News
lipub
samparksetu

ରାଜପଥ କଡ଼ରେ ପାଲଟଣା ଝୁମ୍ପୁଡି ଘରେ ବିତୁଛି ଜୀଵନ

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ମୁକ୍ତାପଶି ପଞ୍ଚାୟତର ସିଆରୀମାଳିଆ ଗ୍ରାମ ପାଖ ଜାତୀୟ ରାଜପଥ କଡ଼ରେ ପାଲଟଣା ଝୁମ୍ପୁଡି ଘରେ ରହୁଥିବା ରମେଶ ମାରାଣ୍ଡି ଙ୍କ ୧୩ ବର୍ଷୀୟ ପୁଅ ମୁନା ମାରାଣ୍ଡି । ମୁନା ଯେଏକି ଜନ୍ମରୁ ଜଣେ ସମ୍ପୂର୍ଣ୍ଣ ଭାବରେ ଭିନ୍ନକ୍ଷମ ଅଟନ୍ତି । ଯେଉଁ ବୟସରେ ଖେଳି

ମୁକ୍ତାପଶି ସଡ଼କ ଦୁର୍ଘଟଣା ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ,ଘୋଷଣା ହେଲା ସହାୟତା ରାଶି

କମାକ୍ଷାନଗର ଉପଖଣ୍ଡର ମୁକ୍ତାପଶି ଛକରେ ଭୟଙ୍କର ସଡକ ଦୁର୍ଘଟଣା । ଅଟୋକୁ କୋଇଲା ବୋଝେଇ ଟ୍ରକ ଧକ୍କା ଦେବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ୫୩ନମ୍ବର ଜାତୀୟ ରାଜପଥରେ ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି । ସମସ୍ତ ମୃତକ ହେଉଛନ୍ତି

ସଡ଼କ ଦୁର୍ଘଟଣା ରେ ବାପା ପୁଅ ଗୁରୁତର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରିଡାମାଳୀ ଗାଁ ନିକଟ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣାରେ ବାପା ଓ ପୁଅ ଗୁରୁତର ହୋଇଥିବାର ସୂଚନା ମିଳିଛି । ଦୀପକ ରଞ୍ଜନ ତ୍ରିପାଠୀ (୪୨) ନିଜ ପୁଅ ଲିକନ ତ୍ରିପାଠୀ (୯ ) କୁ ଶନିବାର ଦିନ ଟିଉସନ ରୁ ଆଣି

ରକ୍ଷଣାବେକ୍ଷଣ ପାଇଁ ହେଉଛି ଘଣ୍ଟାଘଣ୍ଟା ବିଦ୍ୟୁତ କାଟ, ହେଲେ ସହର ସାରା ଝୁଲିଛି ବିପଦ ର ତାର

ନାହିଁ ନଥିବାର ଲାଗି ରହୁଛି ବିଦ୍ୟୁତ କାଟ, କେତେବଳେ ପୋଲ ମରାମତି ତ କେତେବଳେ ୧୧ କେଭି ସମସ୍ୟା ଏଭଳି କିଛି କାର୍ଯ୍ୟ ପାଇଁ ପ୍ରାୟ ପତ୍ୟେକ ଦିନ ବାଧାପ୍ରାପ୍ତ ହେଉଛି ବିଦ୍ୟୁତ ସରବରାହ । ହେଲେ ଫଳ ଶୂନ୍ୟ ସହର ମଧ୍ୟରେ ଥିବା ୩ ନମ୍ବର ୱାର୍ଡ ରେ ହାତ ପାହାନ୍ତା ରେ

ସାପ କାମୁଡାରେ ୨ ଯୁବକ ଗୁରୁତର

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଗଡ଼ନୃସିଂହପ୍ରସାଦ ପଂଚାୟତ ର ପଳାଶ ପିଠିଆଗୋଡ଼ା ଗ୍ରାମର କେଶବ ଦେହୁରୀଙ୍କ ପୁଅ ପାଣ୍ଡବ ଦେହୁରୀ(୪୦) ବିଲରେ ସାର ପକାଉଥିବା ସମୟରେ ସାପ କାମୁଡ଼ି ଦେଇଥିବା ସେ ଆଶଙ୍କା କରୁଛନ୍ତି l ସେ ଚାଲି ଚାଲି ଫେରୁଥିବା ବେଳେ ରାସ୍ତାରେ ଅଚେତ ହୋଇ ପଡି ଯାଇଥିଲେ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ଗାଁ ସ୍ଥିତ ITBPF ଯବାନ କେଶବ ଚନ୍ଦ୍ର ବେହେରାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଗତ ୨୪ ତାରିଖ ଦିନ ଉତ୍ତରପ୍ରଦେଶର ବାରେଇଲି ଠାରେ ହୃଦଘାତରେ କେଶବଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ

ପ୍ରାଣୀ ଚିକିତ୍ସାଳୟରେ ନାହିଁ ସାପକାମୁଡା ଇଞ୍ଜେକସନ

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ସାପ କାମୁଡା ଇଞ୍ଜେକସନ ନଥିବାରୁ ଏକ ଗାଈ ଜୀବନ ମରଣ ସହିତ ସଂଗ୍ରାମ କରୁଥିବାର ଜଣାପଡିଛି । ସହର ନିକଟସ୍ଥ କଣ୍ଟାନାଳୀର ଏକ ଗାଈ ହଠାତ ଅସୁସ୍ଥ ହୋଇପଡିଥିଲା ।ଫଳରେ ଗାଈର ମାଲିକ କାର୍ତ୍ତିକ ଦାସ ତୁରନ୍ତ ପ୍ରାଣୀ ଚିକିତ୍ସକଙ୍କ ସହିତ

ଲିଖିତ ପ୍ରତିଶ୍ରୁତି ସତ୍ତ୍ବେ ରାସ୍ତା ହେଲାନି ମରାମତି ; କମ୍ପାନୀ କାର୍ଯ୍ୟ ବନ୍ଦ କଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଜଟିଆ ଛକ ଠାରୁ ବ୍ରାହ୍ମଣୀ ପୋଲ ପର୍ଯ୍ୟନ୍ତ ମରଣଯନ୍ତା ରାସ୍ତାକୁ ମରାମତି କରିବା ଲକ୍ଷ୍ୟ ନେଇ ଗତ ୧୯ତାରିଖ ଦିନ ୫୩ ନମ୍ବର ଜାତୀୟ ରାଜପଥକୁ ଗ୍ରାମବାସୀ ପକ୍ଷରୁ ରାସ୍ତା ଅବରୋଧ କରିଥିଲେ । କୁନାଲ ନାମକ କମ୍ପାନୀ ୫୩ ନମ୍ବର ଜାତୀୟ ରାଜପଥକୁ

ଗୋଲାପ ଋଷିଛି

ଗୋଲାପ ଋଷିଛି ହାତରେ ମୋହରପ୍ରିୟାର ସ୍ପର୍ଶକୁ ଭୁଲିପ୍ରିୟାର ବିରହେ ଅଶ୍ରୁର ରୁଧିରେରଙ୍ଗ ତା' ହୋଇଛି ନାଲିକାଳେ ପ୍ରିୟା ମୋ ଫେରିବ ବୋଲି,ଏତିକି ଆଶାରେ ବଂଚିଛି ଗୋଲାପପାଇବାକୁ ସେଇ ସ୍ପର୍ଶ ଟିକେ ଖାଲି || ଡାଏରୀ ଭିତରେ ଚିଠିର ମେଳରେତୁମ ଶବ୍ଦର ଚୁମ୍ବନଚୁମ୍ବନକୁ

ରୋଗୀଙ୍କ ଜୀବନ ମରଣ ସହିତ ଖେଳ , ଜିଲ୍ଲାରେ ପଞ୍ଜିକରଣ ନଥାଇ ଚାଲିଛି ବେଆଇନ ପାଥୋଲାବ

ଢେଙ୍କାନାଳ ଜିଲ୍ଲା ରେ ସହର ସହିତ ବିଭିନ୍ନ ଗ୍ରାମାଞ୍ଚଳରେ ବିନା ପଞ୍ଜିକରଣରେ କାର୍ଯ୍ୟକରୁଛି ଶତାଧିକ ପାଥୋଲାବ୍ । ଅନଭିଜ୍ଞ ପାଥୋଲୋଜିଷ୍ଟ ମାନଙ୍କ ଦ୍ୱାରା ବିଭିନ୍ନ ପରୀକ୍ଷା କରାଯାଉଥିବା ବେଳେ ରୋଗୀଙ୍କ ଜୀବନ ମରଣ ସହିତ ଖେଳ ଖେଳୁଥିବାର ଅଭିଯୋଗ ହେଉଛି । ଏମିତି କି ମାଟ୍ରିକ ଓ
error: Content is protected !!