News
lipub
samparksetu

ଇନିଷ୍ଟାଗ୍ରାମ ରିଇଲ୍ସ

ବାପା ବାପା ବୋଲି ପାଖ ଛାଡୁ ନାହିଁଝିଅ ଆଇ ଫୋନ୍ କିଣିବ କହୁଛିଇନିଷ୍ଟାଗ୍ରାମେ ରିଇଲ୍ସ କରିକିବଡ଼ ୟୁଜର୍ ସପନ ଦେଖୁଛି।(୧) ପାଠ ଶାଠ କିବା ତାର ହେଉଛିଫାଜିଲ ହୋଇକିସାଙ୍ଗ ସାଥି ମେଳେଦିନ ରାତି ରିଇଲ୍ସ କରୁଛି।(୨) ବାପା ଙ୍କ କଥାରେ ହଁ ଭରି ସିଏତେଜପୂତ୍ରୀ ହେବ କହୁଛିଏତେ ସରି ପୁଣି

୬ ବର୍ଷ ପରେ ଵି ସରୁନି କଲ୍ୟାଣ ମଣ୍ଡପ

୬ ବର୍ଷ ପରେ ଵି ସରୁନି ଜିଲ୍ଲାର ପ୍ରଥମ କଲ୍ୟାଣ ମଣ୍ଡପ , ଫଳରେ ସାଧାରଣ ଜନତାଙ୍କ ବିବାହ,ବ୍ରତ ଓ ସଭାସମିତି କାର୍ଯ୍ୟପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ରାଜ୍ୟ ସରକାର ନିର୍ମାଣ କରୁଥିବା କଲ୍ୟାଣ ମଣ୍ଡପ ନା ଲାଗିଲା ଜନତା ଙ୍କ କାମରେ ନା ମିଳିଲା ପଞ୍ଚାୟତ କୁ ରୋଜଗାର l ତେବେ

ଅଙ୍ଗନବାଡ଼ି କେନ୍ଦ୍ର ଥାଇବି ଭଙ୍ଗା ଘରେ ପଢୁଛନ୍ତି ପିଲା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ରେ ସମନ୍ୱିତ ଶିଶୁ ବିକାଶ ଯୋଜନା ରେ ଥିବା ବିଭାଗୀୟ ଅଧିକାରୀ ମାନଙ୍କ ଅପାରଗତା କାରଣ ରୁ ସବୁବେଳେ ଏଠି ଚର୍ଚ୍ଚାରେ ଥାଏ ଏହି କାର୍ଯ୍ୟାଳୟ । କେବଳ କାଗଜ କଲମ ରେ ହିଁ ହୁଏ ତଦାରଖ । କେଉଁଟି ଭଙ୍ଗା ଘରେ ଛୁଆ ପଡ଼ୁଛନ୍ତି ତ କେଉଁଠି ଗଛମୂଳେ ।

ହାତୀ ଆକ୍ରମଣରେ ବୃଦ୍ଧା ମୃତ

ଢେଙ୍କାନାଳ ଜିଲ୍ଲାରେ ଦୈନନ୍ଦିନ ସକାଳ ପାହିଲେ କେବଳ ଗୋଟିଏ ଖବର ହାତୀ ଆକ୍ରମଣରେ ମଣିଷ ମୃତ କିମ୍ବା କୁଖ୍ୟାତ ଶିକାରୀଙ୍କ ହାତୀ ଅବା ବନ୍ୟଜନ୍ତୁ ଶିକାର l ଏସବୁ ଦୈନିକ ଖବରକାଗଜ ମାନଙ୍କରେ ମୁଖ୍ୟ ଖବର ହୋଇଯାଇଛି l ଗତକାଲି ସକାଳେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ

କହ୍ନେଇପାଳ ସ୍କୁଲରେ ଚାଉଳ ବିକ୍ରି ଧରିଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦୟାଣାବିଲ ପଞ୍ଚାୟତ କହ୍ନେଇପାଳ ନୋଡାଲ ସ୍କୁଲରେ ମଧ୍ୟାହ୍ନ ଭୋଜନ ଚାଉଳ  ପାଚେରୀ ଡେଇଁ ରୋଷେୟା ନେଉଥିବା ବେଳେ  ଧରିଲେ ଗ୍ରାମବାସୀ , ଘଟଣା ସ୍ଥଳ ରେ ଉତ୍ତେଜନା ବୃଦ୍ଧି ପାଇବାରୁ ଛୁଟିପରେ ଵି ଏକଘଣ୍ଟା ଅଟକ ରହିଥିଲେ  ଶିକ୍ଷକ ଶିକ୍ଷୟତ୍ରୀ ।  ସରପଞ୍ଚ

ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ ଶାଖାର ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ

ଆଜି ଅପରାହ୍ନ ଚାରି ଘଟିକାରେ ଓଡିଶା ଫାର୍ମାସିଷ୍ଟ ସେବା ସଙ୍ଘର ଏକ ରାଜ୍ୟସ୍ତରୀୟ ବୈଠକ ସ୍ଥାନୀୟ ବଜରଙ୍ଗ କ୍ଲବ, ଢେଙ୍କାନାଳ ଠାରେ ଆୟୋଜିତ ହୋଇଯାଇଛି l ଏହି ଅବସରରେ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ଜେନା, ରାଜ୍ୟ କୋଷାଧକ୍ଷ ଅନିଲ କୁମାର ସାହୁ, ରାଜ୍ୟ ଉପସଭାପତି ସୁଧାଂଶୁ ପଣ୍ଡା, ରାଜ୍ୟ

ବଜାର ରୁ ସଉଦା ଆଣି ଘରକୁ ଫେରୁଥିଲେ ବ୍ୟବସାୟୀ ,ଦୁର୍ଘଟଣାରେ ଚାଲିଗଲା ଜୀଵନ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା କଲେଜ ଛକ ବାବନ୍ଧ‌ ରାସ୍ତା କଲେଜ ଫାଟକ ସାମ୍ନାରେ ଏକ ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଆଜି ସକାଳୁ ସ୍ଥାନୀୟ ସୋରତ ଗ୍ରାମ ର ଶରତ ଚନ୍ଦ୍ର ବରାଳ ଜୈନିକ ଦୋକାନୀ ନିଜ ଦୋକାନ ପାଇଁ ସ‌ଉଦା ପନିପରିବା ‌ନିକଟସ୍ଥ ହିନ୍ଦୋଳ ରୋଡ ବଜାରରୁ କିଣି ନିଜ

ଅଗ୍ନିକାଣ୍ଡ ରେ ୮ଟି ଛେଳି ସହିତ ୨ବଖରା ଘରଜଳି ପାଉଁଶ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ବାଲିକୁମା ପଞ୍ଚାୟତ ଅନ୍ତର୍ଗତ ଡାଉଁଶନାଳି ଗ୍ରାମର ଚନ୍ଦ୍ରମଣି ମୁର୍ମୁ ପିତା-ଲକ୍ଷ୍ମଣ ମୁର୍ମୁ ବିଦ୍ଯୁତ୍ ସଟ୍ ସର୍କିଟ ହୋଇ କାଲି ରାତ୍ର ୩ଘଟିକା ସମୟରେ ଅଗ୍ନିକାଣ୍ଡ ଘଟି ଘରେ ଥିବା ସମସ୍ତ ଜିନିଷ ପୋଡିଯିବା ସହିତ ଆଠ ଗୋଟି ଛେଳି ଜୀବନ୍ତ ଦଗ୍ଧ ହୋଇ

ପ୍ରତିଶ୍ରୁତି

ଜହ୍ନକୁ ମାଗିଲି ଟିକିଏ ଜ୍ୟୋସ୍ନା ଚାଲିଗଲା ପ୍ରତିଶ୍ରୁତି ଦେଇ ରାତିକୁ ମାଗିଲି ଟିକିଏ ସ୍ୱପ୍ନ ଗଲା ରାତି ନୀରବରେ ଚାହିଁ ଚାହିଁ ସାଗରକୁ ମାଗିଲି ଟିକିଏ ଲହରୀ ବହିଗଲା
error: Content is protected !!