆ କାକର ସାଥିରେମନ ଆନନ୍ଦିତ ରହେ। ଶୀତ ସକାଳର ପହିଲି କିରଣଯେବେ ବିଚ୍ଛୁରିତ ହୁଏ,ଘାସର ଅଗରେ ଜଳବିନ୍ଦୁ କଣାମୋତିପରି ଦେଖାଯାଏ । ଶୀତ ସକାଳରେ ବିଛଣା ଜାବୁଡ଼ିଅଳସ କେ ଭାଙ୍ଗୁଥାଏ,ବୁଢ଼ୀ ମାଉସୀଟି ସଅଳ ଉଠିଣନିଜ କାମେ

ସବୁଜ ଦିପାବଳୀ ପାଳିବା , ବାଣ ନୁହେଁ ସବୁଜିମା ଫୁଟାଇବା

କୁନି ହାତରେ ସବୁଜ ବମ୍ । ତିଆରି ଚାଲିଛି ପୋଷ୍ଟର ,ନାରା ଅଛି ସବୁଜ ଦିପାବଳୀ ପାଳିବା , ବାଣ ନୁହେଁ ସବୁଜିମା ଫୁଟାଇବା । ସେପଟେ କୁନି କୁନି ଛାତ୍ରୀ ମାନେ ତୁଳୀରେ ଆଙ୍କୁଛନ୍ତି ରଙ୍ଗୀନ ଦୀପ । ବାଣ ଫୁଟିବ ହେଲେ ହେବନି ପ୍ରଦ୍ୟୁଷଣ ଫୁଟିବ ସବୁଜିମା । କିଛି ଏଭଳି ନିଆରା ଢଙ୍ଗରେ

ତୁଟୁନି ଲକ୍ଷ୍ମୀପୂଜା ବିବାଦ ; ସଭାପତି ଘର ଉପରକୁ ବୋମା ମାଡ଼ !

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବନମାଳୀ ପ୍ରସାଦ ଏବଂ କଂଟାନାଳୀ ବାଇପାସ ପୂଜା କିମିଟି ମଧ୍ୟରେ ବିବାଦ ତୁଟିବାକୁ ନାଁ ନେଉନି । ଶନିବାର ରାତିରେ ପୂଜା କମିଟି ସଭାପତିଙ୍କ ଘର ଉପରକୁ ବୋମା ମାଡ଼ କରି ଦୁର୍ବୃତ୍ତ ମାନେ ଫେରାର ହୋଇ ଯାଇଥିବାର ଅଭିଯୋଗ ହୋଇଛି । ଭସାଣି ଦିନ କଂଟାନାଳୀ

ଦୁର୍ଘଟଣାରେ ୨ ବାଇକ୍ ଆରୋହୀ ଗୁରୁତର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାଆନ୍ଦା ପେଟ୍ରୋଲ ପମ୍ପ ନିକଟରେ ସନ୍ଧ୍ୟା ପ୍ରାୟ ସାଢେ଼ ଆଠଟା ବେଳେ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଚାନ୍ଦପୁର ପଞ୍ଚାୟତ ତୁଳସୀପଶି ଗ୍ରାମର ଧ୍ରୁବ ପ୍ରଧାନ ଓ ଟୁକୁ ପ୍ରଧାନ ମିଶି ଏକ ମୋଟର ସାଇକେଲରେ ସାଆନ୍ଦା ଅଞ୍ଚଳକୁ ଆସୁଥିବା

ଉଦ୍‌ଘାଟନ ପରଠାରୁ ଆମ୍ବବାହାଳୀ ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ର ରେ ଝୁଲୁଛି ତାଲା !

ଆମ୍ବବାହାଳୀ ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ର ରେ ଉଦ୍‌ଘାଟନ ହେବା ପରଠାରୁ ଝୁଲୁଛି ତାଲା ।ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଭତ ବାଇଁଶିଆ ଗ୍ରାମପଞ୍ଚାୟତର ଆମ୍ବବାହାଳୀ ଠାରେ ଲୋକଙ୍କ ଉଦ୍ୟମରେ ୧୯୯୦ ମସିହାରେ ସ୍ବାସ୍ଥ୍ୟକେନ୍ଦ ପ୍ରତିଷ୍ଠା ପାଇଁ ଉଦ୍ୟମ କରାଯାଇଥିଲା। ଏଥିପାଇଁ ଲୋକେ

ପହଞ୍ଚିଛି ଶୀତ

ଭଗ୍ନ ଅଥବା ଚାକଚକ୍ୟ ମନ୍ଦିରଆଉ ତା' ଭିତରେ ଥିବା ପ୍ରସ୍ତର ମୂର୍ତ୍ତି ,ଦେବତା ମଧ୍ୟ ଶୀତରେ ଘୋଡେଇ ହୋଇଥିବେସଦ୍ୟଫୁଟା ସୁଗନ୍ଧ ଫୁଲ ଗୁଡିକୁ ।କାକରରେ ଭିଜିବାକୁ ଡରିଥିବ ଝିଣ୍ଟିକାଭୋକ ବିକଳରେ ଆମ ଗୁହାଳ ପାଖକଂକ୍ରିଟରେ ଶୋଇଥିବ ସେ ଗେମେଣା ଷଣ୍ଢ ।ଖବର ଆସିବ ଅମକ ବୁଢ଼ୀ ଚାଲିଗଲାଅମୁକ ଜଣକ

ମେରୁଦଣ୍ଡ ଭାଙ୍ଗି ଶଯ୍ୟାଶାୟୀ ପ୍ରତିମା !

କୂଅରେ ପଡ଼ି ମେରୁଦଣ୍ଡ ଭାଙ୍ଗି ଯୁବତୀ ଶଯ୍ୟାଶାୟୀ ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣୀ ପଞ୍ଚାୟତ ଅନ୍ତର୍ଗତ ପଥରକଟା ଗ୍ରାମରେ । ଗ୍ରାମର ଭରତ ଦେହୁରୀଙ୍କ ବଡ଼ ଝିଅ ପ୍ରତିମା ଦେହୁରୀ (୩୨) ।ଆଜକୁ ଷୋହଳ ବର୍ଷ ତଳେ ନିଜ

ଅବହେଳିତ ଜନ୍ତରୀ ବୋଲ ବୋଲ ତାରିଣୀ ପୀଠ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କାନପୁର। ପଞ୍ଚାୟତ ଜନ୍ତରୀ ବୋଲ ଠାରେ ୧୯୮୯ ମସିହା ଠାରୁ ଏକ ସୁନ୍ଦର ମନୋରମ ପରିବେଶ ଭିତରେ ଏକ ତାରିଣୀ ପୀଠଟିଏ ଅଛି । କାହିଁ କେତେ କାଳରୁ ବିରାଟ ବଡ଼ ବରଗଛ ମୂଳେ ହିଁ ମା' ଙ୍କ ସଂପୂର୍ଣ୍ଣ ପୀଠ। ଏଠି ମା' ଙ୍କ ର ଆବିର୍ଭାବ କାରଣ ରୁ ବହୁ

ଗୁପ୍ତ ସମ୍ପର୍କ

ବିଚିତ୍ରତା ପୂର୍ଣ୍ଣ ସାରା ମୁଲକ ତଭାବି ଘୁରି ବୁଲେ ମଥାବୋପା ଅଜା ଆମ ଚଉଦ ପୁରୁଷକାନେ ପଡିନାଇ କଥା ।ଉତ୍କଳ ପବିତ୍ର ମାଟିରେ ମ୍ଳେଛଙ୍କବଢ଼ିଲାଣି ଉତୁ ପାତଅଜବ ସମ୍ପର୍କ ବଢୁଛି ସମାଜେପାପୀ ହୋଇଲେଣି ଜାତ । ମାଉସୀ ଜଗୁଛି ପୁତୁରା ଆଶାରେଝିଅକୁ ଛାଡ଼ୁନି ବାପକଳା କଳଙ୍କର କାଳିମା
error: Content is protected !!