ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ଡୋଲିଆ ଗୋବରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅନନ୍ତ କିଶୋର ପ୍ରଧାନ ଙ୍କୁ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ପୁରାତନ ଛାତ୍ର ଓ ଗ୍ରାମବାସୀ ବୃନ୍ଦ।
ଏଥିରେ ମୁଖ୍ୟ ଅତିଥି ଭାବେ ବାମ ଗ୍ରାମ ପଂଚାୟତ ର ସରପଞ୍ଚ!-->!-->!-->…
କାହିଁଗଲା ତୁମ୍ଭ ପାରିବାର ପଣ
ହେ ଯୁବକଗଣ,କିଏ କାହିଁକି ଲୁଟିନେଲା,ତୁମ ସାମର୍ଥ୍ୟ, ତୁମ ପାରିବାର ପଣ?ହୋଇଗଲ ସର୍ବେ ତୁମ୍ଭେ,ଶୌର୍ଯ୍ୟ ବୀର୍ଯ୍ୟ ହୀନ,ପର୍ବତ ଲଙ୍ଘିବାର ବୟସରେ,କାହିଁକି ହୋଇଲ ତୁମ୍ଭେ ବୃଦ୍ଧ ଙ୍କ ସମାନ?କାହିଁକି ଜୀବନ ତୁମ ଲାଗୁଅଛି ପିତା?କଣ ପାଇଁ ଆତ୍ମହତ୍ୟା ର ମାନସିକତା?ଏହା କଣ ସମାଧାନ ର ଏକମାତ୍ର!-->…
ବାପା ଛେଉଣ୍ଡ ହେଇଗଲେ ଚାରି ଝିଅ
ବେସାହାରା ହେଇଗଲେ ମମତା ନାଏକ । ନିଜର ଚାରିଜଣ ପିଲାଙ୍କୁ ଇପରି ଆହାର ଯୋଗାଇବା ମମତା ନାଏକ ଏବେ ଚିନ୍ତାରେ ।ସ୍ୱାମୀ ଥିଲେ ଦିନ ମଜୁରିଆ ,ସ୍ୱାମୀ ରୋହିତ ନାଏକ ଅଜଣା ରୋଗରେ ପିଡୀତ ହୋଇ ଆରପାରିକୁ ଚାଲିଗଲା ପରେ ସ୍ତ୍ରୀ ଏବଂ କୁନି କୁନି ଚାରିଝିଅ ଙ୍କ ର ଭୋକ ଉପାସରେ ଦିନ କଟୁଛି ।
!-->!-->…
ନୀଳକଣ୍ଠପୁର ଗ୍ରାମରେ ପଥମ ଥର ପାଇଁ ଆୟୋଜିତ ହେଲା ସିଡ୍ ବଲ୍ ପ୍ରସ୍ତୁତ କର୍ମଶାଳା
ସବୁଜ ବିକଳ୍ପ ପାଇଁ ନିଆରା ପ୍ରୟାସ । ଗଛ ହସିଲେ ଜୀବନ ହସିବ , କିନ୍ତୁ ଏବେ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାକୁ ବସିଥିବା ବେଳେ ସିଡ୍ ବଲ ପଦ୍ଧତି ଅବଲମ୍ବନ କରି ଗଛ ସଂଖ୍ୟା ବଢ଼ାଇବା ଲକ୍ଷ୍ୟରେ ଜାତିସଂଘ ପୁରଷ୍କାର ପ୍ରାପ୍ତ ଯୁବ ପରିବେଶବିତ ଶୁଭ୍ରାଂଶୁ ଶତପଥୀ ।
ସିଡ୍ ବଲ୍ ବା ମଞ୍ଜି!-->!-->!-->…
ଏଟିଏମ ଲୁଟ ଉଦ୍ୟମ ବିଫଳ
ଢେଙ୍କାନାଳ ସହର କୁଞ୍ଜକାନ୍ତ ଠାରେ ଥିବା କାନରା ବ୍ୟାଙ୍କ ଏଟିଏମକୁ ଗତକାଲି ରାତିରେ ଲୁଟ ଉଦ୍ୟମ ହୋଇଥିବା ସୂଚନା ମିଳିଛି । ଏଟିଏମ ପ୍ରବେଶ ଦ୍ୱାର କବାଟର କାଚ ଭଙ୍ଗା ଯାଇଥିବା ବେଳେ ମେସିନ ସୁରକ୍ଷିତ ରହିଥିବାର ଜଣା ପଡିଛି l
ଗୁରୁବାର ପୂର୍ବାହ୍ନରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏ!-->!-->!-->…
କଟକ ଜଗତପୁର ଅଞ୍ଚଳର ନରହନ୍ତା ଏବେ ଢେଙ୍କାନାଳ ର ଅତିଥି !
କଟକ ଜଗତପୁର ଅଞ୍ଚଳରେ ବାଟବଣା ହୋଇ ସହର ଭିତରକୁ ଚାଲି ଆସିଥିବା ହାତୀ ରାସ୍ତା ଉପରେ ବୁଲିବା ସହ ଉତ୍ପାତ ମଚାଇଥିଲା । ସହର ଭିତରେ ଘର ଦ୍ୱାରା ଓ ଗାଡି ଭଙ୍ଗାରୁଜା କରିବା ସହ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ଆତଙ୍କ ସୃଷ୍ଟି ହେବା ପରେ ହାତୀକୁ ଘଉଡାଇବା ପାଇଁ!-->!-->!-->…
ଢେଙ୍କାନାଳ ଖମାରସାହି ଆଶ୍ରମ ବିଦ୍ୟାଳୟ ଭାଙ୍ଗିବାକୁ ନେଇ ଉତ୍ତେଜନା
ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଢେଙ୍କାନାଳ ସହରର ଦକ୍ଷିଣ କାଳୀ ସ୍ଥିତ ଖମାର ସାହି ଆଶ୍ରମ ବିଦ୍ୟାଳୟ ଉଚ୍ଛେଦ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି। ଉଚ୍ଛେଦ ପାଇଁ କୋର୍ଟ ଦ୍ବାରା ନିଯୁକ୍ତ ଅମିନ କମିଶନଙ୍କ ସହିତ ପୋଲିସ ଫୋର୍ସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି। ତେବେ ଆଜି!-->…
ଶାମାଚରଣପୁର ପିଏଚ କୁ ଦିବ୍ୟାଙ୍ଗ ପାସେଞ୍ଜର କୁ ନା !
ରେଳ ଯାତ୍ରା ସମସ୍ତ ଙ୍କ ଅଧିକାର, ଯାତ୍ରୀଙ୍କ ନିମନ୍ତେ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ସ୍ପେସିଆଲ କୋଚ ର ମଧ୍ୟ ସୁବିଧା ପ୍ରଦାନ କରିଥାନ୍ତି ହେଲେ ଗ୍ରାଉଣ୍ଡ ସ୍ଥରରେ ଏହାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି । ଶାମାଚରଣପୁର ପିଏଚ ଢେଙ୍କାନାଳ!-->…
ଦୁଇ ବର୍ଷ ଧରି ଖାଲି ପଡ଼ିଛି ଏଲୋପାଥିକ ଡାକ୍ତର ପଦବୀ ; ଆୟୁଷ ଡାକ୍ତରଙ୍କୁ ନେଇ ଚାଲିଛି ରୋଗୀସେବା
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପାଇକପୁରଣାକୋଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦୁଇ ବର୍ଷ ଧରି ଏଲୋପାଥିକ ଡାକ୍ତର ପଦବୀ ଖାଲି ପଡିଛି ।ବାରମ୍ବାର ଦାବି ସତ୍ତ୍ୱେ ସରକାରଙ୍କ ତରଫରୁ ଡାକ୍ତର ନିଯୁକ୍ତି କରାଯାଉନଥିବା ବେଳେ ଆୟୁଷ ଡାକ୍ତରଙ୍କୁ ନେଇ ରୋଗୀ ସେବା ହେଉଛି ।
ଏହି!-->!-->!-->…
ଓଡିଶା ନାଟ୍ୟ ସଂଘ ଦିବସ ପାଳିତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ସ୍ଥିତ ଗଡ଼ଜାତ ଭବନ ଠାରେ ଜିଲ୍ଲା ର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଭୂମିକା ଆନୁକୂଲ୍ୟରେ ଓଡ଼ିଶା ନାଟ୍ୟ ସଙ୍ଘ ଦିବସ ପାଳିତ ହୋଇ ଯାଇଛି । ଜିଲ୍ଲା ସଂଯୋଜକ ନାଟ୍ୟକାର ମଧୁସୂଦନ ଷେଣ୍ଢ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ!-->…