ପ୍ରଥମ ପୂଜ୍ୟ ଗଣପତି
ଆସିଲା ଶାରଦୋତ୍ସବ ଶୀଘ୍ର ଶୁଭାରମ୍ଭଗଜାନନ ଆଗରେ କାହାରି ଚଳିବନି ଦମ୍ଭ।ସର୍ବ କ୍ଷେତ୍ରେ ସର୍ବ ଅଗ୍ରେ ପୂଜ୍ୟ ସିଦ୍ଧିଦାତାଶାରଦୀୟ ପର୍ବାରମ୍ଭେ ବିନାୟକଙ୍କ ଯାତ୍ରା।
ଭଗବାନ ଗଣେଶ ବାବା ଆସୁଛନ୍ତି ମର୍ତରେତାଙ୍କ ପରେ ଦେବାଦେବୀ ସମସ୍ତେ ଧରାରେ।ଅନୂପମ ଅପରୂପ ପ୍ରକୃତି ଶୋଭିତବରଷାର ଉତ୍ତର!-->!-->!-->…
ଆସୁଛନ୍ତି ବାପା ,ଢେଙ୍କାନାଳ ସହରର ୩୮ ଟି ମଣ୍ଡପରେ ପୂଜା ପାଇବେ ଗଜାନନ
ଢେଙ୍କାନାଳ ଜିଲ୍ଲାପାଳ ଙ୍କ ସଦଭାବନା ସଭା ଗୃହରେ ଆସନ୍ତା ୩୧ ତାରଖି ରେ ହେବାକୁଥିବା ଗଣେଶ ପୂଜା ନେଇ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱ ରେ ଏକ ବୈଠକ ଅନୁଷ୍ଠିତ ହୋଇ ଗଣେଷ ପୂଜା ଏବଂ ଭସାଣି ଉପରେ ଆଲୋଚନା ହୋଇଥିଲା ।
ସହରରେ ମହାଲକ୍ଷ୍ମୀ ପୂଜା ପରେ ଗଣେଶ ପୂଜା ମହା!-->!-->!-->…
ମାଟ୍ରିକ ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ମିଳିଲା ନାହିଁ
ଦାଣ୍ଡିମାଳ ଉଚ୍ଚ ବିଦ୍ୟାଳୟ ମାଟ୍ରିକ ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ମିଳିଲା ନାହିଁ। ଛାତ୍ରଛାତ୍ରୀ ନାମ ଲେଖାଇବାରୁ ହେଲେ ବଞ୍ଚିତ।
ସରକାରଙ୍କ ନିୟମ ଅନୁସାରେ ଆଜିଠାରୁ ଯୁକ୍ତ ଦୁଇ କଳା ବାଣିଜ୍ୟ ଓ ବିଜ୍ଞାନ ରେ ନାମ ଲେଖା ହେଉଛି। କିନ୍ତୁ ଓଡ଼ପଡା ବ୍ଲକ!-->!-->!-->…
ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ
ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷନଗର ବ୍ଲକ ସୋଗର ଗାଁ ନୋଡାଲ ୟୁପି ସ୍କୁଲ ର ଛାତ୍ରଛାତ୍ରୀ ମାନେ ଆଜି ମଧ୍ୟାହ୍ନ ଭୋଜନ ଖାଇ ସାରିଲା ପରେ ଅସୁସ୍ଥ ହୋଇ ପଡ଼ିଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ତୁରନ୍ତ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟରେ ଭର୍ତ୍ତି କରାଯାଇଛି ।
ସ୍କୁଲରେ ମୋଟ ୩୪୫!-->!-->!-->…
କାହାକୁ କହିବି ମୁଁ
କାହାକୁ କହିବି ମୁଁ,ନା ତତେ ଭୁଲି ପାରୁଛିନା ତତେ ନିଜର କରି ପାରୁଛି,ନିଇତି ଜଳୁଛି ତୋ ସ୍ମୃତିର ନିଆଁରେତାକୁ ନା ମୁଁ ଲିଭେଇ ପାରୁଛି।
କାହିଁ ଆସିଥିଲୁ ଜୀବନେ ଯଦିତତେ ଚାଲିଯିବାର ଥିଲା,କି ଦୋଷ ବା କରିଥିଲି ମୁଁତୋ ହୃଦୟ ସାଇତି ନପାରିଲା।
କବିତା ହେଇଯାଇଛୁ ଆଜିଏଇ କାଗଜ!-->!-->!-->!-->!-->…
ଏନ୍ଏସି ମାନ୍ୟତା ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ର ସର୍ବ ବୃହତଗ୍ରାମପଂଚାୟତ ଓ ଗ୍ରାମଗୁଡିକୁ ନେଇ ରାସୋଳ ଅଞ୍ଚଳକୁ ଏନ୍ ଏ ସି ପ୍ରଦାନ ଦାବୀରେ ଆଜି ଓଡିଶା ପ୍ରଜା ସଂଘର୍ଷ ସମିତି ଆନୁକୁଲ୍ୟରେ ତଥା ଇଂ:ଦେବାଶିଷ ହୋତା ଙ୍କ ନେତୃତ୍ୱ ରେ ଶତାଧିକ ଅଞ୍ଚଳ ଵାସୀ ରାସୋଳ ଆର୍ ଆନଂଇ ଅଫିସ ସାମ୍ନାରେ!-->…
ସରକାରୀ ଯୋଜନାରୁ ବଞ୍ଚିତ ଝରାପାଳ ଗାଁ ; ଗମନାଗମନ, ପାନୀୟ ଜଳ ସାତସପନ
ଦେଶ ସ୍ୱାଧୀନତା ର ୭୫ ବର୍ଷ ବିତିଯାଇଥଲେ ମଧ୍ୟ ଆଜି ବି ଦୁର୍ଦ୍ଦିନ ଭାବରେ ଅତିବାହିତ କରୁଛନ୍ତି ଆଦିବାସୀ ପରିବାର । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତର ଝରାପାଳ ସାହିର ପାଖାପାଖି ୧୨ ଟି ଆଦିବାସୀ ପରିବାର ଆଜିକୁ ୫୦ ବର୍ଷରୁ ଉର୍ଦ୍ଧ୍ବ ହେବ ବସବାସ କରିଆସୁଥିଲେ ମଧ୍ୟ!-->…
ଏନଏଚ ୫୩ ମରାମତି ଦାବିରେ ରାସ୍ତା ଅବରୋଧ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଜଟିଆ ଛକ ଠାରୁ ବ୍ରାହ୍ମଣୀ ପୋଲ ପର୍ଯ୍ୟନ୍ତ ମରଣଯନ୍ତା ରାସ୍ତା ମରାମତି ଦାବିରେ ଜଟିଆ ଯୁବ ସଂଗଠନ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଥିଲେ ।ଯାହାକି ଏ ସମ୍ବନ୍ଧେ ଉପଜିଲ୍ଲାପାଳ କାମାକ୍ଷାନଗର ,ଥାନା ତହସିଲ ଓ ରାଜପଥ ଅଧିକାରୀଙ୍କ ଅବଗତ!-->…
ଝୁଲନ୍ତା ମୃତଦେହ ଉଦ୍ଧାର ,ମୃତ୍ୟୁର କାରଣ ଅସ୍ପଷ୍ଟ
ଭୁବନ ଥାନା କୁଣ୍ଡା ଗ୍ରାମର ଏକ ଯୁବକ ବେକରେ ରଶି ଆତ୍ମହତ୍ଯା କରିଥିବା ଜଣାପଡିଛି I କୁଣ୍ଡା ଗ୍ରାମର ଲକ୍ଷ୍ମୀଧର ରାଉତ (୨୮) ଆଜକୁ ପାଞ୍ଚ ମାସ ହେଲା ବର୍ଷା ରାଉତଙ୍କ ସହିତ ତାଙ୍କର ବିବାହ ହୋଇଥିଲା ।
ବିବାହର ଏକମାସ ପରେ ବାପାମାଆ ଭାଇଭଉଣୀଙ୍କଠାରୁ ଅଲଗା ହୋଇ ଶଶୁର ଘର ନିମେଇଁପୁରରେ!-->!-->!-->…
ଖଟିଆରେ ବୁହାହୋଇ ନାଳ ପାର ହେଲେ ରୋଗୀ !
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ ଗୋବରୀ ଗାଁ କୁ ଯିବାକୁ ହେଲେ ଏକ ନାଳଟିଏ ପଡ଼ିଥାଏ । ସେହି ନାଳ ଦେଇ ପ୍ରତେକ ଦିନ ଲୋକ ମାନେ ବ୍ଲକ କିମ୍ବା ପଞ୍ଚାୟତ ଅଫିସ କୁ ଯାଇଥାନ୍ତି। ଗୋବରୀ ଗାଁ ଠାରୁ ବାମ ଉଚ୍ଚ ବିଦ୍ୟାଳୟ ପ୍ରାୟ ୩ କିଲୋମିଟର ହୋଇଥାଏ।!-->…