ଗଁଦିଆ ଅଂଚଳରେ ମାତିଛନ୍ତି ପାଣି ପମ୍ପ ଲୁଟେରା !
ଗଁଦିଆ ଅଂଚଳରେ ଦିନକୁ ଦିନ ବୃଦ୍ଧି ପାଇଛି ମଟର ପମ୍ପ ଚୋର ମାନଙ୍କର ଦୋୖରାତ୍ମ୍ୟ ,ଯାହାଫଳରେ ପୋଲିସ ଆଖିରୁ ନିଦ ହଜି ଯାଇଛି । ଗଁଦିଆ ଥାନାର ପାଖପାଖ ଅଂଚଳ ଗୁଡିକରୁ ଏହି ଚୋରି ଚାଲିଛି ,ପୋଲିସ ଚୋର ଧରିବାରେ ଏକ ପ୍ରକାର ବିଫଳ ହୋଇ ବସିରହିଛି ।
ଚଳିତ ମାସ ୧୩ ତାରିଖରେ ରାତିରେ ଲୁଟେରା!-->!-->!-->…
ପୋଖରୀ ରେ ବୁଡି ନାବାଳକ ମୃତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣି ରେ ଆଜି ଏଭଳି ଅଘଟଣ ଦେଖିବାକୁ ମିଳିଛି l ସୂଚନା ଅନୁଯାଇ ଅଁଳାବେରେଣି ଯୁଆଙ୍ଗ ସାହି ର ବିଭୁତି ପ୍ରଧାନ ଙ୍କ ପୁଅ ପ୍ରଭାକର ପ୍ରଧାନ (୧୦) ।
ସାଙ୍ଗ ମାନଙ୍କ ସହିତ ଗାଁ ପୋଖରୀ କୁ ଗାଧୋଇବାକୁ ଯାଇଥିଲେ l ସାଙ୍ଗମାନଙ୍କ ସହିତ!-->!-->!-->…
ସଡ଼କ ଦୁର୍ଘଟଣାରେ ୨ ଗୁରୁତର ଆହତ
ଢେଙ୍କାନାଳ ଜିଲ୍ଲା ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ କୋତମ ଗ୍ରାମ ପଞ୍ଚାୟତ ଜରିପାଳ ଛକ ନିକଟରେ ବୁଧବାର ଅପରାହ୍ନ ୩ଘଟିକା ସମୟରେ ଭାରସାମ୍ୟ ହରାଇ ଏକ ବାଇକ ରାସ୍ତା କଡରେ ଲାଗିଥିବା ସାଇନ ବୋର୍ଡରେ ପଟିହୋଇ ୨ ବାଇକ ଆରୋହୀ ଗୁରୁତର ।
ଘଟଣାରୁ ଜଣାଯାଏ ଜରିପାଳ ଛକ ନିକଟରେ ହୋଣ୍ଡ!-->!-->!-->…
କୈବଲ୍ୟ ବଜାର ଲକ୍ଷ୍ମୀପୂଜା କମିଟିର ନୂତନ କର୍ମକର୍ତା ଚୟନ
କୈବଲ୍ୟ ବଜାର ସ୍ଥିତ ସ୍ଥାନୀୟ ଲକ୍ଷ୍ମୀ ମଣ୍ଡପ ଠାରେ ଉପସଭାପତି ଶ୍ରୀନିବାସ ଷଡ଼ଙ୍ଗୀ ଙ୍କ ସ୍ୱଭାପତିତ୍ୱରେ କୈବଲ୍ୟ ବଜାର ପୂଜା କମିଟିର ଏକ ସାଧାରଣସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବ କାର୍ଯ୍ୟସାରଣୀ ଅନୁଯାୟୀ ୨୦୨୦ ଏବଂ ୨୦୨୧ ବର୍ଷର କୋଭିଡ ଅନୁସାରେ ଆୟୋଜନ ହୋଇଥିବା ଲକ୍ଷ୍ମୀପୂଜା!-->…
ଭାଲୁ ଆକ୍ରମଣରେ ୩ ଆହାତ
ଭୁବନ ଗଣେଶ ପୂଜା ଭସାଣି ଡ୍ୟୁଟି ସାରି ରାତିରେ ଘରକୁ ଫେରୁଥିବା କୁନିନ୍ଦା ଗ୍ରାମର ହୋମଗାର୍ଡ ଙ୍କୁ ଶାମଳ- ଅନଳ ରାସ୍ତାରେ ଭାଲୁ ଆକ୍ରମଣ କରିଥିବାର ଜଣାପଡିଛି । ତାଙ୍କ ସାଙ୍ଗରେ ତାଙ୍କର ୨ଜଣ ମଧ୍ୟ ଆହତ ହୋଇଥିଲେ ।ଆହତ ମାନେ ହେଲେ ଭୁବନ ଥାନାର ହୋମଗାର୍ଡ ତ୍ରିନାଥ ବେହେରା ଓ ତାଙ୍କ ସାଥୀ!-->…
ତୃପ୍ତିପାଠାଗାର ପକ୍ଷରୁ ହିନ୍ଦି ଦିବସ ପାଳିତ
ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ଟୋଲଙ୍କବେରେଣୀ ସ୍ଥିତ ବରିଷ୍ଠ ନାଗରିକ ସଂଘ ସଭାଘର ପରିସରରେ ଅନୁଷ୍ଠିତ ହୋଇଯାଇଛି ହିନ୍ଦି ଦିବସ । ତୃପ୍ତିପାଠାଗାର ଆୟୋଜନା କ୍ରମେ ଅନୁଷ୍ଠିତ ଉତ୍ସବରେ ପୂର୍ଣ୍ଣଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବେ ପୂର୍ବତନ ବ୍ଲକ ଅଧକ୍ଷ!-->…
ସିଗାରେଟ ନଦେବାରୁ ଦୋକାନ ପୋଡିଲେ ଦୁର୍ବୃତ୍ତ
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ପଚାଂୟତର ଆଦିପୁରା ଗ୍ରାମର ନିର୍ମଳ ବେହେରାଙ୍କୁ ସେହି ଗ୍ରାମର ସନାତନ ବେହେରା ରାତି ଦୁଇଟା ସମୟରେ ସିଗାରେଟ ମାଗିଥିଲେ । କିନ୍ତୁ ସେ ସିଗାରେଟ ନଦେବାରୁ ତାଙ୍କୁ ଧମକାଇଥିଲେ ସନାତନ ।
ଏପରିକି ନିର୍ମଳଙ୍କ ପରିବାରରୁ ଗତ ପଚାଂୟତ ନିର୍ବାଚନରେ!-->!-->!-->…
ଋଣଭାର ନ ସହିପାରି ଆତ୍ମହତ୍ୟା କଲେ ଚାଷୀ
ଋଣ ଭାର ରେ ବୁଡ଼ି ଯାଇଥିବା ଜଣେ ଚାଷୀ କିଟନାଶକ ପିଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଘଟଣା ଟି ଘଟିଛି ଭୁବନ ଥାନା ଅନ୍ତର୍ଗତ ପଳାଶପିଠିଆଗୋଡା ଗ୍ରାମରେ।
ମୃତକ ହେଲେ ଜଗନ୍ନାଥ ମହାପାତ୍ର(୫୯) । ଜଗନ୍ନାଥ ଦୀର୍ଘ ଦିନରୁ ଅଭାବରେ ଥାଇ ଚିନ୍ତାଗ୍ରସ୍ଥ ଥିବା ବେଳେ ଋଣ ଭାରରେ ଥିଲେ ,ସେ!-->!-->!-->…
ମୂଲ୍ୟବୋଧ
ଷାଠିଏ ମହଣ ଘିଅ ହବ ନା ରାଧା ନାଚିବ ?ଆ' ଧନ, ଏବେ ଠୁଁ ଟୋପା ଟୋପା କରି ସଞ୍ଚି ଶିଖ୍ନେଡି ଗୁଡ଼ କହୁଣିକୁ ବୋହିଗଲେଜିଭ ଆଉ ଲେଉଟିବନିଥିଲା ଯାକେ ଭାଡ଼ି ପୁରୁଥିବନଥିଲେ ଝୁରି ହେଉଥିବୁ ଆଜି ଭଳି
ଆ' ଧନ, ଇତିହାସ ପଦେ ଅଧେ ପଢ଼ି ବୁଝ୍ଖୋରଧା ଠୁଁ ଖରିଆରଢ଼ିଙ୍କିଶାଳ ଠୁଁ ଢେଙ୍କାନାଳ ସବୁ!-->!-->!-->…
ରାସ୍ତା ନିର୍ମାଣ ପାଇଁ ଅଭିଯୋଗ କଲେ ଗ୍ରାମବାସୀ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ ଗୋବରୀ ମହାନ୍ତ ସାହି ରାସ୍ତା ରେ ପଚ ପଚ କାଦୁଅ ହେବାରୁ ପିଲାମାନେ ପାଠ ପଢ଼ାରୁ ବଞ୍ଚିତ ଅଛନ୍ତି ଏହାକୁ ନେଇ କଙ୍କଡ଼ାହାଡ଼ ବିଡିଓ ଙ୍କୁ ଏକ ଅଭିଯୋଗ ହୋଇଛି ।
ପ୍ରକାଶ ଥାଉକି ଗୋବରୀ ସାହିର ମହାନ୍ତ ସାହିକୁ ଯିବାକୁ ହେଲେ ଦୁଇଟି!-->!-->!-->…