News
lipub
samparksetu

ବାଘଧରିଆ ଜଙ୍ଗଲ ରୁ ମାଈ ହାତୀର ମୃତଦେହ ଉଦ୍ଧାର

ସୁରକ୍ଷା ଖୋଜୁଚି ହାତୀ, ଗୋଟିଏ ପରେ ଗୋଟିଏ ଚାଲି ଯାଉଛି ନିରୀହ ହାତୀଙ୍କ ଜୀବନ । ସତେ ଯେପରି ହାତୀ ଶୂନ୍ୟ ହୋଇଯିବ ଢେଙ୍କାନାଳ ବନଖଣ୍ଡ । ଆଜି ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ବାଘଧରିଆ ଜଙ୍ଗଲରେ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ପାଇ ବନ କର୍ମଚାରୀ ଘଟଣା

ଶବର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଢେଙ୍କାନାଳ ଗଁଦିଆ ଥାନା ଅନ୍ତର୍ଗତ ନିଳମାଧବ ଜନଜାତି ଶବର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଆଜି ଏକ ଦାବିପତ୍ର ଜିଲ୍ଲାପାଳକୁ ପ୍ରଦାନ କରାଯାଇଛି । ମୁଖ୍ୟତଃ ଗଁଦିଆ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ନିଶା କାରବାର ବଢିବାରେ ଲାଗିଛି । ଏହାର ପ୍ରତିକାର ପାଇଁ ଗଁଦିଆ ବ୍ଳକର ମହିଳା ଶାଖା ତରଫରୁ ଏହି

ଗଣେଶ ଭସାଣି କୁ ନେଇ ଗୋଷ୍ଠୀ ସଂଘର୍ଷ, ଟାଙ୍ଗିଆ ଚୋଟରେ ଜଣେ ଗୁରୁତର !

ଢେଙ୍କାନାଳ ଜିଲ୍ଲା ସଦର ଥାନା ଛାଟିଆ ଗାଁରେ ଦୁଇ ଗୋଷ୍ଠୀ ମୁହାଁ ମୁହିଁ, ଗୋଟିଏ ଗୋଷ୍ଠିର ଟାଙ୍ଗିଆ ଚୋଟରେ ଅନ୍ୟ ଗୋଷ୍ଠିର ଜଣେ ଯୁବକ ଗୁରୁତର ହୋଇଛନ୍ତି l ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଭର୍ତି କରାଯାଇଥିଲା, ମାତ୍ର ଅବସ୍ଥା ଶଙ୍କଟାପନ୍ନ ହେବାରୁ

ରାମିଆଳ ବାମ ପାର୍ଶ୍ବ ରେ ୬୦ ଫୁଟର ଘାଇ !

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କରଗୋଳା ପଞ୍ଚାୟତ କୁଶବେରଣା ଛକ ଠାରେ ରାମିଆଳ ଡ୍ଯାମର ବାମ ପାର୍ଶ୍ବ କେନାଲରେ ୬୦ ଫୁଟ ଲମ୍ବର ଏକ ଘାଇ ସୃଷ୍ଟି ହେବା ଫଳରେ ତଳ ପାର୍ଶ୍ବରେ ଥିବା ଡଙ୍ଗାପାଳ ଓ ଡିହଯୋଡି ପଶିର ଚାଷ ଜମିରେ ମାଟି ପୋତି ହୋଇଯିବା ଫଳରେ ହେକ୍ଟର ହେକ୍ଟର ଚାଷ ଜମିରେ ପାଣି

ମେରୁଦଣ୍ଡ ଭାଙ୍ଗିବାରୁ ଯୁବକ ଶଯ୍ୟାଶାୟୀ

ମେରୁଦଣ୍ଡ ଭାଙ୍ଗି ଯୁବକ ଆକର୍ମଣ୍ୟ ! ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କରଗୋଳା ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗାପାଳ ଗ୍ରାମ ସେଣ୍ଡିଆପଶି ସାହିର ଗୋଲେଖ ମହାନ୍ତଙ୍କ ସାନ ପୁଅ ଦେବବ୍ରତ ମହାନ୍ତ ବୟସ( ୩୧) । ଦୁଇ ବର୍ଷ ତଳେ ନିଜ ଘରେ ଘର

ନୂଆଁଖାଇ ଜୁହାର୍

ଅନ୍ନ ବ୍ରହ୍ମରୁପ କୈବଲ୍ୟ ସ୍ୱରୂପ ଅନ୍ନ ରୁ ଗଢା ଶରୀରବ୍ରହ୍ମାର୍ପଣେ ଅନ୍ନ ପବିତ୍ରିକରଣ ସୂକ୍ଷ୍ମ ଅଂଶେ ମନ ସ୍ଥିର । ଋଷି ପଞ୍ଚମୀରେ ଋଷି

୫ ମାସର ଅଣ୍ଡା ଛତୁଆ ଖାଇଗଲେ ଦିଦି

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମକୁଆକାଟେଣୀ ପଞ୍ଚାୟତ ହଳଦୀକୁଣ୍ଡି ଗ୍ରାମ ବେଲବଣିଆ ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରର ଦିଦି ଗର୍ଭବତୀ ମହିଳା ଏବଂ ଶିଶୁଙ୍କର ୫ ମାସର ଅଣ୍ଡା ଓ ଛତୁଆ ଖାଇଯାଇଥିବାର ଅଭିଯୋଗ ହୋଇଛି ।ଏହାକୁ ନେଇ ଗର୍ଭବତୀ ମହିଳା ଏବଂ ଅଭିଭାବକ ମାନେ ହୋହାଲ୍ଲା

ନଦୀରେ ବୁଡ଼ି ବୃଦ୍ଧା ନିଖୋଜ !

ଭୁବନ ବ୍ଲକ ଭୂଷଳ ପଂଚାୟତ ର ଜୟପୁର ନିକଟ ଗୋହିରା ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ଜଣେ ବୃଦ୍ଧା ଭାସିଯାଇଥିବା ସନ୍ଦେହ କରାଯାଉଛି । ବୁଧବାର ଦିନ ପ୍ରାୟ ୧୧ଟା ବେଳେ ଘରୁ ଯାଇ ଆଉ ଫେରି ନଥିଲେ ।ପରେ ଘର ଲୋକ ଖୋଜାଖୋଜି କରିଥିଲେ ,ପୂର୍ବତନ ସରପଞ୍ଚ ଚିତ ମଲ୍ଲିକ ଅଗ୍ନିଶମ ବାହିନୀ ଙ୍କୁ

ଟ୍ରକ ଧକ୍କାରେ ଜେଲର ଗୁରୁତର

ଜାତୀୟ ରାଜପଥ ୫୩ର ଭୁବନ ବେଠିଆପାଳ ଠାରେ ଏକ ଚଉଦ ଚକିଆ ଟ୍ରକ ରାସ୍ତା କଡ଼କୁ ମାଡି ଯିବାରୁ ମଟର ସାଇକେଲ ଆରୋହୀ ଗୁରୁତର ହୋଇ ପ୍ରଥମେ ଭୁବନ ପରେ କଟକ ସ୍ଥାନାନ୍ତର ହୋଇଛନ୍ତି। ଗୁରୁତର ଜଣକ ଯାଜପୁର ଜିଲ୍ଲା ରଗଡି ର ଜେଲର ପ୍ରଫୁଲ୍ଲ ମହାରଣା (୩୭) ଅଟନ୍ତି । ତାଙ୍କ ଘର କଙ୍କଡ଼ାହାଡ଼

ଆମ୍ବମାଳିଆ ଧୋଡା ବୁଲି ଦେଖିଲେ ମନ୍ତ୍ରୀ

ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଅନ୍ତର୍ଗତ ନାଟକଟା ମୌଜା ରେ ଥିବା ୨ ଶହ ଏକର ପରିମିତ ଜଳଭଣ୍ଡାର ର ପୁନଃଉଦ୍ଧାର କରାଯାଇ ଇକୋ ଟୁରିଜିମ କ୍ଷେତ୍ର ପାଇଁ ଭୁବନ କୃଷକ ସମାଜ ପକ୍ଷରୁ ଗତ ୨୦୨୧ ମସିହା ଜାନୁଆରୀ ୧୭ ବାର୍ଷିକ ଉତ୍ସବରେ ମହାତ୍ମା ଗାନ୍ଧୀ ଓଷଧୀୟ ଉଦ୍ୟାନ ରେ ପ୍ରସ୍ତାବ ଦେଇଥିଲେ ।
error: Content is protected !!