ସଡ଼କ ଦୁର୍ଘଟଣାରେ ଯୁବକ ଗୁରୁତର ଆହତ
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଢେଙ୍କାନାଳ -ଭୁବନ ରାସ୍ତାର ବିଧାରପୁର ଗ୍ରାମ ନିକଟ ସାପୁଆଝର ପୋଲରେ ବାଇକ୍ ମାଡ଼ ହୋଇ ଯୁବକ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ବିଧାରପୁର ପଞ୍ଚାୟତ ଡିହବାଇଁଶିଆ ଗ୍ରାମ ବାସିନ୍ଦା ଦୟାନିଧି ନାଏକ(୩୮) ଆଜି କୈ।ଣସି କାର୍ଯ୍ୟରେ ଯାଇ ସନ୍ଧ୍ୟାରେ ଗଁଦିଆ!-->…
ସରକାରୀ ଜମି କୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ବୋମା ଓ ଢେଲା ପଥର ମାଡ଼ରେ ଜଣେ ଆହାତ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଶିପୁର ଗାଁ ରେ ସରକାରୀ ଜମିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ,ବୋମା ଓ ଢେଲା ପଥର ମାଡ଼ରେ ଜଣେ ଆହାତ ହୋଇଛନ୍ତି , ଆହତ ଜଣଙ୍କ ହେଉଛନ୍ତି ସେହି ଗାଁ ର କତୁ ନାଏକ ।
ସୂଚନା ମୁତାବକ ଏକ ସରକାରୀ ଜମିକୁ ନେଇ ନାଏକ ସାହି ଓ ଗଦାଧର ସ୍ୱାଇଁ ଙ୍କ ପରିବାର!-->!-->!-->…
ହାତୀ ଆକ୍ରମଣ ରେ ଜଣେ ମୃତ
ବାଲିମି ଥାନା ଅନ୍ତର୍ଗତ ଦୁଦୁରୁକୋଟ ଗ୍ରାମର ଦଣ୍ଡଧର ସାହୁ ହାତୀ ଆକ୍ରମଣ ରେ ମୃତ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ , ଦୁଦୁରୁକୋଟ ଗ୍ରାମର ପୁରନ୍ଦର ସାହୁ ଙ୍କ ପୁଅ ଦଣ୍ଡଧର ସାହୁ ରୁଙ୍ଗଟା କାମ୍ପାନୀରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ l
ସେ ସବୁଦିନ ରୁଙ୍ଗଟା କମ୍ପାନୀ!-->!-->!-->…
ଆନ୍ତର୍ଜାତିକ ବାଳିକା ଓ ଶିଶୁ ଦିବସ ପାଳନ, ସ୍ୱଚ୍ଛତା ଏବଂ ସଚେତନତା ନେଇ ଅଙ୍କିତା ବାଣ୍ଟିଲେ ବାର୍ତ୍ତା
ଆଜି ଆନ୍ତର୍ଜାତିକ ବାଳିକା ଓ ଶିଶୁ ଦିବସ, ପ୍ରତିବର୍ଷ ୧୧ ଅକ୍ଟୋବର ଦିନ ଏହି ଦିବସ ପାଳିତ ହୋଇ ଆସିଥାଏ । ଶିଶୁ ସମୟରୁ ବାଳିକା ଙ୍କ ଶିକ୍ଷା ଓ ସ୍ୱଚ୍ଛତା ଭଳି ବିଭିନ୍ନ ଦିଗରେ ସଚେତନତା ନିମନ୍ତେ କାର୍ଯ୍ୟ କରାଯାଇଥାଏ । କିଛି ଏଭଳି ସଚେତନତା ବାର୍ତ୍ତା ନେଇ ଆଜିର ଦିନଟିକୁ ପାଳନ!-->…
ଆମେ ଆଦିଶକ୍ତିଙ୍କ ସନ୍ତାନ:ରାଜ୍ୟପାଳ ଗଣେଶୀ ଲାଲ
ଢେଙ୍କାନାଳ ସହରର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଦ୍ୱିତୀୟ ଦିନରେ ଲକ୍ଷ୍ମୀ ବଜାର ପୂଜା କମିଟିର ହୀରକ ଜୟନ୍ତୀ ସମାରୋହରେ ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଜୀ ଯୋଗଦେଇ ଆମେ ସମସ୍ତେ ଆଦିଶକ୍ତିଙ୍କ ସନ୍ତାନ ବୋଲି କହିଛନ୍ତି ।
ପ୍ରଥମ କରିଓଡିଶା ପ୍ରସିଦ୍ଧ ଗଜଲକ୍ଷ୍ମୀ!-->!-->!-->…
ସହିଦ ଗୁଳିକାଣ୍ଡ ଦିବସ ପାଳିତ
ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଅନ୍ତର୍ଗତ ପାଲାମଣ୍ଡପ ଠାରେ ବାଜିସେନା ଆନୁକୂଲ୍ୟରେ ରେ ଭୁବନ ର ସହିଦ ରଘୁ ନାୟକ ,ଗୁରି ନାୟକ ଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ୧୯୩୮ ମସିହା ଅକ୍ଟୋବର ଦଶ ତାରିଖ ବିଳମ୍ବିତ ରାତିରେ ଗୋରା ଫଉଜ ଗୁଳି ରେ ସହିଦ ହୋଇଥିଲେ ଭୁବନ ଏନଏସି ର ୨ ବୀର ତାଙ୍କ!-->…
‘ଶବରୀ’ର ରଚୟିତା
ଏହା ଅଚାନକ ତ ନୁହେଁ !କେତେ କେତେ ଜନ୍ମରପୂଣ୍ୟକୁ ତୁମେ ସାଉଁଟିଛଶବରୀଟିଏ ତିଆରିବାକୁ ?
ଯୁଗ ଯୁଗର ଅପେକ୍ଷାରତତୁମେ ମଧ୍ୟ ଥିଲ ,କୁହନ୍ତୁ ତ…ତୁମେ କ'ଣନିଜ ଚେହେରାକୁଅସ୍ଥିର ଜଳରେ ଦେଖିଶବରୀ ବୋଲି ଚମକି ନଥିଲ ?
ଦେଖ ,କେତେଥର ରାମଚନ୍ଦ୍ରତୁମହାତେ ଜନ୍ମିଛନ୍ତି !ଶବ୍ଦେ ଶବ୍ଦେ!-->!-->!-->!-->!-->…
ଛାତରୁ ପଡି ଚାଲିଗଲା ଯୁବକ ଙ୍କ ଜୀଵନ
ଅସାବଧାନତା କାରଣରୁ ଛାତରୁ ପଡି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ହେଲେ ଭୁବନ ଥାନା ବଡମୁକ୍ତାପଶି ଗ୍ରାମର ବିଭୁତି ପାତ୍ର।
ସୂଚନା ଅନୁଯାୟୀ , ଗତ ରାତିରେ ବିଭୁତି ନିଜ ଛାତ ଉପରେ ଶୋଇଥିଲେ। ବିଳମ୍ବିତ ଉଠିଥିବା ବେଳେ ଅସାବଧାନତା ଯୋଗୁଁ ଛାତରୁ ତଳକୁ ଖସିପିଡିଥିଲେ। ତାଙ୍କୁ ଗୁରତର!-->!-->!-->…
ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୬୦ ହଜାର ଟଙ୍କା ଲୁଟିଲେ ଦୁର୍ବୃତ୍ତ
ପରଜଙ୍ଗ ଥାନା କଲଦା ପଞ୍ଚାୟତ କୁଣ୍ଢେଇଖୋଲ ଗ୍ରାମର ପାନ ମସଲା ବ୍ୟବସାୟୀ ସର୍ବେଶ୍ଵର ସ୍ୱାଇଁ ଙ୍କୁ ବନ୍ଧୁକ ଦେଖାଇ ଦୁଇ ଜଣ ଦୁର୍ବୁତ୍ତ ୫୦ ରୁ ୬୦ ହଜାର ଟଙ୍କା ଲୁଟି ନେଇଥିବା ନେଇ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ସୂଚନା ମୁତାବକ କଣ୍ଢେଇଖୋଲ ଗ୍ରାମ ର ସର୍ବେଶ୍ଵର ସ୍ୱାଇଁ!-->!-->!-->…
ବଜ୍ରପାତ ରେ ଚାରିଜଣ ଗୁରୁତର ଆହତ !
ଧାନବିଲରେ ଧାନ କାଟୁଥିବା ସମୟରେ ଆଜି ଦିନ ୧୧ ଟାରେ ବଜ୍ରପାତ ଘଟି ଚାରିଜଣ ଚାଷୀ ଗୁରୁତର ଆହତ ହୋଇଛନ୍ତି ।
ଗୁରୁତର ମାନେ ହେଲେ ଢେଙ୍କାନାଳ ଜିଲ୍ଲା ଏକତାଳୀ ଗ୍ରାମର ମୂଷା ରାଉତ,ହରିହର ମାଝୀ,ବିପିନ ପଣ୍ଡା ଓ ପବିତ୍ର ସୁତାର। ଏମାନେ ଏକତାଳୀ ପଞ୍ଚାୟତ ଅନ୍ତର୍ଗତ ବ୍ରହ୍ମପୁର ମଉଜା!-->!-->!-->…