News
lipub
samparksetu

ଆଇଜିଆଇଟି ପାଇଲା ଜାତୀୟ ଅଧିସ୍ବୀକୃତି ମଣ୍ଡଳୀ ମାନ୍ୟତା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ପ୍ରତିଷ୍ଠାନ ପାଇଲା ପାଞ୍ଚଟି ବିଭାଗ ପାଇଁ ଆର୍ଥିକ ବର୍ଷ ୨୦୨୨-୨୩ ଓ ୨୦୨-୨୪ ନିମନ୍ତେ ଜାତୀୟ ଅଧିସ୍ବୀକୃତି ମଣ୍ଡଳୀ(ଏନବିଏ) ମାନ୍ୟତା । ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିଷ୍ଠାନ ର ନିର୍ଦ୍ଦେଶକ ପ୍ରଫେସର ଡ଼ଃ

ଉଆଁସୀ କନ୍ୟା

ଉଆଁସୀ ବାସରେଜନ୍ମ ସିନା ମୁହିଁମନେ ନାହିଁ ମୋର ଖେଦତଥାପି ସମାଜଆଖି ଲେଉଟାଏଦେଇ ଦୁଃଖ ଅପବାଦ l ନାକ କିଏ ଟେକେଘୃଣା ର ଚକ୍ଷୁରେଅଭିଶପ୍ତ ଆଖ୍ୟା ଦେଇଅଧିକାର ନାହିଁସମାଜେ ବଞ୍ଚିବାଦୂର ଦୂର ମାର କହି l କିଏ କୁହେ ପିତାମାତା ଙ୍କୁ ଖାଇବସ୍ୱାମୀ ର ଜାଣ ବଇରୀମଥାର ସିନ୍ଦୁରନାହିଁ

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ରେ ଅଘଟଣ ୪ ମହଲାରୁ ଡେଇଁ ପ୍ରାଣ ହାରିଲେ ଚିକିତ୍ସା ପାଇଁ ଆସିଥିବା ରୋଗୀ । ୨ ଦିନ ତଳେ ଆଉ ଜଣେ ରୋଗୀ ୫ ମହଲା ରୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ଆଜି ପ୍ରାଣ ହାରିଛନ୍ତି ଆଉଜଣେ ରୋଗୀ । ମୃତକ ଜଣକ ପରଜଙ୍ଗ ବ୍ଳକ ଲୋଧଣୀ ଗ୍ରାମର ଦୁର୍ଯ୍ୟୋଧନ

ଭତା ପାଉଥିବା ମହିଳା ହିତାଧିକାରୀଙ୍କୁ ସର୍ବସାଧାରଣରେ ହଟହଟା କରି ଫେରାଇଲେ

ରାଜ୍ୟ ସରକାର ପ୍ରତି ମାସରେ ବୃଦ୍ଧ, ବୃଦ୍ଧା, ବିଧବା,ଭିନ୍ନକ୍ଷମ ମାନଙ୍କ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ରେ ୫୦୦ ରୁ ୭୦୦ ଟଙ୍କା ଭତା ଦେଉଛନ୍ତି ।ଏମିତି କି ୮୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ୭୦୦ ଟଙ୍କା ଭତା ପାଇବାର ଥିଲା ବେଳେ ଦଶୀପୁର ପଞ୍ଚାୟତ ରେ ୮୨ ବର୍ଷ ବ୍ୟକ୍ତି ପାଉଛନ୍ତି ୫୦୦ ଟଙ୍କା

ଭାରତୀୟ ଜୀବନ ବୀମା ଢେଙ୍କାନାଲ ଶାଖା କାର୍ଯ୍ୟାଳୟ ରେ ଏଜେଣ୍ଟ ମାନଙ୍କର ଧାରଣା

କଟୁଛି ଟାକ୍ସ ମାତ୍ର ଦାଖଲ ହେଉନି ଟିଡିଏସ ।ଏହାର ପ୍ରତିବାଦରେ ଭାରତୀୟ ଜୀବନ ବୀମା ଢେଙ୍କାନାଲ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ବ୍ୟାପି ବୀମା ଅଭିକର୍ତା ମାନେ ଗଣ ଧାରଣା ଦେଇଛନ୍ତି। ଭାରତୀୟ ଜୀବନ ବୀମା ଅନ୍ତର୍ଗତ ବୀମା ଧାରୀ ମାନଙ୍କ କିସ୍ତି ପୈଠ କଲେ କମିଶନରୁ ଏଜେଣ୍ଟ ଇନକମ

ସରାଙ୍ଗ ଜଟିଆ ଛକ ଠାରୁ ବ୍ରାହ୍ମଣୀ ପୋଲ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଜଟିଆ ଛକ ଠାରୁ ବ୍ରାହ୍ମଣୀ ପୋଲ ପର୍ଯ୍ୟନ୍ତ ଲୋକଙ୍କ ଦୁର୍ଦ୍ଦଶା ଭୋଗୁଥିବା ବେଳେ କୁମ୍ଭ କର୍ଣ୍ଣ ନିଦ୍ରାରେ ପ୍ରଶାସନ ,ବିଭାଗୀୟ ଅଧିକାରୀ ସୋଇଯାଇଛନ୍ତି ,ଜଟିଳ ରାସ୍ତାରେ ଲୋକଙ୍କ ଗମନାଗମନ ଦୃଷ୍ଟିରୁ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରଚାର

ଢେଙ୍କାନାଳ ଟ୍ରାଫିକ ସମସ୍ୟା ବାବଦରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଦାବିପତ୍ର

ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ନଗର ଶାଖା ସଭାପତି ଅମରେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ତଥା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ସହର ମଧ୍ୟରେ ଉପୁଜିଥିବା ଟ୍ରାଫିକ ସମସ୍ୟା ଉପରେ ଆଲୋଚନା ପୂର୍ବକ ଦାବିପତ୍ର ପ୍ରଦାନ କରିଥିଲେ l ଏହି ଆଲୋଚନାରେ ଫୋରମର

ଠାକୁରଙ୍କ ପାଦଦେଶ

ଉତ୍କଳ ଏକ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ପୁଷ୍ଟ ଭୂମିସରଗ ସମାନ ଗରିମା ମହାନ ତାଙ୍କ ଶ୍ରୀ ଚରଣ ଚୁମ୍ବି । ପ୍ରତି ଧୂଳିକଣା ନିର୍ଭେଜାଲ ସୁନା ପ୍ରଭୁଙ୍କ ଲୀଳା କ୍ଷେତ୍ରଗଗନେ ପବନେ ଧୂପ ଓ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଅନ୍ୟଜଣେ ଗୁରୁତର ଆହତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି।ଖବରରୁ ପ୍ରକାଶ ଯେ, ହିନ୍ଦୋଳ ଥାନା ଅନ୍ତର୍ଗତ ହିନ୍ଦୋଳ ଏନଏସି ୱାର୍ଡ଼ ନଂ-୧୫ ଆଲୁସିଂ ଗ୍ରାମର ଟିକେଇ ସାହୁଙ୍କ ପୁଅ ପ୍ରଶାନ୍ତ ସାହୁ(୩୦) ଏବଂ କୁଞ୍ଜ

ଧରିତ୍ରୀ ସମ୍ମାନରେ ସମ୍ମାନୀତ ହେଲେ ଅଙ୍କିତା

ସମାଜ ପାଇଁ କିଛି ତ୍ୟାଗ ଓ ସେବା ହିଁ ହେଉଛି ମନୁଷ୍ୟର ପ୍ରକୃତ ମଣିଷ ପଣିଆ l ଏହି ଉକ୍ତିକୁ ବାସ୍ତବ ରୂପ ଦେଇ ସମସ୍ତଙ୍କ ଆଦର୍ଶ ସାଜିଛନ୍ତି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାବେରା ପଂଚାୟତ ଦଧିସିଂହା ଗାଁ ର ବିଷ୍ଣୁ ଚରଣ ସାହୁ ଙ୍କ ବଡ଼ ଝିଅ ଅଙ୍କିତା ସାହୁ l ନାରୀ ଶକ୍ତିକୁ
error: Content is protected !!