ତାଲା ଭାଙ୍ଗି ୩ ଦୋକାନରୁ ଚୋରି
ଢେଙ୍କାନାଳ-କପିଳାସ ରାସ୍ତାରେ ଥିବା କୃଷ୍ଣକୁମାରପୁର ଗ୍ରାମରୁ ସୋମବାର ବିଳମ୍ବିତ ରାତିରେ ୩ ଦୋକାନରୁ ଚୋରି ହୋଇଛି । ଏଥିରେ କୃଷ୍ଣକୁମାରପୁର ଗ୍ରାମର ଜିତେନ୍ଦ୍ର କୁମାର ସ୍ୱାଇଁ ଓ ଜୟନ୍ତ କୁମାର ସ୍ୱାଇଁଙ୍କ ଦୁଇଟି ଗ୍ରୋସରୀ ଦୋକାନ ଏବଂ ଦିବାକାର ସେଣ୍ଢଙ୍କର ଗୋଟିଏ ଦୋକାନ ରହିଛି ।
!-->!-->!-->…
ଜାତୀୟ ରାଜପଥ ମନ୍ଥର ଗତି ଯୋଗୁଁ ଶୋଚନୀୟ ଅବସ୍ଥାରେ ମୁକ୍ତାପଶି ଛକ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଦେଇ ଯାଉଥିବା ୫୩ ନମ୍ବର ଜାତିୟ ରାଜପଥରେ ପରଜଙ୍ଗ ଠାରୁ କାମାକ୍ଷାନଗର ମଝିରେ ରହିଛି ମୁକ୍ତାପଶି ବସଷ୍ଟାଣ୍ଡ । ଏହି ବସଷ୍ଟାଣ୍ଡ ଉପରେ ଯାତାୟାତ ନିମନ୍ତେ ନିର୍ଭର କରନ୍ତି ପାଖାପାଖି ୫ଟି ପଞ୍ଚାୟତର ବାସିନ୍ଦା ।
ବଡଦୁଃଖର ବିଷୟ ସର୍ବସାଧାରଣ!-->!-->!-->…
ଭିଜିଲାନ୍ସ ହାତରେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣି
ଭିଜିଲାନ୍ସ ହାତରେ ରେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟ ର କିରାଣି ଉତ୍ତମ ରାଉତ । ଲାଞ୍ଚ କାରବାର ଚାଲିଥିବା ବେଳେ ଲ କଲେଜ ମୁଖ୍ୟ କିରାଣି ଉତ୍ତମ ରାଉତଙ୍କୁ ଧରିଲା ଭିଜିଲାନ୍ସ ଟିମ୍ ।
ସୂଚନା ଅନୁଯାୟୀ, କଲିକତା ର ଜଣେ ଆଇନ ଛାତ୍ର ମାସୁଦ୍ ହୁସେନ ଙ୍କ ଆଟେଣ୍ଡାନ୍ସ କ୍ଲିଅରାନ୍ସ!-->!-->!-->!-->!-->…
ଘର କାନ୍ଥ ଭୁଶୁଡି ମୂର୍ତ୍ତି କାରିଗର ଙ୍କ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା ଓଡ଼।ପଡା ବ୍ଲକ ବଉଳପୁର ପାଟଣା ଗ୍ରାମରେ ଲଘୁଚାପ ଜନିତ ବର୍ଷା ହେତୁ ଘର କାନ୍ଥ ଭୁଶୁଡି ଜଣଙ୍କ ମୃତ୍ୟୁ ହୋଇଛି ।ମୄତକ ହେଲେ ଉକ୍ତ ଗାଁ ର ଅଶୋକ ପାତ୍ର(୬୦) ।
ସୂଚନା ଅନୁଯାୟୀ , ଗତକାଲି ବିଳମ୍ବିତ ରାତିରେ ଅଶୋକ ନିଜ ଘରେ ଶୋଇଥିବା ସମୟରେ ଘରର କାନ୍ଥଟି ଅଚାନକ!-->!-->!-->…
ନିଆଁ ପାଣିରୁ ବଞ୍ଚିତ ପରିବାର
ନିଆଁ ପାଣିରୁ ବଞ୍ଚିତ ପରିବାର l ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ ଏ ସି ର ୯ନମ୍ବର ୱାର୍ଡ ରୁପାଳି ଗ୍ରାମରେ, ଘଟଣା ସୂତ୍ରରୁ ପ୍ରକାଶ, ଉକ୍ତ ଗ୍ରାମର ମନ୍ଦର ନାଏକଙ୍କ ପୁଅ ବିବାହ କୁ ନେଇ ଜାତି ସମାଜ କଥା ଉଠିଥିଲା, ଯାହା ଫଳରେ ମନ୍ଦର ନାଏକ!-->…
ଡ୍ରାଇଭର ଙ୍କ ସନ୍ଦେହ ଜନକ ମୃତ୍ୟୁ
ଭୁବନ ବ୍ଲକ ଭୂଷଳ ପଞ୍ଚାୟତ ରେ ଥିବା କଞ୍ଚନ ବାହାଳୀ କ୍ରୋମାଇଟ ଖଣି ର ଜଣେ କାର୍ଯ୍ୟକ୍ରମ ଚାଳକ ମୃତ୍ୟୁ ଘଟିଛି । ମୃତକ ହେଲେ ଭୁବନ ଏନଏସି ୪ ନମ୍ବର ୱାର୍ଡ ବେହେରା ସାହିର ଜିତୁ ଦାସ ।
ସୂଚନା ଅନୁଯାୟୀ ,ଜିତୁ ଟ୍ରକ ନେଇ ଉକ୍ତ କ୍ରମାଇଟ ଖଣିକୁ କ୍ରୋମାଇଟ ଆଣିବାକୁ ଯାଇଥିଲେ ।ସେଠାରେ!-->!-->!-->…
ବିପଦ ସମୟରେ ରକ୍ତଦାନ କଲେ କାର୍ଯ୍ୟରତ ପୋଲିସ କର୍ମଚାରୀ
ରକ୍ତ ହୀନତାର ଶିକାର ହୋଇଥିବା ଜଣେ ବୃଦ୍ଧା କୁ ରକ୍ତଦାନ କରି ବିପଦର ବନ୍ଧୁ ସାଜିଛନ୍ତି ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀ । ପୋଲିସ୍ ଭାଇ ଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ରକ୍ତଦାନ କରିଥିବା ଭାଇ ଜଣକ ହେଉଛନ୍ତି କାମାକ୍ଷାନଗର ବ୍ଲକ ଅନ୍ତର୍ଗତ!-->!-->!-->…
କିଡନୀ ରୋଗରେ ଛଟପଟ ଭିନ୍ନକ୍ଷମ ଅସିତ
ଭିନ୍ନକ୍ଷମଙ୍କୁ ଦୁଃଖର ଅସରନ୍ତି ବର୍ଷା ଢାଳୁଛି ଦୁଃଖର ବର୍ଷା । ପିଲାଟି ଦିନରୁ ଭଗବାନ ଭିନ୍ନକ୍ଷମ ରୂପରେ ପରିଚୟ ଦେଇଥିଲେ । କିନ୍ତୁ ଏବେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଛଟପଟ ହେଉଛନ୍ତି ଯୁବକ । ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ପାଟରପଦା ଗାଁ ର କବିରାଜ ପ୍ରଧାନ ଙ୍କ ସାନ!-->…
ହାତୀ ଦ୍ୱାରା ଧାନ ଫସଲ ନଷ୍ଟ, ଚିନ୍ତାରେ ଚାଷୀ
କଙ୍କଡାହାଡ଼ ବ୍ଲକର ଜନସାଧାରଣ ମୁଖ୍ୟତଃ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି ।ବର୍ଷ ସାରା ଧାନ ଚାଷ ରୁ ଯାହା କିଛି ଧାନ ଅମଳ ହୁଏ ନିଜେ ଖାଇବା ପାଇଁ ସଞ୍ଚିତ କରିଲା ପରେ ବଳକା ଧାନ କୁ ବିକ୍ରି କରି ବର୍ଷ ସାରା ପରିବାର ପ୍ରତିପୋଷଣ କରିଥାନ୍ତି ।ଚଳିତ ବର୍ଷ ବର୍ଷା ବିଳମ୍ବରେ ହେଇଥିବାରୁ!-->…
ମଧ୍ୟାହ୍ନ ଭୋଜନ ଖାଇ ଛାତ୍ର ଛାତ୍ରୀ ଡାକ୍ତରଖାନା ରେ ଭର୍ତ୍ତି ଘଟଣା ,ସୋଗାର ରେ ବିଜେପି ର ଅନୁସନ୍ଧାନ କାରୀ ଟିମ
ମଧ୍ୟାହ୍ନ ଭୋଜନ ଖାଇ ୬୦ ରୁ ଅଧିକ ଛାତ୍ର ଛାତ୍ରୀ ଡାକ୍ତରଖାନା ରେ ଭର୍ତ୍ତି ହେବା ଘଟଣା ର ସତ୍ୟ ଅନୁସନ୍ଧାନ ନିମନ୍ତେ ବିଜେପି ଟିମ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ପ୍ରବାସୀ ସଂଯୋଜକ ଜଗବନ୍ଧୁ ପୃଷ୍ଟି ଙ୍କ ସହିତ ମଣ୍ଡଳ ସଭାପତି ପ୍ରସାଦ ସେଠି ଗୋପାଳ ସାହୁ ୩ ଜଣିଆ ଟିମ ପହଂଚି ଥିଲେ ।
!-->!-->!-->…