News
lipub
samparksetu

ପାରିବାରିକ କଳହକୁ କେନ୍ଦ୍ର କରି ଯୁବକଙ୍କ ଆତ୍ମହତ୍ୟା

ପାରିବାରିକ କଳହକୁ କେନ୍ଦ୍ରକରି ଭଡାଘରେ ଆତ୍ମହତ୍ୟା। ଆତ୍ମହତ୍ୟା କରିଥିବା ଯୁବକ ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ବମ୍ପା ଗ୍ରାମର ମାନସ ରାଉତ। ସୂଚନା ମୁତାବକ ଉଭୟ ମାନସ ଓ ତାର ସ୍ତ୍ରୀ କାମାକ୍ଷାନଗର ଥାନା ଜିରିଡାମାଳି ଠାରେ ଭଡାରେ ରହିଆସୁଥିଲେ। ଗତକାଲି ସନ୍ଧ୍ୟା ସମୟରେ

ଗଣେଶ ପୂଜା କଳି ସମାଧାନ ପାଇଁ ୧୫ ଦିନ ସମୟ

ଗଣେଶ ପୂଜା ପରେ ଭସାଣି ଉତ୍ସବ କୁ ନେଇ ଭୁବନ ବ୍ଲକ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଷଣ୍ଢ ସାହି ଓ ସେଠୀ ସାହି ମଧ୍ୟରେ ଉପୁଜିଥିବା ବିବାଦ ମଙ୍ଗଳବାର ଦିନ ଅପରାହ୍ନରେ ସମାଧାନ ପାଇଁ ବାଟ ଫିଟିଛି । ଓଡ଼ିଶ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଆଜି ଅପରାହ୍ନ ଠାରେ ଓଡ଼ିଶ ସରପଂଚ ମୋହନ ମହାନ୍ତ

ରାଜ୍ୟସ୍ତରୀୟ ଇଣ୍ଟର କ୍ଳବ୍ ଓଡ଼ିଶା -୨୦୨୨ ଭାର ଉତ୍ତୋଳନରେ ଚମକିଲେ ହୃଦାନନ୍ଦ

ନିକଟରେ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଦଶମ ଶ୍ରେଣୀ ଛାତ୍ର ହୃଦାନନ୍ଦ ଦାସ କୋଚ୍ ଗୋପାଳ କୃଷ୍ଣ ଦାସଙ୍କ ଅଧିନରେ ଡି. ଡବ୍ଲ୍ୟୁ .ଏ .ଡି. ,ଇଣ୍ଡୋର୍ ହଲ , ଢେଙ୍କାନାଳରେ ତାଲିମ୍ ଗ୍ରହଣ କରି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ରାଜ୍ୟସ୍ତରୀୟ ଇଣ୍ଟର କ୍ଳବ୍

ଗଣ୍ଡନାଳି ବେଆଇନ ପଥର ଖଣି ଏନଜିଟିରେ ମାମଲା ;ତିନି ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ହିନ୍ଦୋଳ ତହସିଲ ଅଞ୍ଚଳରେ ଦିନକୁ ଦିନ ବେଆଇନ ପଥର ଖଣି ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ପ୍ରଶାସନ ସବୁ ଜାଣି ନିରବତା । ସେହିପରି ଭାବରେ ଗଣ୍ଡନାଳି ବେଆଇନ ପଥର ଖନନ କୁ ନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିପାରି ନାହିଁ । ବେଆଇନ ପଥର ଖନନ କୁ

କୂଅରେ ପଡି ମହିଳା ମୃତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅଞ୍ଚଳରେ ପାଣି କାଢ଼ିବା ସମୟରେ କୂଅରେ ପଡି ଜଣେ ମହିଳା ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।ସୂତ୍ରରୁ ପ୍ରକାଶ ଯେ ,ହିନ୍ଦୋଳ ବ୍ଲକ ରାସୋଳ ଥାନା ଅନ୍ତର୍ଗତ ଜରଡ଼ା ପଂଚାୟତର ଠେଙ୍ଗା ଗ୍ରାମର ଅଖିଳ ବିଶ୍ବାଳଙ୍କ ପତ୍ନୀ ଜ୍ୟୋସ୍ନାରାଣୀ ବିଶ୍ୱାଳ ନିତିଦିନ

ଛାତରୁ ପଡି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ମୃତ୍ୟୁ !

ଗଁଦିଆ ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀ ଗତକାଲି ରାତିରେ କାର୍ଯ୍ୟଳୟ ଦୁଇ ମହଲା ବିଶିଷ୍ଟ ଛାତରୁ ତଳକୁ ଖସିପଡି ମୃତ୍ୟୁ ବରଣ କରିଥିବା ଜଣାଯାଇଛି l ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବାସିନ୍ଦା ଜୟନ୍ତ ଧାରୁଆ୩୫ବର୍ଷ ପ୍ରାୟ ଦେଢ଼ ବର୍ଷ ଧରି ଏହି କାର୍ଯ୍ୟଳୟ ରେ କାର୍ଯ୍ୟ

ଡକାୟତି ଘଟଣାରେ ୨ ଅଭିଯୁକ୍ତ ଗିରଫ ସହ କୋର୍ଟ ଚାଲାଣ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପୋଲିସ ପକ୍ଷରୁ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଡକାୟତି ଘଟଣାରେ ଲିଖିତ ଅଭିଯୋଗ କ୍ରମେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ପ୍ରକାଶ ଥାଉକି , ମୋଟଙ୍ଗା ଥାନା ଅନ୍ତର୍ଗତ ଖଡଗପ୍ରସାଦ ଗ୍ରାମର ଦିଗମ୍ବର ସାହୁ ଙ୍କ ପତ୍ନୀ

ଘରେ ପଶି ଲୁଟିନେଲେ ସୁନା ଚେନ

ଘରେ ପଶି ବେକକୁ ଧରି ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ। ଏହିଭଳି ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ଗଡଗହଁପୁର ଗ୍ରାମରେ। ଆଜି ସଂନ୍ଧ୍ୟା ୬.୪୦ ସମୟରେ ଗଡଗହଁପୁର ଗ୍ରାମର ବସନ୍ତ ବର୍ଦ୍ଧନଙ୍କ ଘରୁ କିଛି ଦୁର୍ବୃତ୍ତ ମଟରସାଇକେଲରେ ଆସି ସୁନା ଚେନ ଲୁଟି ନେଇଛନ୍ତି । ଚୋର ପ୍ରଥମେ

ଜଙ୍ଗଲ ରୁ ମିଳିଲା ନିଖୋଜ ବୃଦ୍ଧ ଙ୍କ ଗଳିତ ମୃତଦେହ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଈ କର୍ଣ୍ଣାଟକପୁର ଗାଁ ପାଖ ଜଙ୍ଗଲ ରୁ ମିଳିଲା, ନିଖୋଜ ବୃଦ୍ଧ ଙ୍କ ମୃତ ଦେହ, ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଜେଛି । ସୂଚନା ମୁତାବକ ନିଖୋଜ ବ୍ୟକ୍ତି ଜଣଙ୍କ ହେଉଛନ୍ତି ପରଜଙ୍ଗ ଥାନା ମେଣ୍ଢାପଦା ଗାଁ ର କାଳନ୍ଦୀ ବିଶ୍ୱାଳ ,ସେ ୫ଦିନ

ଶାଶ୍ୱତ ଏ ଅନୁରାଗେ

ଅନନ୍ତ କାଳରୁ ଚାହିଁ ମୁଁ ରହିଛିତୁମ ଆସିବାର ପଥନିର୍ନିମେଷ ଚକ୍ଷୁ ପଲକ ପଡୁନିପ୍ରତୀକ୍ଷାର ନାହିଁ ଅନ୍ତ......|| ଆସିବାକୁ ଥିବା ତୁମ ପ୍ରତିଶ୍ରୁତିପ୍ରତାରଣା ଭଳି ଲାଗେହେଲେବି ମୋ ମନ ଅବୁଝା ହୁଏନାଶାଶ୍ୱତ ଏ ଅନୁରାଗେ....|| ତୁମେ ତ କହୁଛ ତୁମେ ସର୍ବ ବ୍ୟାପୀସବୁ ତୁମ
error: Content is protected !!