News
lipub
samparksetu

ଡମଶାଳ ଅଣ୍ଡର ପାସ ବିକଳ୍ପ ବ୍ୟବସ୍ଥା ପାଇଁ ଦାବି

ଯାଜପୁର ଜିଲ୍ଲା ଚିଙ୍ଗୁଡ଼ିପାଲ ପଞ୍ଚାୟତ ରଗଦା ଠାରେ ଡମଶାଳ ନଦୀରେ ବନ୍ଧ ବନ୍ଧାଯାଇ ସୁକିନ୍ଦା ଓ ଭୁବନ ବ୍ଲକର ଚାଷୀ ମାନଙ୍କ ଜମିକୁ ଦିଆଯାଉଛି ଜଳ । ଚଳିତ ବର୍ଷ ବ୍ରାହ୍ମଣୀ ନଦୀର ସାମଳ ଠାରୁ ଆସିଥିବା ରେଙ୍ଗାଳୀ ବାମ କେନାଲ କୁ ସଂଯୋଗ କରୁଛି ଡମଶାଳ କେନାଲ । ଫଳରେ ସଂଯୋଗ ସ୍ଥଳରେ ଜଳ

ଭଦ୍ର ପିଲା

ହଁ ହଁ ମୁଁ ଭଦ୍ର ପିଲା ଅଭଦ୍ରାମିି ଜମା କରୁନି,ସଭିଙ୍କ ଦୃଷ୍ଟିରେ ଯାହା ଶୋଭାଦିଶେ ଯେତେ କଲେ ମଧ୍ୟ ସରୁନି । ହଁ ହଁ ମୁଁ ସ୍ଵେଚ୍ଛାସେବୀ ସେବା କରିବା ମୋ କାମ,ଦେଶ ଜାତି ପାଇଁ ସେବା

କୁନି ଛାତ୍ରଛାତ୍ରୀ ଙ୍କ ଡାକଘର ବୁଲା

ଡାକ ଘରେ କୁନି କୁନି ଛାତ୍ରଛାତ୍ରୀ ହାତରେ ଡାକ ଲଫାପା ଏବଂ ଶିଖୁଛନ୍ତି ତାହାର ଉପକାରୀତା ଏବଂ ଲେଖନି ସମ୍ପର୍କରେ । ଆଣ୍ଡ୍ରଏଡ଼ ଯୁଗରେ ଚିଠି ର ଚାହିଦା କମିଯାଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଏବେ ମଧ୍ୟ ଡାକ ର ଚାହିଦା ରହିଛି ତେବେ କୁନି ଛାତ୍ରଛାତ୍ରୀ ମାନେ କିଭଳି ଆଗାମି

ଢେଙ୍କାନାଳ ସମେତ ୪ ଜିଲ୍ଲାର ଟିବି ପିଡୀତଙ୍କ ଦାୟିତ୍ବ ନେଲେ ଧର୍ମେନ୍ଦ୍ର

୨୦୨୫ ସୁଦ୍ଧା ଟିବି ମୁକ୍ତ ହେବ ଭାରତ ନିମନ୍ତେ ଆହ୍ୱାନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ସମେତ ୪ ଜିଲ୍ଲାର ଟିବି ରୋଗୀଙ୍କ ଦାୟିତ୍ବ ନେଇଛନ୍ତି ।

ମନ୍ଦାର ବୃନ୍ଦାବନପୁର ଗ୍ରାମ୍ୟ ଜଙ୍ଗଲରୁ ବାରହା ମାଂସ ଜବତ୍ ,ଶିକାରୀ ଫେରାର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ମନ୍ଦାର ଗ୍ରାମ ପଞ୍ଚାୟତ ର ବୁନ୍ଦାବନପୁର ଗ୍ରାମ୍ୟ ଜଙ୍ଗଲରେ ଶିକାରୀ ମାନେ ଜଙ୍ଗଲୀ ବାରହା କୁ ବମ୍ ସାହାଯ୍ୟରେ ମାରି ତାର ମାଂସ କୁ ବିକ୍ରି କରିବା ପାଇଁ କଟାକୁଟି କରୁଥିବା ସମୟରେ ଖବର ପାଇ ଆତର୍କିତ ଚଢ଼ାଉ କରିଥିଲା ଷଡ଼ଙ୍ଗୀ ବନାଞ୍ଚଳରେ

କରୋନା ପରେ ଚକ୍ଷୁ ସମସ୍ୟା

ଆମେ ସମସ୍ତେ  ଗତ ଦୁଈ ବର୍ଷ ଧରି କରୋନା ଭାଇରସ୍ ସହ ଲଢେଇ କରି ଆସୁଛନ୍ତି। ଏହି ଦୁଈ ବର୍ଷ ରେ ଅନେକ ଲୋକ ନିଜ ନିଜ ଘରେ ରହି କାମ କରୁଛନ୍ତି ,ଯାହାକୁ ଆମେ ୱାର୍କ ଫ୍ରମ୍ ହୋମ୍ ବୋଲି କହୁଛେ। ଏହା ଛଡା ସମସ୍ତ ଛାତ୍ରଛାତ୍ରି ମାନେ ଘରେ ବସି ଅନଲାଇନ୍ କ୍ଲାସ୍ କରୁଛନ୍ତିା ଏହା ଯୋଗୁ

କେନାଲ ବୁଡି ଶିଶୁ କନ୍ୟା ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ ଅନ୍ତର୍ଗତ ଜିରିଡାମାଳି - ରେଙ୍ଗାଳୀ ବାମ ପାର୍ଶ୍ଵ କେନାଲ ରୁ ଶିଶୁ କନ୍ୟା ମୃତ ଦେହ ଉଦ୍ଧାର । କେନାଲ ବୁଡି ୩ବର୍ଷର ଶିଶୁ ମୃତ। ମୃତ ଶିଶୁ ହେଲା ବାପୁନ ଚାମ୍ପିଆ ଙ୍କର ୩ବର୍ଷର କନ୍ୟା ସିମେଲ ଚାମ୍ପିଆ । ସକାଳେ ଶିଶୁ କନ୍ୟା କେନାଲ ନିକଟରେ

୧୧ କେଭି ତାର ଛିଣ୍ଡି ୧୫ ପରିବାର ର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ,ଅନେକ ଗୁରତର

ଢେଙ୍କାନାଳ ସଦର ଥାନା ସାଇଁବିରି ଗ୍ରାମ ନୂଆସାହିରେ ଘଟିଛି ଅଘଟଣ । ୧୧ କେଭି ତାର ଛିଣ୍ଡି ୨ ପରିବାର ସାତ ଜଣ ଆହାତ ହୋଇଛନ୍ତି ଏବଂ ୧୫ ଗୋଟି ପରିବାର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ସୁଚନା ମୁତାବକ ସାଇଁବିରି ନୁଆ ସାହିରେ ହଠାତ ୧୧ କେଭି ତାର ଛିଣ୍ଡି

ଭୁବନ ପ୍ରସିଦ୍ଧ ଦଶହରା ନିମନ୍ତେ ପ୍ରସ୍ତୁଟି ବୈଠକ

ଆରମ୍ଭ ହୋଇଛି ପାର୍ବଣ, ଅଳ୍ପଦିନରେ ଧରାପୃଷ୍ଟ କୁ ଆସିବେ ମା'ଦୁର୍ଗା । ଢେଙ୍କାନାଳ ଜିଲ୍ଲା ଭୁବନ ର ଐତିହ୍ଯ କହିଲେ ଦଶହରା ଯାତ୍ରା ଓ ବଳଦଯାତ୍ରା । ସଂସ୍କୃତି ଓ ଭାଇଚାରା ପର୍ବ କହିଲେ ଭୁବନ ର ଦଶହରା କୁ ବୁଝାଏ । ଥୋରିଆ ସମାଜ ତରଫରୁ ବ୍ୟବସାୟିକ ଐତିହ୍ଯ ଓ ବଳଦମାନଙ୍କ

ସଡକ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର

ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ - ମହୁଲପାଳ ପୂର୍ତ୍ତ ବିଭାଗ ରାସ୍ତାର ଜିରାଳ ତାରିଣୀ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର I ସୂଚନା ଅନୁଯାୟୀ ସନ୍ଧ୍ୟା ପ୍ରାୟ ସାତ ଟା ସମୟରେ କାମାକ୍ଷନଗର ଥାନା ଗୁନେଇବିଲି ପଞ୍ଚାୟତ ବାଲିପଡ଼ା ଡିମିରିଆ ଗ୍ରାମର ବିଦ୍ୟାଧର
error: Content is protected !!