ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ
ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥ ବଡଝରା ଗ୍ରାମ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ୍ୟୁ । ମୃତ ବ୍ୟକ୍ତି ଜଣକ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଉଦୟଗିରି ଗ୍ରାମର ଅନାମ ମୁଣ୍ଡାଙ୍କ ପୁଅ ରଞ୍ଜନ ମୁଣ୍ଡା(୨୧) ବୋଲି ଜଣାପଡିଛି!-->…
ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ -୨୦୨୨ ପାଳନ
ଆଜି ସ୍ଥାନୀୟ ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ଆଜାଦୀର ଅମୃତ ମହୋତ୍ସବ ପାଳନ ବର୍ଷ ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ବାଳ ଙ୍କ ନିର୍ଦ୍ଦେଶନା ଓ ମାର୍ଗଦର୍ଶନରେ ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ!-->…
ଗାଧୋଇବାକୁ ଯାଇ କେନାଲରେ ଭାସିଗଲେ
ପରଜଙ୍ଗ ବ୍ଲକ ବସୁଲେଇ ପଞ୍ଚାୟତ ନିମଡିହି ସାହିର ଶରତ ନାଏକ ଙ୍କ ପୁଅ ପ୍ରମୋଦ ନାଏକ (୪୫) ଆଜି ବିଲ ରୁ କାମ ସାରି ମଧ୍ୟାହ୍ନରେ ସମୟରେ ରେଙ୍ଗାଲି ବାମ ପାର୍ଶ୍ୱ କେନାଲ କୁ ଗାଧୋଇବା ଯାଇଥିବା ବେଳେ ପାଣିର ପ୍ରଖୋର ସ୍ରୋତରେ ଭାସି ଯାଇଥିଲେ ।
ସ୍ଥାନୀୟ ଲୋକମାନେ ସଙ୍ଗେସଙ୍ଗେ ଅଗ୍ନିଶମ!-->!-->!-->…
ନୋଟ ଲେଖି ଛାତ୍ର ନିଖୋଜ ; କଲେଜରେ ହଙ୍ଗମା
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ସ୍ଥିତ ଆଇଜିଆଇଟି କଲେଜ ର ଛାତ୍ର ସନ୍ଦୀପ କୁମାର ଜେନା ଏକ ନୋଟ ଲେଖି ନିଖୋଜ ହୋଇ ଯାଇଛନ୍ତି ।
ହଷ୍ଟେଲର ୱାଡେନ ରବୀନ୍ଦ୍ର ବେହେରା ମାନସିକ ଚାପ ଦେଇଥିବା ସେ ହାତ ନୋଟରେ ପ୍ରକାଶ କରିଛନ୍ତି । ଆଜି ସକାଳୁ ଠାରୁ ନିଖୋଜ ଅଛନ୍ତି ବି-ଟେକ ଶେଷ!-->!-->!-->…
ଜିଏମ ଆଇରନ ଆଣ୍ଡ ଷ୍ଟିଲ କାରଖାନାରେ ପୁନଃ ଚାଞ୍ଚ କଲେ ଏନଜିଟି ଗଠିତ କମିଟି
ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ କୁଲେଇ ଗ୍ରାମରେ ଗଢ଼ିଉଠିଥିବା ଜିଏମ୍ ଆଇରନ ଆଣ୍ଡ ଷ୍ଟିଲ କାରଖାନାରେ ପ୍ରଦୂଷଣ, ଜଙ୍ଗଲ ଓ ସରକାରୀ ଜମି ଜବରଦଖଲ କୁ ନେଇ ଜିଲ୍ଲା ପ୍ରଶାସନକୁ ବାରମ୍ବାର କରିଆସିଥିଲେ ମଧ୍ୟ କୈାଣସି ସମାଧାନ ନହେବାରୁ ଗେଙ୍ଗୁଟିଆ ପଞ୍ଚାୟତ ପୂର୍ବତନ ସରପଞ୍ଚ ସିମାନ୍ତ ଜେନା!-->…
ପାଣି ପାଇଁ ହଟହଟା ଗ୍ରାମବାସୀ
ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ଼ ପଞ୍ଚାୟତ ଚଟକା ପଶି ଗ୍ରାମରେ ପାଣିର ସମସ୍ୟା ଦେଖିବାକୁ ମିଳୁଛି । ଦୀର୍ଘ ଦିନ ହୋଇଗଲା ଗାଁ କୁ ଏକ ସୋଲାର ପମ୍ପ ପାଣି ଆସିବା ପାଇଁ ବ୍ୟବସ୍ଥା ହୋଇଥିଲା। କିନ୍ତୁ ପାଣି ଆସିବା ବଦଳରେ ଲୋକଙ୍କୁ ଖାଲି ପାଣି ଟ୍ୟାପ୍ ଲଗାଇ ଠକି ଦେଇଥିବା!-->…
ଜଗନ୍ନାଥ ପରିବାର କୁ ଜଗନ୍ନାଥ ଭରସା
ଋଣ ଭାରରେ ବୁଡ଼ି ଯାଇଥିବା ଜଣେ ଚାଷୀ ଏକ ଏକର ଜମି କୁ ବଛାବଛି କରି ନପାରିବାରୁ ଘରୋଇ କଳି ହୋଇଥିଲା । ଫଳରେ ବୁଧବାର ଦିନ କିଟନାଶକ ପିଇ ଆତ୍ମହତ୍ୟା କରିଥିଲେ ।ତାଙ୍କର ଭୁବନ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।
ତେବେ ମୃତ ଜଗନ୍ନାଥ ମହାପାତ୍ର ଙ୍କ ପରିବାର କୁ!-->!-->!-->…
କଳାବ୍ୟାଚ ପିନ୍ଧି ଅଧ୍ୟାପକଙ୍କ ଅଧ୍ୟାପନା
ଗାଁଦିଆ ବ୍ଲକ୍ ଅନ୍ତର୍ଗତ ପିଙ୍ଗୁଆ ମହାବିଦ୍ୟାଳୟରେ ୨୦୦୮ ମସିହା ପରବର୍ତ୍ତୀ ସମୟରେ ପରିଚାଳନା କମିଟି ଦ୍ଵାରା ନିଯୁକ୍ତ ଅଧ୍ୟାପକ ଏବଂ କର୍ମଚ।ରୀ ଗଣ କଳାବ୍ୟାଚ ପରିଧାନ ପୂର୍ବକ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଓଡ଼ିଶା ରାଜ୍ୟ ବେସରକ।ରୀ ଅଧ୍ୟାପକ କର୍ମଚାରୀ ସଂଘର ସଭାପତି ବିଶ୍ଵରଜନ!-->…
ଚେନ୍ନାଇରେ ଢେଙ୍କାନାଳ ଯୁବକ ଙ୍କ ଆତ୍ମହତ୍ୟା !
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ର ଜଣେ ଯୁବକ ସୁଦୂର ଚେନ୍ନାଇ ରେ ପ୍ରେମରେ ପ୍ରତାରଣା ଯୋଗୁଁ ବିଫଳ ହୋଇ ଆତ୍ମହତ୍ୟା କରିଥିବା ଭଳି ଦୁଃଖଦ ଘଟଣା ଘଟିଯାଇଛି।ବିଗତ ୪ ବର୍ଷ ଧରି ଜଣେ ଯୁବକ ଜଣେ ଯୁବତୀଙ୍କୁ ଭଲ ପାଇ ବସି ଉଭୟଙ୍କ ମଧ୍ୟରେ ନିବିଡ଼ ପ୍ରେମ ସମ୍ପର୍କ ଗଢି ଉଠିଥିବା ବେଳେ!-->…
ପୋଖରୀ ରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ଚାଷୀ
ଢେଙ୍କାନାଳ ଜିଲ୍ଲା ସଦର ଥାନା ନମିଚିରା ଗ୍ରାମ ନିକଟ ପୋଖରୀରୁ ଏକ ମୃତ ଦେହ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ସୂଚନା ଅନୁଯାୟୀ , ଗ୍ରାମର ଭ୍ରମରବର ପ୍ରଧାନ(୫୪) ଜଣେ ଚାଷୀ। ଗତକାଲି ସେ ବିଲକୁ ଯାଇ ଦିନ ୧ଟା ସମୟରେ ଘରେ ପହଞ୍ଚିବା ପରେ ଗ୍ରାମ ନିକଟ ପୋଖରୀକୁ ଗାଧୋଇବା ପାଇଁ ଯାଇ ଆଉ ଫେରି!-->…