୫ ବର୍ଷରେ ଲାଗିଲାଣି ୧୭ ହଜାର ୭୨୩ ହେକ୍ଟର ଜମିରେ ଚାରା,ନୂତନ ଗଛର ନାହିଁ ଚିହ୍ନବର୍ଣ୍ଣ
ଢେଙ୍କାନାଳ ଜିଲ୍ଳାରେ ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୧୭ ହଜାର ୭୨୩ ହେକ୍ଟର ଜମିରେ ୧୦ଲକ୍ଷରୁ ଅଧିକ ଚାରା ରୋପଣ କରାଯାଇଥିବାର ଜଣାପଡିଛି । ଜଙ୍ଗଲ ପରିମାଣ ଠାରୁ ଅଧିକ ଜମିରେ ନୂତନ ଚାରା ରୋପଣ କରାଯାଇଥିବା ବେଳେ ଜଙ୍ଗଲରେ ଗଛର ଚିହ୍ନବର୍ଣ୍ଣ ନଥିବାର ଜଣାପଡିଛି ।
ଢେଙ୍କାନାଳ ବନଖଣ୍ଡରେ!-->!-->!-->…
ବିଦ୍ୟୁତ୍ ଆଘାତରେ ବାପ ପୁଅ ଗୁରୁତର
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧୀନସ୍ଥ ମହାବିରୋଡ ଫାଣ୍ଡି ଅଞ୍ଚଳର ଝିଲି ପଞ୍ଚାୟତ ତୋରୋଡ଼ାନାଳୀ ଗ୍ରାମର ମହୁର ନାଏକଙ୍କ ପୁଅ ରବି ନାଏକ ୪୬ ବର୍ଷ ଓ ତାଙ୍କ ପୁଅ ଅମ୍ଲନ ନାଏକ ୧୬ ବର୍ଷ ନିଜ ଘର କାମ କରୁଥିବା ବେଳେ ହଠାତ୍ ଘରକୁ ନେଇଥିବା ବିଦ୍ୟୁତ୍ ସର୍ଭିସ୍ ତାର ଛିଣ୍ଡି ପଡ଼ିଥିଲା!-->…
୫୫ ନଂ ଜାତୀୟ ରାଜପଥ କାର୍ଯ୍ୟ ନିମ୍ନମାନର କାର୍ଯ୍ୟ ଶେଷ ହେବାର ମାସକରେ ଉଠିଲାଣି କଂକ୍ରିଟ !
ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥକୁ ନେଇ ବାରମ୍ବାର ଦାବି ସତ୍ତ୍ୱେ ବିଭାଗୀୟ ଅଧିକ।ରୀ ନିଜର ମନମୁଖୀ କାର୍ଯ୍ୟ ଚଳାଇଥିବାର ଜଣାପଡିଛି । ଆନ୍ଦୋଳନ ହେଲେ ଜାତୀୟ ରାଜପଥ ବିଭାଗ ତରଫରୁ ଦିନେ ଦଇୁ ଦନି କାର୍ଯ୍ୟ କରାଯାଇ ପୁଣି ବନ୍ଦ କରିଦିଆ ଯାଉଛି ।
କିଛିଦିନ ହେବ!-->!-->!-->…
ଭିତ୍ତିଭୂମି ସତ୍ତ୍ବେ ବିଜ୍ଞାପିତ ଅଞ୍ଚଳ ମାନ୍ୟତା ରୁ ବଞ୍ଚିତ ଗଁଦିଆ !
ଢେଙ୍କାନାଳ ଜିଲାରୁ ଅନ୍ୟତମ ବ୍ଲକ ମୁଖ୍ୟାଳୟ ହେଲା ଗଁଦିଆ ଏହା ଜିଲ୍ଲା ମୁଖ୍ୟାଳୟଠାରୁ ଉତ୍ତର ଦିଗରେ ୩୦ କି.ମି, ଦୂରରେ ଅବସ୍ଥିତ । ବ୍ରାହ୍ମଣୀ ନଦୀରେ ବାଜିରାଉତ ସେତୁ ହେବା ପରେ ଗଁଦିଆରୁ ଭୁବନ ବିଜ୍ଞାପିତ ଅଞ୍ଚଳର ଦୂରତ୍ବ ମାତ୍ର ୧୫ କି.ମି. ।
୩୦ କି.ମି. ଦୂରରେ ଢେଙ୍କାନାଳ ଠାରେ!-->!-->!-->…
ଗାଁରେ ଲକ୍ଷାଧିକ ଟଙ୍କାର କୋଇଲା ଠାବ
ଭୁବନ ଥାନା ଅନ୍ତର୍ଗତ ଏକତାଳି ପଞ୍ଚାୟତ ଚନ୍ଦାର ଗ୍ରାମ ନିକଟରେ ଥିବା ଖେଳପଡ଼ିଆର ପଶ୍ଚିମ ପାର୍ଶ୍ୱରେ ଚାଲିଶ ଟନ ରୁ ଉର୍ଦ୍ଧ୍ବ ଚୋରା କୋଇଲା ପଡ଼ିରହିଛି । ଗ୍ରାମବାସୀ ମାନେ ଶୌଚ ହେବାକୁ ଆସିବା ବେଳେ ଖୋଲା ପଡିଆରେ କୋଇଲା ପଡ଼ିଥିବା ଦେଖିବାକୁ ପାଇଥିଲେ l
ଭୁବନ ଅଞ୍ଚଳ ୧୦ଟି ସ୍ଥାନରେ!-->!-->!-->…
ହାତୀ ପାଇଁ ଆଘୋଷିତ ବିଦ୍ୟୁତ କାଟ , ଉପଜିଲ୍ଲାପାଳଙ୍କୁ ଘେରିଲେ ଲୋକେ
ହିନ୍ଦୋଳ ବନାଞ୍ଚଳର ବିଭିନ୍ନ ଜଙ୍ଗଲ ନିକଟସ୍ଥ ଗ୍ରାମ ମାନଙ୍କରେ ଏବେ ବନବିଭାଗର ନିର୍ଦ୍ଦେଶ କ୍ରମେ ବିଦ୍ୟୁତ ସଂସ୍ଥା ଟିପିସିଓଡିଏଲ ବେଆଇନ ବିଦ୍ୟୁତ କରେଣ୍ଟରେ ଜଙ୍ଗଲ ମାନଙ୍କରେ ହାତୀ ଓ ବାରହା ମୃତ୍ୟୁ କୁ ରୋକିବା ପାଇଁ ଦିନ ଦିନ ଧରି ବିଦ୍ୟୁତ କାଟ କରୁଛି।
ଏହି ସମସ୍ୟା ଗୁରୁତ୍ତର!-->!-->!-->…
ଭଡାଘରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଏକ ଘରୋଇ ଫାଇନାନ୍ସ କମ୍ପାନୀ ର କର୍ମଚାରୀ ଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତକ ଜଣଙ୍କ ନାମ ଅଜିତ ମହାପାତ୍ର ହୋଇଥିବା ବେଳେ ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ମୁକ୍ତାପୁର ଗ୍ରାମରେ ବୋଲି ଜଣା ପଡ଼ିଛି ।
ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ନିକଟରେ ଥିବା ଏକ!-->!-->!-->!-->!-->…
ଘର ଭାଙ୍ଗି ଠାକୁରଙ୍କ ଅଳଙ୍କାର ସହିତ ଅନ୍ୟାନ୍ୟ ଜିନିଷ ଚୋରି
ପୁଣି ମାତିଲେ ଲୋଟେରା କାମାକ୍ଷାନଗର ଦିଗୋଡ଼ିଆ ନୁଆଁଆଳତୁମା ଗାଁର ଠାକୁର ଘର ଭାଙ୍ଗି ଲୋଟ କଲେ ଠାକୁରଙ୍କ ଅଳଙ୍କାର ସହିତ ଅନ୍ୟାନ୍ୟ ସାମଗ୍ରୀ ।ଗତ କିଛିଦିନ ହେଲାଣି କାମାକ୍ଷାନଗର ଥାନା ଅଞ୍ଚଳରେ ଲୋଟେରା ମାନଙ୍କର ପ୍ରାଦୃଭାବ ଦେଖିବାକୁ ମିଳିଛି ।
ଗତ ସପ୍ତାହକ ତଳେ କାଦୁଆ ପଂଚାୟତର!-->!-->!-->…
କେନାଲକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ବୃଦ୍ଧ
ପରଜଙ୍ଗ ଥାନା କନ୍ତୋର ଗାଁ ନିକଟ ଦେଇଯାଇଥିବା ରେଙ୍ଗାଳୀ ବାମ କେନାଲ ରେ ଆଜି ମଧ୍ୟାହ୍ନ ରେ ଜଣେ ବୃଦ୍ଧ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଛନ୍ତି l
ଖବର ନେବାରେ ଜଣାପଡେ ସେଇ ଗ୍ରାମ ତଳସାହି ର ଉଗ୍ରସେନ ଦେହୁରୀ (୬୦) ପ୍ରତିଦିନ ଭଳି ସାଇକେଲ ଯୋଗେ ଏହି କେନାଲ କୁ ଗାଧୋଇବାକୁ ଆସିଥାନ୍ତି!-->!-->!-->…
ଅଁଳାବେରେଣୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବକେୟା ଦରମା ନମିଳିବା ଯୋଗୁ ସଫେଇ କର୍ମଚାରୀଙ୍କ ଧାରଣା
କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ନିର୍ମଳ ଯୋଜନାରେ ନିଯୁକ୍ତି ପାଇଥିବା କର୍ମଚାରିଙ୍କ ଦରମା ନମିଳିବା ଯୋଗୁ ଧାରଣାରେ ବସିଲେ କର୍ମଚାରୀ।ଯାହା ଫଳରେ ସଫେଇ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।
ସୂଚନା ଅନୁସାରେ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ସଫେଇ!-->!-->!-->…