ବିନା ଗୃହରେ ଚାଲିଛି ୧୭ ଅଙ୍ଗନବାଡି କେନ୍ଦ୍ର !
କେନ୍ଦ୍ର ସରକାରଙ୍କ ପକ୍ଷରୁ କୋମୋଳମତି ଶିଶୁ ମାନଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ର ଖୋଲିଛନ୍ତି। ଶିଶୁ, ଗର୍ଭବତୀ ମହିଳା, କିଶୋରୀ, ପୃଷ୍ଟିହିନତା ମାନଙ୍କୁ ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ସେବା ଯୋଗାଇ ଦିଆଯାଉଛି। ହେଲେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର କେତେକ ଅଙ୍ଗନବାଡି କେନ୍ଦ୍ର!-->…
କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ର ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ
କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ସମସ୍ତ କର୍ମକର୍ତା ଆଜି କଙ୍କଡାହାଡ଼ ଗୋଷ୍ଟି ଉନ୍ନୟନ ଅଧିକାରୀ ଶଙ୍କର ପ୍ରସାଦ ସାହୁଙ୍କୁ ସଂଘ ସଭାପତି ଇଂ ରାଜେଶ କୁମାର ଦେହୁରୀଙ୍କ ନେତୃତ୍ୱରେ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ ।
କଙ୍କଡାହାଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଇଥିବାରୁ!-->!-->!-->…
୩ଦିନ ପରେ ନିଖୋଜ ନିର୍ମଳଙ୍କ ଗଳିତ ଶବ ଉଦ୍ଧାର
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ସନ୍ଥପୁ୍ର ଗ୍ରାମର ନିଖୋଜ ନିର୍ମଳ ସାହୁ (୫୭)ଙ୍କ ଗଳିତ ମୃତଦେହ କୁ ଆଜି ଗଁଦିଆ ଅଗ୍ନିଶମ ବାହିନୀ ଓ ଢେଙ୍କାନାଳ ଓଡ୍ରାଫ ଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କରିଛନ୍ତି
। ଗାଧୋଇ ଯାଇ ନିଖୋଜ ହେବା ସଂଦେହ କରି ପରିବାର ଲୋକେ ପ୍ରଥମେ ଗଁଦିଆ!-->!-->!-->…
ବସ ଟ୍ରକ ମୁହାଁ ମୁହିଁ ଧକ୍କା ; ୨ ଗୁରୁତର ଆହତ
ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ଦୁଦୁରୁକୋଟ ରାମଚଣ୍ଡୀ ଛକ ଠାରେ ଆଜି ସକାଳ ୭ .୧୦ ମିନିଟ ସମୟରେ କଳାଠାକୁର ନାମକ ଯାତ୍ରୀ ବାହି ବସ ସହ ଏକ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ୨ଜଣ ଗୁରୁତର ଆହତ ହୋଇଥିବାର ଜଣା ପଡିଛି ।
ବସରେ ପ୍ରାୟ ୭ ରୁ ୮ ଜଣ ଥିବା!-->!-->!-->…
ଦନ୍ତା ଆକ୍ରମଣରେ ଚାଲିଗଲା ସ୍ଵାମୀ ର ଜୀଵନ , ସ୍ତ୍ରୀ ଗୁରୁତର
ମହାବିରୋଡ଼ ରେଞ୍ଜ ପଙ୍ଗାତିରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କାଉଁସିନାଳୀ ଗ୍ରାମରେ ହାତୀ ଆତଙ୍କ । ହାତୀ ଆକ୍ରମଣର ଶିକାର ହେଲେ ଦମ୍ପତି, ଆକ୍ରମଣ ରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତ୍ତର । ଢେଙ୍କାନାଳ ବନଖଣ୍ଡ ମହାବୀର ରୋଡ ରେଞ୍ଜ ଦଦରାଘାଟି ସେକ୍ସନ ଚାନ୍ଦପୁର ଗାଁର କାଉଁସନାଳି ସାହିରେ ଏଭଳି!-->…
ହାତୀ ଙ୍କ ଉପଦ୍ରଵ କୁ ନେଇ ଚିନ୍ତାରେ ଚାଷୀ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଳି ପଞ୍ଚାୟତ ମାଧମୁଣ୍ଡା ଗ୍ରାମ ଓ ରୋଡଙ୍ଗ ଗ୍ରାମ ର ପଡିଆ ସାହି ଚାଷୀ ମାନଙ୍କ ଧାନ ବିଲରେ ହାତୀ ପଲ ପଶି ଆତଙ୍କ ରାଜ ଚଳାଇଛନ୍ତି । ଚାଷୀ ମାନଙ୍କ ୫ ଏ କର ଜମି କୁ ନଷ୍ଟ କରିଥିବା ସୂଚନା ରହିଛି।
ପ୍ରକାଶ ଥାଉକି ,ମାଧମୁଣ୍ଡା ଓ ରୋଡଙ୍ଗ!-->!-->!-->…
ପକ୍ଷୀ ଶିକାରୀ ସାଜିଛି ଢେଙ୍କାନାଳ ବିଦ୍ୟୁତ ବିଭାଗ, ପ୍ରତିଶ୍ରୁତି ସାଜିଲା ପାଣି ଫୋଟକା !
ପ୍ରକୃତୀର କୋଳରେ ଆମ ସହର ଢେଙ୍କାନାଳ । ଏହାର ଚତୁରପାର୍ଶ୍ଵ ବିଶାଳ ପାହାଡ଼ ପ୍ରାଚୀର ପରି ଠିଆ । ତେଣୁ ସହରରେ ବିଭିନ୍ନ ପକ୍ଷୀ ଦେଖିବାକୁ ମିଳିଥାନ୍ତି । ବିଶେଷ କରି ଦେଉଳସାହି, କୁଞ୍ଜକାନ୍ତ, କଲେଜ ବାଇପାସ ଏବଂ କୋରିଆଁ ଛକ ପାଖରେ ବିଭିନ୍ନ ବିରଳପ୍ରଜାତିର ପକ୍ଷୀ ଦେଖିବାକୁ!-->!-->!-->…
ଢେଙ୍କାନାଳ ଷ୍ଟେସନର ହେବ ନବୀକରଣ, ସମ୍ବଲପୁର ରୁ ଢେଙ୍କାନାଳ ଦେଇ କଲିକତା କୁ ଯୋଡି ହେବ ରେଳସେବା
ଢେଙ୍କାନାଳ ଅର୍ଥନୀତି ରେ ଯୋଡ଼ିହେବ ନୂଆ ଅଧ୍ୟାୟ, ଜିଲ୍ଲାରେ ଥିବା ବିଭିନ୍ନ ଷ୍ଟେସନ ଗୁଡିକ ରେ ମିଳିବ ଅତ୍ୟାଧୁନିକ ସେବା । ଢେଙ୍କାନାଳ ଦେଇ ଯିବ କଲିକତା କୁ ଟ୍ରେନ । କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଢେଙ୍କାନାଳ!-->!-->!-->…
ପାର୍ବଣ ଆରମ୍ଭ ରୁ ଅଶାନ୍ତ ଢେଙ୍କାନାଳ, ରାତି ଅଧିଆ ଫୁଟିଲା ଗୁଳି
ପାର୍ବଣ ଋତୁ ଆରମ୍ଭରୁ ଅଶାନ୍ତ ହେଲାଣି ଶାନ୍ତିର ସହର । ରାତି ଅଧିକା ଫୁଟୁଛି ଗୁଳି ସହରରେ ବୁଲୁଛି ବେଆଇନ ବନ୍ଧୁକ, ଧଳା ଜହର ରେ ମାତିଛନ୍ତି ଯୁବଗୋଷ୍ଠୀ । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଙ୍କଡପାଳ ଗ୍ରାମରେ ଫୁଟିଲା ଗୁଳି । ଗତକାଲି ରାତିରେ ୩ ଦୁର୍ବୃତ୍ତ!-->!-->!-->…
ଡଉଁରିରେ ନାଳରେ ଭାସିଯାଇ ବ୍ୟକ୍ତି ନିଖୋଜ
ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ସନ୍ଥପୁରୁ ଗ୍ରାମ ର ଜଣେ ବ୍ୟକ୍ତି ନିକଟସ୍ଥ ଡଉଁରିରେ ନାଳରେ ଭାସିଯାଇ ନିଖୋଜ ଥିବା ସନ୍ଦେହ କରି ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଓଡ୍ରାଫ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା।
ହେଲେ ସଂଧ୍ୟା ସୁଦ୍ଧା କୈାଣସି ଖୋଜଖବର!-->!-->!-->…