News
lipub
samparksetu

ହିନ୍ଦୋଳ ଏନଏସି ରେ ସ୍ୱାୟତ୍ତ ଶାସନ ଦିବସ ପାଳନ

ସାରା ଓଡ଼ିଶାରେ ଆଜି ପବିତ୍ର ସ୍ୱାୟତ୍ତ ଶାସନ ଦିବସ ପାଳନ ହୋଇଯାଇଛି।ସେହିପରି ବନ୍ୟା ପ୍ରପୀଡ଼ିତ ମାନଙ୍କ ପ୍ରତି ସମବେଦନା ଜଣାଇ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଅତି ନିରାଡ଼ମ୍ବର ଭାବରେ ସ୍ୱାୟତ୍ତ ଦିବସ ପାଳନ ହୋଇଯାଇଛି।ଅତିଥି ମାନଙ୍କ ଦ୍ୱାରା ସକାଳେ ସହରରେ ଅବସ୍ଥାପିତ

ଗଣେଶ ପୂଜା

"ନମୋ ଗଣେଶ ବିଘ୍ନେଶ ଗିରିଜାନନ୍ଦମ୍ ପ୍ରଭୋ ।ମମ ବିଘ୍ନ ନିହତ୍ୟାଶୁ ଗଣାଧିପତ‌ୟେ ନମୋଃ ॥" ସବୁ କାର୍ଯ୍ୟର ପ୍ରାରମ୍ଭରେ ବିନାୟକ ତ‌ଥା ବିଘ୍ନନାଶକ ଶ୍ରୀ ଗଣେଶଙ୍କୁ ପୂଜା କରାଯାଏ । ବର୍ଷର ପାର୍ବଣର ଋତୁରେ ସର୍ବପ୍ରଥମେ ସେ ଆସନ୍ତି ଏ ଧରାପୃଷ୍ଠକୁ, ତାଙ୍କ ପରେ ଅନ୍ୟ ଦେବାଦେବୀଗଣ

ଶ୍ରୀ ଗଣେଶ

ଅଗ୍ରପୂଜ୍ୟ ଅଗ୍ରଗଣ୍ୟଗଜାନନ ଲମ୍ବୋଦରଅଖୁରଥ ଅଭନିଶ୍ଏକଦନ୍ତ ଏକାକ୍ଷର । ସିଦ୍ଧିଦାତା ହସ୍ଵଗ୍ରୀବଗଣାଧକ୍ଷ ମହାବୀରବିଘ୍ନହର୍ତ୍ତ। ବିଶ୍ଵନେତ୍ରମହେଶାୟ ସର୍ବେଶ୍ଵର । ସୁଖନିଧି ସୁପ୍ରଦୀପବିନାୟକ ବିଘ୍ନରାଜମହାବଳା ମହାକାଳଭାଲଚନ୍ଦ୍ର ସୁରଗ୍ରଜ ।

ହିନ୍ଦୋଳ ଏନଏସି ରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ଟାଉନ ହଲରେ ଆଜି ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ହିନ୍ଦୋଳ ଏନ ଏ ସି ଅଧ୍ୟକ୍ଷ ଟିମା ବେହେରା, କାଉନସିଲର ପ୍ରଦ୍ୟୁମ୍ନ ବେହେରା, କାଉନସିଲର ତପନ ପରିଡ଼ା, ଏନ ଏ ସି ନିର୍ବାହୀ ଅଧିକାରୀ ଏମ ଶ୍ରୀନିଭାସ ଓ ଏନ ଏ ସି କର୍ମଚାରୀଙ୍କ

ବିଛଣାରେ ଘରର ମୁଖିଆ , ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଠିକାଦାରଙ୍କ ଭୁଲ୍ ପାଇଁ ଆଜି ଗୋଟିଏ ଗରିବ ପରିବାର ର ମୁଖ୍ୟ ଲୋକ ର ମେରୁଦଣ୍ଡ ଭାଙ୍ଗି ଅକର୍ମଣ୍ୟ । ଅଣ୍ଟା ଗୋଡ ଭାଙ୍ଗି ବିଛଣାରେ,ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଚାନ୍ଦପୁର ଗ୍ରାମ ର ପ୍ରେମାନନ୍ଦ ପରିଡ଼ା ଙ୍କ ପୁଅ ଡାକ୍ତର ପରିଡା।

ବର୍ଷା ଦିନରେ ପାନୀୟ ଜଳର ସମସ୍ୟା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣୀ ପଞ୍ଚାୟତ ହଳଦୀକୁଣ୍ଡି ଗ୍ରାମର ମହାପାଟ ସାହିରେ ପାନୀୟଜଳ ସମସ୍ୟା ଦେଖିବାକୁ ମିଳିଛି । ସେଠିକାର ଗ୍ରାମବାସୀ କହିଵା ମୁତାବକ ୨୦୦୭ ମସିହାରେ ଘରେ ଘରେ ପାଇପ ମାଧ୍ୟମରେ କିଭଳି ଭାବରେ ପାଣି ପହଁଚି ପାରିବ ସେଥି ପାଇଁ ପାନୀୟ ଜଳ ଯୋଗାଣର

ଗାଧେଇବା ବେଳେ ବୁଡିଗଲେ ଯୁବକ

କଣ୍ଟାବଣିଆ ଥାନା ଶିବପୁର ଗାଁ ରେ ଗତକାଲି ଦିନ ପ୍ରାୟ ୧୨ଘଟିକା ରେ ଗାଁ ପାଖ ବଡବନ୍ଧ କୁ ଗାଧେଇବା ପାଇଁ ଯାଇଥିବା ବେଳେ ଜଣେ ଯୁବକ ନିଖୋଜ ଥିଲେ । ଆଜି ବନ୍ଧରେ ଭାସୁଥିବାର ଖବର ପାଇ ଗାଁ ଲୋକମାନେ ଦେଖି ଚିହ୍ନଟ କରିଥିଲେ । ମୃତକ ହେଲେ ଉକ୍ତ ଗାଁର ଅନାମ ରାଉତ (୩୩)ସେ ଦଶାହ କାମରେ

ଶିକ୍ଷକ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଲେ କାରନ୍ଦା ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରେ ଶିକ୍ଷକ ସମସ୍ୟା ନେଇ ଚର୍ଚା ଥମୁନି । ଆଜି ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ରାସୋଳ ଥାନା ଅନ୍ତର୍ଗତ କାରନ୍ଦା ପଂଚାୟତରେ । କାରନ୍ଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୨୦୨ ଜଣ ଛାତ୍ରଛାତ୍ରୀ ଥିବାବେଳେ ଶିକ୍ଷକ ଶିକ୍ଷୟିତ୍ରୀ ସଂଖ୍ୟା ମାତ୍ର ୪

ପାହାନ୍ତି ସକାଳ

ପାହାନ୍ତି ସକାଳେ ପଲକ ଖୋଲିଲେଏଇ ଆଖି ତତେ ଦେଖେ,ପ୍ରତି ମୁହୂର୍ତ୍ତ ରେ ସବୁ ସକାଳରେଏମିତି ରହିଥା ପାଖେ । କେତେ ସପନ ଯେ ଦେଖେଇ ଥିଲୁ ତୁମୋର ଆଖି ପଲକରେ,ସେ ସପନ ଆଜି ସବୁ ଧୋଇଗଲାଶେଷ ଶ୍ରାବଣ ବର୍ଷାରେ । ତୁମକୁ ମୁଁ ଭୁଲିବା କେତେଯେ କଷ୍ଟମନ ମୋ ଜାଣିଛି ଏକା,ତୁମ ବିନା

ଟର୍ଚ୍ଚ ମାରି ହେଉଛି ରୋଗୀ ସେବା,ଅନ୍ଧାରରେ ସୋଲାର ପ୍ରକଳ୍ପ

ଢେଙ୍କାନାଳ ଜିଲ୍ଲାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ରୋଗୀମାନଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇଦେବା ପାଇଁ ବିଜୁଳି ବ୍ୟବସ୍ଥା ନାହିଁ । କେତେବେଳେ ଡାକ୍ତରମାନେ ଟର୍ଚ୍ଚ ଲାଇଟ ତ କେତେବେଳେ ମୋବାଇଲ ଲାଇଟରେ ଚିକିତ୍ସା କରିବା ଘଟଣା ଜିଲ୍ଲାରେ
error: Content is protected !!