News
lipub
samparksetu

ନାଁ ତାର ଥିଲା ” ବାଜିଆ “

ସ୍ୱାଧିନତା ସଂଗ୍ରାମ ୮୧ ବର୍ଷ (୧୮୫୭-୧୯୩୬) ର ଇତିହାସ ହେଉଛି ଲହୁଲୁହର ଇତିହାସ , ଦରିଆ ପାରିର ବଳୀ, ଆଜୀବନ ବନ୍ଦୀ , ଫାସିଖୁଂଟ , କଳାପାଣି ,ଏବଂ ବୁଲେଟର ହୋଲି ଖେଳରେ ଶହୀଦ୍ ହେଲେ ଅଗଣିତ ମୁକ୍ତି ସଂଗ୍ରାମୀ ଯୋଦ୍ଧା । ସେମାନଙ୍କର ସ୍ୱପ୍ନଥିଲା “ସ୍ୱାଧିନତା ଭାରତ” । ସେହି ପରାଧିନ

ରାତିରେ ଏଟିଏମ ଲୁଟିଲେ ଦୁର୍ବୃତ୍ତ

ଗଁଦିଆ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ମେଡିକାଲ ଛକ ଠାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଏକ ATM କାଉଣ୍ଟର ସ୍ଥାପିତ ହୋଇଥିଲା । ଏପ୍ରିଲ ମାସ୨୦୨୧ଏହାଦ୍ୱାରା ଜନସାଧାରଣ ମାନେ ନିଜର ଦରକାର ମୁତାବକ ଟଙ୍କା ଉଠାଇ ପାରୁଥଲେ , କିନ୍ତୁ ଗତକାଲି ରାତିରେ ଲୁଟେରା ମାନେ ଘରର ଉତ୍ତର

ବରିଷ୍ଠ ନାଗରିକ ମଞ୍ଚ ଗଁଦିଆ ବ୍ଳକ ଚତୁର୍ଥ ବାର୍ଷିକ ବୈଠକ

ପଞ୍ଚାୟତ ସମିତି ସଭାଗୃହ ଗଁଦିଆ ଠାରେ ଗଁଦିଆ ବ୍ଳକ ର ବରିଷ୍ଠ ନାଗରିକ ମଞ୍ଚ ଚତୁର୍ଥ ବାର୍ଷିକ ବୈଠକ ମଞ୍ଚର ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ମିଶ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା ,ବରିଷ୍ଠ ଆୟବେୟର ସମୀକ୍ଷା କରିଥିଲେ। ବରିଷ୍ଠ ନାଗରିକଙ୍କୁ ଦିଆଯାଇଥିବା ମାସିକ ଭତ୍ତା କୁ ଏକ

ହାତୀ ଆକ୍ରମଣରେ ଜଣେ ମୃତ , ଅଞ୍ଚଳରେ କୋକୁଆ ଭୟ

ହିନ୍ଦୋଳ ବନାଞ୍ଚଳ ରାସୋଳ ଦମକଳ କେନ୍ଦ୍ର ନିକଟ ଏକ ବିଲ ରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ରୁ ଜଣାଯାଏ ,ରାସୋଳ ମୁଣ୍ଡିଆ ସାହି ର ପଞ୍ଚାନନ ବେହେରା (୫୦) ଆଜି ଭୋର ସମୟରେ ବିଲକୁ ଯାଇଥିବା ବେଳେ ଏକ ହାତୀ ହାବୁଡ଼ରେ ପଡି ଯାଇଥିଲେ । ରକ୍ତମୁଖା

ପିଠେ ମହାଷ୍ଟମୀ

ବିମଳ ଶରତ ନିର୍ମଳ ସରିତା ସୁନିର୍ମଳ ଜଳରାଶିଧଳା ମେଘମାଳେ ନିରେଖି ଅମ୍ବରେ କାଶତଣ୍ଡି ସ୍ମିତହସି । ରାଧାଷ୍ଟମୀ ଦିନ ମା ର ଶୟନ

ବ୍ରାହ୍ମଣୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ

ପରଜଙ୍ଗ ବ୍ଲକ ସରାଙ୍ଗ ପଞ୍ଚାୟତ ଜଟୁଆ ରଗୋଡି ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।ଯୁବକ ଜଣଙ୍କ ହେଲେ ଯାଜପୁର ଜିଲ୍ଲା ଡୁବୁରୀ ଅଞ୍ଚଳର ରାଜେନ୍ଦ୍ର ନାଏକ (୨୮) । ସୂଚନା ଅନୁଯାୟୀ , ରାଜେନ୍ଦ୍ର ନିଜ ବନ୍ଧୁ ବିଷିକେସ ନାଏକ ଏକ ମୋଟର ସାଇକେଲ ଯୋଗେ

ଗଛ

ଗଛ ଆମକୁ ଦିଏ ଜୀବନ କରିବା ଆସ ତାର ଯତନ ରହିଛି ତାର ବହୁ ଉପକାର ଜାଣିବା ଆସ ତା ଗୁଣ ମଧୁର ତା ବିନା ଏ ଜଗତ

ଦିଗହରା ସୋପାନ କାର୍ଯ୍ୟକ୍ରମ ; ୯ ଟଙ୍କାରେ ପେଟପୂରା ମିଳୁନି ପୁଷ୍ଟିକର ଖାଦ୍ୟ

ଢେଙ୍କାନାଳ ଜିଲ୍ଲାରେ ୨ହଜାର ୨୨୦ ଅଙ୍ଗନୱାଡି କେନ୍ଦ୍ର ରହିଥିବା ବେଳେ ୨ ହଜାର ୧୭ କେନ୍ଦ୍ରର ନିଜସ୍ୱ ବାସଗୃହ ରହିଥିବାର ଜଣାପଡିଛି । ପରଜଙ୍ଗ କଙ୍କଡାହାଡ ବ୍ଲକରେ ଆଦିବାସୀ ମାନଙ୍କ ସଂଖ୍ୟା ଅଧିକ ରହିବା ସହିତ ଅତିଶୟ ପୁଷ୍ଟିହୀନତା ଯୋଗୁ ଏହି ଦୁଇ ବ୍ଲକକୁ ସରକାରଙ୍କ ତରଫରୁ ଏପ୍ରିଲ ୨୨ରୁ

ପୋଖରୀ ରେ ବୁଡ଼ି ଦିନମଜୁରିଆ ଙ୍କ ଚାଲିଗଲା ଜୀଵନ !

ଢେଙ୍କାନାଳ ଟାଉନ ଥାନା ଜୟଗୋପାଳ ସାହି ଗୋପାଳସାଗର ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ଉକ୍ତ ସାହିର କୁମର ବେହେରା (୪୭) ବୋଲି ଜଣାପଡିଛି । ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୯ଟାରେ ସେ ଶୌଚ ହେବାକୁ ଯାଇଥିଲେ । କିନ୍ତୁ ନଫେରିବାରୁ ପରିବାର ଲୋକେ
error: Content is protected !!