News
lipub
samparksetu

ଚାରିଛକ ରେ ନାହିଁ ହମ୍ପ୍ସ, ଦୁର୍ଘଟଣା ପ୍ରବଣ ସ୍ଥାନ ପାଲଟିଛି ୨ ନମ୍ବର ୱାର୍ଡ ରାସ୍ତା

ସନ୍ଧ୍ୟା ହେଲେ ସ୍ପୀଡ଼ ବାଇକର ଙ୍କ ଦୌରାତ୍ମ୍ୟ, ଚାରି ଛକ ରେ ନାହିଁ ହମ୍ପ୍ସ ପ୍ରତିଦିନ ଘଟୁଛି ଦୁର୍ଘଟଣା । ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା । ଏଭଳି ଦୁର୍ଘଟଣା ପ୍ରବଣ ସ୍ଥାନ ପାଲଟିଛି ଢେଙ୍କାନାଳ ପୋୖରପାଳିକା ଅନ୍ତର୍ଗତ ମଧୁବନ ସ୍ଥିତ ୨ ନମ୍ବର ୱାର୍ଡ ର

ନିମ୍ନମାନର ଚାଉଳ କୁ ନେଇ ଅସନ୍ତୋଷ , ଫେରାଇ ନେବାକୁ ଦାବି

କେହି ଭୋକିଲା ରହିବେ ନାହିଁ ବୋଲି ସରକାର ଟଙ୍କିକିଆ ଚାଉଳର ବ୍ୟବସ୍ଥା କରିଛନ୍ତି। ଏପରିକି ରାଜ୍ୟରେ କରୋନା ମହାମାରୀ କାରଣରୁ ମାଗଣାରେ ମଧ୍ୟ ଚାଉଳ ବଣ୍ଟନ କରାଯାଇଛି। ଫଳରେ ରାଜ୍ୟରେ ଖାଦ୍ୟଜନିତ ସମସ୍ୟା ବହୁତ କମ୍ ଦେଖିବାକୁ ମିଳୁଛି। ଯାହାକୁ ନେଇ ସରକାର ସାଧାରଣ ଲୋକମାନଙ୍କର ହୃଦୟରେ

ଭିଜିଲାନ୍ସ ରିମାଣ୍ଡ ଶେଷ,ପୁଣି ଜେଲରେ ଡାଳୁଆ ;୨ କୋଟିରୁ ଅଧିକ ସମ୍ପତି ଆକଳନ, ଶାଶୁ,ଶଳା,ପତ୍ନୀଙ୍କ ନାମରେ ୧୪ଟି ପ୍ଲଟ…

ଢେଙ୍କାନାଳ ସଦର ଥାନା ଆଇଆଇସି ଡିଏସପି ଅଭିନବ ଡାଳୁଆ ବେଆଇନ ଭାବରେ ଅର୍ଥ ଆଦାୟ କରି ଶାଶୁ,ଶଳା,ଏବଂ ପତ୍ନୀଙ୍କ ନାମରେ ୧୪ଟି ମୂଲ୍ୟବାନ ପ୍ଲଟ କ୍ରୟ କରିଛନ୍ତି । ପ୍ରାରମ୍ଭିକ ଆକଳନ ବେଳେ ସମ୍ପତିର ମୁଲ୍ୟ ଦୁଇ କୋଟିରୁ ଅଧିକ ହେବ ବୋଲି ଜଣାପଡିଛି । ରିମାଣ୍ଡ ଶେଷ ହେବା ପରେ ପୁଣି ଥରେ

ଗୋଟିଏ ରାତିରେ ତିନୋଟି ମନ୍ଦିରରୁ ଚୋରି

ଗୋଟିଏ ରାତିରେ ତିନୋଟି ମନ୍ଦରରୁ ଚୋରି ହୋଇଥିବାର ଅଭିଯୋଗ ହୋଇଛି ।ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବାର ଅନୁମାନ କରାଯାଉଛି । ସୂଚନା ମୁତାବକ, କାମାକ୍ଷାନଗର ଥାନା ବାହାଡା ଗ୍ରାମରେ ଥିବା ମଙ୍ଗଳା ମନ୍ଦିର ମୁଖ୍ୟ ଫାଟକର ତାଲାଭାଙ୍ଗି ମାଆଙ୍କର ସୁନା ମୁକୁଟ,ସୁନା ମଙ୍ଗଳସୁତ୍ର ଓ

ନିମ୍ନମାନର ରାସ୍ତା ନିର୍ମାଣ ଅଭିଯୋଗ

ସରକାର ଜନସାଧାରଣ ଙ୍କ କଲ୍ୟାଣ ନିମନ୍ତେ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ ବ୍ୟୟ ବରାଦ କରୁଥିବା ବେଳେ ସେହିଟ ଙ୍କାକୁ କେତେକ ବିଭାଗୀୟ ଅଧିକାରୀ ଙ୍କ ଲାଞ୍ଚ ଖୋର ମନୋଭାବ ଯୋଗୁଁ ସରକାର ଙ୍କ ଜନହିତକର କାର୍ଯ୍ୟ କେବଳ କାଗଜ କଲମରେ ସୀମିତ ରହୁଥିବା ଦେଖିବାକୁ ମିଳୁଛି ।ତାର ସୁଫଳ ଜନସାଧାରଣ

ବଜ୍ରପାତରେ ଜଣେ ମୃତ ଜଣେ ଗୁରୁତର

ଗାଁ ମଣ୍ଡପରେ ବସିଥିବା ସମୟରେ ହେଲା ବଜ୍ରପାତ । ଏହି ବଜ୍ରପାତରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମ ପ୍ରଧାନ ସାହିରେ । ପ୍ରଧାନ ସାହି ମଣ୍ଡପରେ ଲକ୍ଷ୍ମୀଧର ସାହୁ ( କୋଚା ସାହୁ) ୪୫ ବର୍ଷ ଓ ଚିତ୍ରସେନ

ଖଣି ବିଭାଗର ବେଆଇନ କୋଇଲା ଡିପୋ ଉପରେ ଚଢ଼ାଉ ୧୫ ଟନ୍ ଜବତ ,ସରାଙ୍ଗ ଫାଣ୍ଡି ଉପରେ ପ୍ରଶ୍ନବାଚୀ

ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଠାରୁ ଅଳ୍ପ ଦୂର ସରାଙ୍ଗ ନବୋଦୟ ବିଦ୍ୟାଳୟ ପାଚେରୀ ପାଖ ଆମ୍ବତୋଟା ଠାରୁ ଗୁରୁବାର ଦିନ ୧୫ ଟନ୍ ବେଆଇନ କୋଇଲା ଡିପୋ ଉପରେ ଖଣି ଓ ଇସ୍ପାତ କାର୍ଯ୍ୟାଳୟ ତାଳଚେର ପକ୍ଷରୁ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ବେଆଇନ କୋଇଲା ଜବତ କରିଥିବା ନେଇ ସୂଚନା

ନିଟ ପରୀକ୍ଷାରେ କୃତିତ୍ୱ ହାସଲ କଲେ ଦୀପ୍ତିରଞ୍ଜନ

ଢେଙ୍କାନାଳ ସହର ସ୍ଥାନୀୟ ପଦ୍ମବଜାର ବାସିନ୍ଦା ଦୀପ୍ତିରଞ୍ଜନ ସାହୁ ।ଚଳିତ ନିଟ ପରୀକ୍ଷାରେ ୬୫୦ ନମ୍ବର ରଖି ମେଡ଼ିକାଲ ଶିକ୍ଷା ନିମନ୍ତେ କୃତୀତ୍ୱ ହାସଲ କରିଛନ୍ତି ।ସେ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ରୁ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ,ଇଟେକ ଆବାସିକ ବିଦ୍ୟାଳୟ ରେ ଅଧ୍ୟୟନ

ଆସିବାକୁ କହି ଆସିଲ ତ ନାହିଁ

ଆସିବ ଆସିବ କହିଗଲ କେଉଁଆଡେ ରହିଦିନ ମୋର ବିତେ ତୁମ ପଥଚାହିଁ ଚାହିଁ,ଇଛା ଯେତେ ଶୋଇଲେଣିଆଖି ଦରଜ ହେଲାଣିତୁମର ଖୋଜ ଖବର କିଛିତ ନାହିଁ l କଥା ଦେଇଯାଇ ଥିଲଏସନ ଫଗୁଣେ ଆସିମୋ ଗାଁ ଦାଣ୍ଡରେ ଫୁଟାଇବାଣ,ଚଉଦିଗ ଦୁଲୁକାଇକରିବ ତୁମ ଘରଣୀଆମ ପ୍ରେମ ହେବଉଦାହରଣ l ମଥାରେ ସିନ୍ଦୁର

ସୁରକ୍ଷା ଖୋଜୁଛି ଗଜରାଜ !

ହାତୀଙ୍କ ସୁରକ୍ଷା ପାଇଁ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାର ବେଶ୍ ତତ୍ପର । କିନ୍ତୁ ଢେଙ୍କାନାଳ ବନଖଣ୍ଡ ହାତୀଙ୍କ ମୃତ୍ୟୁ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଗତ ୧୫ ବର୍ଷରେ ୧୭୫ ହାତୀଙ୍କ ମୃତ୍ୟୁକୁ ନେଇ ପରିବେଶବିତ୍ ମାନେ ଉଦବେଗ ପ୍ରକାଶ କରିଥିବା ବେଳେ ଆଉ
error: Content is protected !!